Browsing Category
ଖବର
ଭୂର୍ସାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଝିଅ ମୃତ ବାପାମାଆ ଆହତ
ରାଇରଙ୍ଗପୁର: ହାଇୱା ଧକ୍କାରେ ବାସିଙ୍ଗା ଗାଁର ଭୂର୍ସା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ସ୍କୁଟିରେ ବାପାମା'ଙ୍କ ସହ ଝିଅ ଯାଉଥିବା ବେଳେ ଭୂର୍ସା ଛକ ନିକଟରେ ସ୍କୁଟିର ପଛ ଆଡୁ ଦ୍ରୁତଗତିରେ ଆସୁଥିବା…
କେଜ୍ରିୱାଲଙ୍କୁ ଝଟକା, ୧୫ ଜୁଲାଇ ପର୍ଯ୍ୟନ୍ତ ରହିବେ ଜେଲ ଭିତରେ , ଇଡିର ଦଲିଲ ଉପରେ ଶୁଣାଣିକୁ ହାଇକୋର୍ଟ କହିଲା….
ଓଡିଶା ଭାସ୍କର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପୁଣି ଝଟ୍କା ଲାଗିଛି । କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦିଆଯାଇଥିବା…
(Video) ୧ନଂ ହାଟରେ ଅଚାନକ ପହଞ୍ଚିଗଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ: ଚିଠା ମାଗିବାରୁ ଭୟରେ ଥରିଲେ ବ୍ୟବସାୟୀ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟ ଅଭିଯୋଗ ପ୍ରକୋଷ୍ଠ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ…
Organ Donate କରିବେ ରିତେଶ-ଜେନେଲିଆ…ମାନବିକତାର ଝଲକ ଦେଖାଇଲେ ବଲିଉଡର ହିଟ୍ ଯୋଡ଼ି
ଓଡ଼ିଶା ଭାସ୍କର: ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡି'ସୁଜାଙ୍କ ଯୋଡିଙ୍କୁ ସମସ୍ତେ ବହୁତ ପସନ୍ଦ କରନ୍ତି । ଏହି କପଲଙ୍କୁ ଲୋକମାନେ ବହୁତ ଭଲ ପାଇବା ଦେଇଥାନ୍ତି । ଉଭୟ ପ୍ରାୟତଃ ପରସ୍ପର ସମୟ ଅତିବାହିତ…
ଆଖି ସଂକ୍ରମଣ ସମସ୍ୟା ଭୋଗୁଛନ୍ତି କି ? ଜାଣନ୍ତୁ କାହିଁକି ହୋଇଥାଏ ଏହି ସମସ୍ୟା
ଓଡିଶା ଭାସ୍କର: ବର୍ଷାଦିନେ ଅନେକ ସମୟରେ ଥଣ୍ଡା, କାଶ ସହ ବିଶେଷ କରି ଆଖି ସଂକ୍ରମଣର ସମସ୍ୟା ହୋଇଥାଏ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ ଏହି ଆଖି ସଂକ୍ରମଣ ରୋଗ ଏତେ ବିପଜ୍ଜନକ ଯେ ଆପଣ ଠିକ୍ ସମୟରେ…
ଝିଅ ହେବ ତ ଏମିତି, ୱିମ୍ବଲଡନରେ କାନ୍ଦିଲେ ଏଲିନା ସ୍ୱିତୋଲିନା, ୟୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି ପରିବାର….
ଓଡିଶା ଭାସ୍କର: ୟୁକ୍ରେନର ସୁନ୍ଦରୀ ତଥା ସୁନା ଝିଅ ଏଲିନା ସ୍ୱିତୋଲିନା ଟେନିସର ସବୁଠୁ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନର କ୍ୱାଟରଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଛନ୍ତି । ଏହି ଦମଦାର ବିଜୟ ପରେ ବି…
ଜଏସ୍ୱାଲ ନା ଅଭିଷେକ… 3rd T20ରେ କିଏ ପାଇବେ ସୁଯୋଗ? ବଡ଼ ପରିବର୍ତ୍ତନ କରିପାରନ୍ତି ଶୁଭମନ
ନୂଆଦିଲ୍ଲୀ: ଆଜି ଜିମ୍ବାୱେ ବିପକ୍ଷରେ ସିରିଜର ତୃତୀୟ ଟି-୨୦ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ପୂର୍ବରୁ ଦଳରେ ସାମିଲ ହୋଇଛନ୍ତି ୩ ଜଣ ଷ୍ଟାର କ୍ରିକେଟର । ବାରବାଡୋସରେ ପସି ରହିଥିବା ଟିମ ଇଣ୍ଡିଆର ୩…
Bonus ରାଶି ନେବାକୁ ମନା କଲେ ଦ୍ରାବିଡ: BCCIର ଅଫର ଛାଡ଼ି ହୃଦୟ ଜିତିଲେ ଦ୍ରାବିଡ
ନୂଆଦିଲ୍ଲୀ: କୋଚ୍ ରାହୁଲ ଦ୍ରାବିଡଙ୍କ ଅଧୀନରେ ଭାରତ ଟି-୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି । ତେବେ ଏହାପରେ ଏହି ପଦରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଗୌତମ…
(Video) ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର କାହିଁକି ଖସି ପଡ଼ିଲେ, ଏବେ ଜଣାପଡ଼ିଲା କାରଣ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଚଳିତ ବର୍ଷ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ବଡ଼ ଠାକୁର ବଳଦେବ ତାଳଧ୍ୱଜ ରଥରୁ ଆଡ଼ପ ପହଣ୍ଡି ହେଉଥିବା ସମୟରେ ଅଚାନକ ତଳକୁ ଖସି…
ବଲିଉଡ ସୁନ୍ଦରୀଙ୍କୁ ବାହା ହେବେ କୁଳଦୀପ? ବିବାହକୁ ନେଇ ବଡ଼ ଖୁଲାସା କଲେ ‘ଚମ୍ପିଆନ୍’
ନୂଆଦିଲ୍ଲୀ: ଭାରତ ବିଶ୍ୱକପ ବିଜୟୀ ହେବା ପରେ ଏବେ ଆଉ ଏକ ବଡ଼ ଖୁସିଖବର ଦେବାକୁ ଯାଉଛନ୍ତି ଦଳର ଷ୍ଟାର ଖେଳାଳି । ‘ଚମ୍ପିଆନ୍’ ଦଳର ଚାଇନାମ୍ୟାନ୍ ବୋଲର କୁଳଦୀପ ଯାଦବ ଫ୍ୟାନ୍ସମାନଙ୍କ ପାଇଁ ଆଉ ଏକ ସରପ୍ରାଇଜ ଦେବାକୁ…