Browsing Category
ଖବର
ରୋହିତ-ବିରାଟଙ୍କ ଜର୍ସି ହେବ Retire! କ୍ରିକେଟ ବୋର୍ଡକୁ ଅନୁରୋଧ କଲେ ଷ୍ଟାର କ୍ରିକେଟର
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଫାଇନାଲରେ ବିଜୟୀ ହୋଇ ଦ୍ୱିତୀୟ ଥର ଏହି ଟାଇଟଲ ହାସଲ କରିଛି ଟିମ ଇଣ୍ଡିଆ । ତେବେ ବିଶ୍ୱବିଜେତା ହେବାର ପର ମୁହୂର୍ତ୍ତରେ ଟି-୨୦ କ୍ରିକେଟରୁ ବିଦାୟ ଘୋଷଣା କରିଛନ୍ତି ଅଧିନାୟକ ରୋହିତ…
ମମତା ବାନାର୍ଜୀଙ୍କ ବଡ଼ ଘୋଷଣା; ଦୀଘାରେ ହେଉଛି ପୁରୀ ଭଳି ଜଗନ୍ନାଥ ମନ୍ଦିର, ଆସନ୍ତା ବର୍ଷଠୁ ହେବ ରଥଯାତ୍ରା
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆସନ୍ତା ବର୍ଷଠାରୁ ଦୀଘାରେ ମଧ୍ୟ ରଥଯାତ୍ରା ପାଳନ କରାଯିବ। ଶୁକ୍ରବାର ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଜଗନ୍ନାଥ ମନ୍ଦିରର ଏକ ଭିଡିଓ ପୋଷ୍ଟ…
ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା; ‘ତାଲା ନଖୋଲିଲେ ଭଙ୍ଗାଯିବ’
ପୁରୀ: (ଓଡ଼ିଶା ଭାସ୍କର) ରତ୍ନଭଣ୍ଡାର ଖୋଲାଯିବା ନେଇ ବସିଥିବା ବୈଠକ ସମାପ୍ତ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିଥିଲା କମିଟିର ବୈଠକ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ୍ ବିଶ୍ୱନାଥ ରଥ । "କେବେ…
Video; ମାନିଲେନି ସରକାରଙ୍କ ନିୟମ, ପୋଲିସ ମାଡ଼ରେ ମହିଳା ହେଲେ ଗୁରୁତର
ନୟାଗଡ଼: ଅଭିଯୋଗକାରୀଙ୍କୁ ଦୁବ୍ୟବହାର କରିବା ଏବଂ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ପଦକ୍ଷେପ ନେଇଥିଲେ ନୟାଗଡ଼ ଏସ୍ପି ରାହୁଲ ଜୋନ୍ । ସଙ୍ଗେ ସଙ୍ଗେ ପହଞ୍ଚି ରାତାରାତି ୩ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ…
Video; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କୋଳରେ ବସି ଗେଲ କଲେ ଇଶାନ୍ କିଶନ୍; ଭିଡ଼ି ଧରି କହିଲେ- ଲଭ୍ ୟୁ…
ହାଇଦ୍ରାବାଦ: ଭାରତର ଟି-୨୦ ବିଶ୍ୱକପର ଚାମ୍ପିୟନ ହେବା ପରେ ଖେଳାଳିଙ୍କୁ ବହୁତ ପ୍ରଶଂସା ମିଳୁଛି । ବନ୍ଧୁ, ସମ୍ପର୍କୀୟ ଏବଂ ସାଥୀ ଖେଳାଳିମାନେ ନିଜ ଘରକୁ ଯାଇ ଚାମ୍ପିୟନଙ୍କୁ ଜଣାଉଛନ୍ତି ଅଭିନନ୍ଦନ । ଅଲରାଉଣ୍ଡର…
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆରମ୍ଭ; ଆସିପାରେ ଚୂଡ଼ାନ୍ତ ନିଷ୍ପତ୍ତି
ପୁରୀ: (ଓଡ଼ିଶା ଭାସ୍କର) ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆରମ୍ଭ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଆରମ୍ଭ ହୋଇଛି । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ବୈଠକ…
BREAKING…ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ; ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଯିବ ତିନି ରଥ
ପୁରୀ: (ଓଡ଼ିଶା ଭାସ୍କର) ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ନୀତି । ରଥଖଳାରେ ପ୍ରସ୍ତୁତ ୩ ରଥକୁ ବିଜେ ହେଲା ଆଜ୍ଞାମାଳ । ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଯିବ ତିନି ରଥ ।…
Video; ପରିବା ବିକୁଥିବା ବୁଢ଼ୀ ମା’ର ପଣତରେ ଥୋଇଦେଲେ କାର୍, ଚକ ଖୋଲି ନେଇଗଲେ ପୋଲିସ୍
ନୂଆଦିଲ୍ଲୀ: ସବୁଦିନ କିଛି ଘଟଣା, ଅଘଟଣର ଭିଡିଓ ସୋସିଆଲ ମାଡିଆରେ ଘୁରି ବୁଲୁଛି । ଆଜି ଆମେ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ ଯାହାକୁ ଆପଣ ବି ଦେଖିଲେ କହିବେ । ପୋଲିସ ବାବୁ ଯାହା କରିଛନ୍ତି ଠିକ୍ କରିଛନ୍ତି ।…
ହାଥରସ୍ ଦଳାଚକଟାକୁ ନେଇ ବାବା ସୁରଜପାଲଙ୍କ ପ୍ରଥମ ବୟାନ; ‘ଦୁଃଖିତ, କେହି ଷଡ଼ଯନ୍ତ୍ରକାରୀ…’
ନୂଆଦିଲ୍ଲୀ: ହାଥରସ୍ ଦଳାଚକଟାକୁ ନେଇ ବାବା ସୁରଜପାଲ କହିଛନ୍ତି ଯେ ସେ ଏହି ଘଟଣାକୁ ନେଇ ବହୁତ ଦୁଃଖିତ । ପ୍ରଶାସନ ଉପରେ ଲୋକଙ୍କ ଆସ୍ଥା ରହିବା ଦରକାର । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ବାବା କହିଛନ୍ତି ଯେ…
ସୁପରଷ୍ଟାର ୟଶଙ୍କ ‘KGF-3’କୁ ନେଇ ଆସିଲା ବଡ଼ ଅପଡେଟ୍; ପ୍ରଶଂସକଙ୍କ ମୁଣ୍ଡ ଗୋଲ୍
ମୁମ୍ୱାଇ: ଭାରତୀୟ ସିନେମାରେ ଏମିତି ଅନେକ ଫିଲ୍ମ ଅଛି ଯାହା ଦର୍ଶକଙ୍କୁ ବାନ୍ଧି ରଖିଥାଏ। ପ୍ରଶଂସକମାନେ ସେହିଭଳି ଚଳଚ୍ଚିତ୍ରକୁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ସେଭଳି ଗୋଟିଏ ଫିଲ୍ମ ହେଉଛି 'KGF', ଯାହାର…