Browsing Category
ଖବର
(Video) ଘରେ କେତେ କ୍ୟାସ୍ ରଖି ପାରିବେ? ଟଙ୍କା ରଖିବାକୁ ନେଇ ଆୟକର ବିଭାଗର କ’ଣ ରହିଛି ନିୟମ ?
ଓଡିଶା ଭାସ୍କର: ଏବେ ସମସ୍ତଙ୍କର ଫୋନରେ ଟଙ୍କା । କାରଣ ପୁରା ଦୁନିଆ ଏବେ ଡିଜିଟାଲ ମାର୍କେଟରେ ଚାଲିଛି । ଛୋଟ ଚକଲେଟ ଠାରୁ ଦାମୀ କାର, ସବୁ କିଛି କିଣିବା ବେଳେ ମୋବାଇଲ ଫୋନରୁ ହିଁ ପେମେଣ୍ଟ କରିପାରୁଛନ୍ତି ଗ୍ରାହକ…
(Video) କେଉଁ ବୟସରେ ବାପା-ମା’ ହେବା ଠିକ? ଦମ୍ପତି ଜାଣି ରଖନ୍ତୁ ଏହାର ଉତ୍ତର…
ଓଡିଶା ଭାସ୍କର: ବିବାହ ପରେ ବାପା ମା’ ହେବା ସବୁ ଦମ୍ପତ୍ତିଙ୍କ ଇଚ୍ଛା ଥାଏ । ହେଲେ ଆଜିକାଲି ଅଧିକାଂଶ ଦମ୍ପତି ବ୍ୟସ୍ତ ବହୁଳ ଜୀବନଯାପନ କରୁଛନ୍ତି । ତେଣୁ ବିବାହର ୪-୫ବର୍ଷ ପରେ ମଧ୍ୟ ପିଲା ଜନ୍ମ କରିବା କଥା…
କାହିଁକି ଏ ଧ୍ୟାନ? ୪୫ ଘଣ୍ଟାର ଧ୍ୟାନ, ୨୦୦୦ ପୋଲିସକର୍ମୀ… ବିବେକାନନ୍ଦ ରକ୍ ମେମୋରିଆଲରୁ କ’ଣ ଆସିବ ସନ୍ଦେଶ?
ନୂଆଦିଲ୍ଲୀ: ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟା ପାଇଁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି । ତାମିଲନାଡୁରେ ସତ୍ତାରୁଢ ଦ୍ରବିଡ ମୁନେତ୍ର…
ସୁନ୍ଦର ଘନ କେଶ ଚାହାଁନ୍ତି କି ? ଆପଣାନ୍ତୁ ଏହିସବୁ ଘରୋଇ ଉପାୟ, ମିଳିବ ବଢିଆ ରେଜଲ୍ଟ
ଓଡିଶା ଭାସ୍କର: ଆଜିକାଲି ସମସ୍ତେ ଘନ ଓ ସୁନ୍ଦର କେଶ ଲାଗି ବିଭିନ୍ନ ପ୍ରକାରର ପଦ୍ଧତି ଅବଲମ୍ବନ କରୁଛନ୍ତି । ବିଭିନ୍ନ କମ୍ପାନୀର ସାମ୍ପୁ ଓ ଅନ୍ୟାନ୍ୟ କେମିକାଲ ମିଶା ମାସ୍କ ବ୍ୟବହାର କରି କେଶକ ସୁନ୍ଦର କରିବାକୁ…
YouTube ରେ ଆସୁଛି ଦମଦାର ଫିଚର: ଭିଡିଓ ଦେଖିବା Game ଖେଳିପାରିବେ ୟୁଜର, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ବଦଳୁଛି ଯୁଗ, ବଦଳୁଛି ପସନ୍ଦ । ଆଉ ତା’ ସହିତ ଦିନକୁ ଦିନ ଡିଜିଟାଲ ହେଉଛି ସାରା ଦୁନିଆ । ସମୟ ସହ ତାଳ ଦେଇ ମଣିଷ ବି ଦିନକୁ ଦିନ ଅପଗ୍ରେଡ ହେବାରେ ଲାଗିଛି । ତେଣୁ ୟୁଜରଙ୍କ ଡିମାଣ୍ଡକୁ ନଜରରେ ରଖି…
ସାରିଦିଅନ୍ତୁ କାମ, ଜୁନ୍ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ: ଜାଣି ରଖନ୍ତୁ ଛୁଟି ତାଲିକା
ଓଡ଼ିଶା ଭାସ୍କର: ଜୁନ୍ ମାସ ପାଇଁ ବ୍ୟାଙ୍କ ଗୁଡ଼ିକର ଛୁଟି ତାଲିକା ଗୋଷଣା ହୋଇଯାଇଛି । ଏହି ମାସରେ ବିଭିନ୍ନ କାରଣରୁ ଦେଶର ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ । ତେଣୁ ଏହି ଦିନ ମାନଙ୍କରେ ବ୍ୟାଙ୍କ ସହ ସମ୍ବନ୍ଧିତ କୌଣସି କାମ…
IND vs PAK ମ୍ୟାଚ ଉପରେ ଆତଙ୍କୀ ଆକ୍ରମଣ! ବିଶ୍ୱକପ ପୂର୍ବରୁ ଧମକ ଦେଲା ISIS
ନୂଆଦିଲ୍ଲୀ: ଜୁନ୍ ୧ ତାରିଖରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ତେବେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ…
Breaking; ଆଜି କେରଳରେ ପାଦ ଥାପିବ ମୌସୂମୀ: ଖରା ତାତିରୁ ମିଳିବ ମୁକ୍ତି…
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହରୁ ଖୁବଶୀଘ୍ର ମିଳିବ ମୁକ୍ତି । ଆଜି କେରଳରେ ପହଞ୍ଚିବ ମୌସୂମୀ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୂମୀ ବାୟୁ ଆଜି କେରଳରେ ପାଦ ଥାପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ…
ଆଜି ସରିବ ପ୍ରଚାରପର୍ବ: ‘Climax Date’ରେ ଓଡ଼ିଶାରେ ହେବ ତ୍ରିମୁଖୀ ମହାଲଢେଇ
ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନର ସମୟ ଆସିଯାଇଛି । ଆଉ ୨ଟା ଦିନ ପରେ ଅନ୍ତିମ ପର୍ଯ୍ୟାୟରେ ଭୋଟ ଦେବେ ଜନତା ଜନାର୍ଦ୍ଦନ । ଏହାପରେ ୪ ତାରିଖ ହେବ ଭୋଟଗଣତି । ତେବେ ଏହାପୂର୍ବରୁ ଆଜି ନିର୍ବାଚନ…
(Video) ପୁରା ଫିଲ୍ମ ଷ୍ଟାଇଲ ଗାଡ଼ି ଚଲା! ଦେଖନ୍ତୁ ସ୍ପିଡ୍ ବାଇକ ଉପରେ ଠିଆ ହୋଇ କିପରି ଚଳନ୍ତା ବସକୁ ଓଭରଟେକ୍ କଲା ଏହି ଯୁବକ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଫେମସ ହେବା ଲାଗି ଲୋକେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ-ଭିଡିଓ କରୁଛନ୍ତି । ଫଲୋର୍ସ ଭିୟ୍ୟୁ ବଢାଇବା ଲାଗି ଲୋକେ କାର ଏବଂ ବାଇକରେ ଷ୍ଟଣ୍ଟ ମାରିବା ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ…