Browsing Category

ଖବର

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି; ଭିଡିଓ ବାର୍ତ୍ତା ଜରିଆରେ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେଡି, ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏକ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କହିଲେ, "୨୪ ବର୍ଷରେ ବିଜେଡି ସରକାର…

(Video) ସଇତାନ ସଜାଇଲା ଅନଲାଇନ ଜୁଆ ଖେଳ; କାର ଭିତରେ ଚାଲିଗଲେ ପୁରା ପରିବାର…

ଝାରସୁଗୁଡ଼ା: କାର ଭିତରେ କେମିତି ହୋଇଥିଲା ବାପା ମା’ ଓ ୧୨ ବର୍ଷ ଝିଅ ମୃତ୍ୟୁ ଏବେ ସାମ୍ନାକୁ ଆସିଲା ଘଟଣାର ସତ । ଆଉ ଏ ଘଟଣା ଶୁଣିଲେ ଆପଣଙ୍କ ଲୋମମୂଳ ଠାଙ୍କୁରୀ ଉଠିବ । ୪ଲକ୍ଷ ୨୦ ହଜାର ଟଙ୍କା ପାଇଁ ଏହି କଳା…

ଆନ୍ଧ୍ରପ୍ରଦେଶ; କାହା ପକ୍ଷରେ ଅଛନ୍ତି ଅଲ୍ଲୁ ଅର୍ଜୁନ? ପବନ କଲ୍ୟାଣଙ୍କ ରାଜନୀତିକୁ ନେଇ ବଡ଼ ବୟାନ…

ଅମରାବତୀ: ଏଥର ମଧ୍ୟ ଆନ୍ଧ୍ରପ୍ରଦେଶର ରାଜନୈତିକ ଅସ୍ଥିରତା ଭିତରେ ଫିଲ୍ମ ଷ୍ଟାରଙ୍କ ରୋଚକତା ବଢିଥିବା ଦେଖିବାକୁ ମିଳୁଛି। ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣଙ୍କ ପ୍ରବେଶ ପରେ ଆନ୍ଧ୍ରର ରାଜନୈତିକ…

କୃଷ୍ଣପ୍ରସାଦରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ; “ଭୁବନେଶ୍ବରରେ ହେବ ୬ଲେନ୍‌ ବିଶିଷ୍ଟ ରିଂ ରୋଡ୍‌”

ପୁରୀ: କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । "ଭୁବନେଶ୍ବରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍‌ । ରିଂ ରୋଡ୍‌ ୬ ଲେନ୍‌ ବିଶିଷ୍ଟ ହେବ, ଖର୍ଚ୍ଚ ହେବ ୬୫୦୦ କୋଟି ।…

BREAKING…ତାମିଲନାଡୁରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଳିଗଲେ ୧୨ ଜଣ ଶ୍ରମିକ

ଚେନ୍ନାଇ: ତାମିଲନାଡୁରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡୁର ଶିବକାସୀ ନିକଟରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ପିଟିଆଇ ରିପୋର୍ଟ ଅନୁଯାୟୀ, ଏହି…

‘ନିର୍ବାଚନ ପ୍ରଚାର ମୌଳିକ ଅଧିକାର ନୁହେଁ’, ସୁପ୍ରିମ୍ କୋର୍ଟରେ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନକୁ ବିରୋଧ କଲା ED

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ସୁପ୍ରିମ୍ କୋର୍ଟଙ୍କୁ କହିଛି ଯେ ପ୍ରଚାର ଏକ ମୌଳିକ ଅଧିକାର ନୁହେଁ। ଏହାକୁ…

ଏଥର ବାରବାଟୀ- କଟକରେ ବାଜି କାହାର?; ନିଜ ନିଜ ଷ୍ଟାଇଲରେ ପ୍ରଚାର ଚଳାଇଛନ୍ତି ତିନି ପ୍ରମୁଖ ଦଳ

କଟକ: (ଓଡ଼ିଶା ଭାସ୍କର) କାହାର ହେବ ବାରବାଟୀ- କଟକ । ବାରବାଟୀ-କଟକ ଆସନରେ ନିର୍ବାଚନୀ ପ୍ରଚାର ଜୋରଜୋର ଓ ତୀବ୍ର ହେବାରେ ଲାଗିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ଷ୍ଟାଇଲରେ ପ୍ରଚାର ଚଳାଇଛନ୍ତି ।…

ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର, ଜାଣନ୍ତୁ କ’ଣ ମିଳିବ ଫାଇଦା

ଓଡ଼ିଶା ଭାସ୍କର: ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍‌ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍‌୨୪ ସିରିଜ୍ ଫୋନ୍‌ରେ ଆସିଥିଲା ଓ…

ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ଯୁବକଙ୍କୁ ସାମିଲ କରାଇବା ଅଭିଯୋଗରେ ୪ଜଣଙ୍କୁ ଗିରଫ କଲା CBI

ନୂଆଦିଲ୍ଲୀ: ଭାରତୀୟ ଯୁବକଙ୍କୁ ଭଲ ଚାକିରି ଦେଇ ରୁଷିଆ ସେନାରେ ଯୋଗ ଦେବାକୁ ପ୍ରଲୋଭନ ଦେଖାଇଥିବା ମାନବ ଚାଲାଣ ଗ୍ୟାଙ୍ଗ ସହ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ୪ ଜଣଙ୍କୁ ଗିରଫ କରିଛି। ସିବିଆଇ ଏକ ବିବୃତିରେ କହିଛି…

PlayOffs ଆଡ଼କୁ ଆଉ ଏକ ପାଦ ବଢାଇଲା ହାଇଦ୍ରାବାଦ: ସୁପର ଜିଆଣ୍ଟସ ବିପକ୍ଷରେ ବିଶାଳ ବିଜୟ

ନୂଆଦିଲ୍ଲୀ: ଲକ୍ଷେ୍ନø ସୁପର ଜିଆଣ୍ଟସ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । କୌଣସି ୱିକେଟ ନ ହରାଇ ସୁପର ଜିଆଣ୍ଟସର ଟାର୍ଗେଟକୁ ସହଜରେ ହାସଲ କରିବାରେ ସଫଳ ହୋଇଛନ୍ତି ହାଇଦ୍ରାବାଦର ଓପନର ।…