Browsing Category
ଖବର
ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ
ପୁରୀ: ଆରମ୍ଭ ହେଲା ସୁଦର୍ଶନଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ଆସୁଛନ୍ତି ସୁଦର୍ଶନ । ଦର୍ପଦଳନ ରଥରେ ବିରାଜମାନ କରିବେ । ଘଣ୍ଟଘଣ୍ଟାରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ ।
ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ହେଇଛି ।…
IIT ଦିଲ୍ଲୀ ବନେଇଲା ନୂଆ AI ମଡେଲ.. ଏଣିକି ଝଡ଼ବାତ୍ୟାରେ ଆଉ ଯିବନି ଜୀବନ, 18 ଦିନ ପୂର୍ବରୁ ହିଁ ଜଣାପଡ଼ିବ ପାଣିପାଗ
ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ପୂର୍ବାନୁମାନର 8 ଦିନ ପୂର୍ବରୁ କେରଳରେ ପହଞ୍ଚିଥିଲା । ଯେତେବେଳେ ଦିଲ୍ଲୀରେ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଥିଲେ ମଧ୍ୟ ବର୍ଷା ହୋଇନଥିଲା। ସେହି ସମୟରେ, ହିମାଚଳ ପ୍ରଦେଶର କୁଲ୍ଲୁ…
କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର, ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ
ପୁରୀ: କଡ଼ା ସୁରକ୍ଷାବଳୟରେ ଶ୍ରୀକ୍ଷେତ୍ର । AI ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି 275 AI କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ ।
ପୁରୀ-କୋଣାର୍କ ରୋଡ଼ରେ ସୁରକ୍ଷା ବ୍ୟବସ୍ଥା…
ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ
ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । X ରେ…
ଖାଦ୍ୟ ପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ଆକ୍ରମଣ କଲା ଇସ୍ରାଏଲ, 18ଜଣଙ୍କ ମୃତ୍ୟୁ
gaza-conflict-israel-attacks-
ଏୟାର ଇଣ୍ଡିଆ ବିମାନରେ ବୋମା ! କ୍ରୁ ମେମ୍ବରଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି, ଜାଣନ୍ତୁ ପରେ କଣ ହେଲା…
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଏୟାର ଇଣ୍ଡିଆ ବିମାନଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ଅନେକ ବିମାନକୁ ବାତିଲ କରାଯାଉଥବା ବେଳେ କିଛି ବିମାନକୁ ମଝି ଆକାଶରୁ ଫେରାଇ ଦିଆଯାଉଛି । ଏବେ ପୁଣି ଏୟାର ଇଣ୍ଡିଆ…
ପଞ୍ଜାବର ବଟାଲାରେ ଡବଲ୍ ମର୍ଡର, ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆର ମାଆକୁ ଗୁଳି ମାରି ହତ୍ୟା
ନୂଆଦିଲ୍ଲୀ: ପଞ୍ଜାବର ବଟାଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ କାଡିଆନ୍ ରୋଡ୍ରେ ଦୁର୍ବୃତ୍ତମାନେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
ଗ୍ୟାଙ୍ଗଷ୍ଟର ଜଗ୍ଗୁ ଭଗବାନପୁରିଆଙ୍କ ମାଆ…
ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ, ବୟସ୍କ-ରୋଗାକ୍ରାନ୍ତ ବ୍ୟକ୍ତି ରଥଯାତ୍ରାକୁ ଯାଆନ୍ତୁନି
ଭୁବନେଶ୍ବର: ଆଜି ପବିତ୍ର ଘୋଷ ଯାତ୍ରା । ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଜମିଛି । ତେବେ ଏହାରି ଭିତରେ ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି ।
ରୋଗାକ୍ରାନ୍ତ…
ମେଥି ଦାନା ପାଣି ପିଇଲେ ମିଳିବ ଗଜବ ଫାଇଦା, ଜାଣନ୍ତୁ ପିଇବାର ସଠିକ ଉପାୟ…
ଓଡ଼ିଶା ଭାସ୍କର: ସୁସ୍ଥ ରହିବାକୁ ସମସ୍ତେ ଚାହଁନ୍ତି । ତେବେ ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ସ୍ୱାସ୍ଥ୍ୟ ମଣିଷ ଶରୀରକୁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ମିନେରାଲ୍ସ ଆବଶ୍ୟକ ହୋଇଥାଏ । ଯାହା…
ପରିସ୍ରା-ମଳରେ ଭିଜା ପୋଷାକ, ବୃଦ୍ଧଙ୍କୁ କୋଠରୀରେ ବନ୍ଦ…ବୃଦ୍ଧାଶ୍ରମର ଚିତ୍ର ଦେଖିଲେ ଥରି ଉଠିବ ଛାତି
ନୂଆଦିଲ୍ଲୀ: ନୋଏଡାର ସେକ୍ଟର-୫୫ ବୃଦ୍ଧାଶ୍ରମର ଅବସ୍ଥା ଏପରି ଯେ ଏହାକୁ ଦେଖିବା ପରେ ଯେକୌଣସି ବ୍ୟକ୍ତିଙ୍କ ଆତ୍ମା ଥରି ଉଠିବ । ଜନ୍ମକଲା ଛୁଆମାନେ ବୃଦ୍ଧାମାନଙ୍କୁ ଏଠାରେ ଛାଡି ଚାଲିଯାଇଥିଲେ । ପ୍ରିୟଜନଙ୍କଠାରୁ…