Browsing Category

ଖବର

ବାହାଘରକୁ ଆସିଲେ ଭୋଜି ଖାଇଲେ, ଅତିଥି ବେଶରେ ଟଙ୍କା ସହ ସୁନା ଲୁଟ୍ କରିନେଲେ

ଭୁବନେଶ୍ୱର: ଅତିଥି ବେଶରେ ଆସିଲେ ଟଙ୍କା, ସୁନା ଗହଣା ଧରି ଚମ୍ପଟ ମାରିଲେ। ନୂଆ ଫଣ୍ଡା ଆପଣାଇଛନ୍ତି ଲୁଟେରା। ଭିଡ଼ ସ୍ଥାନ ବା ବାହାଘର, ବ୍ରତଘର ଉପରେ ଚୋରଙ୍କ ନଜର। ଭିଡ଼ ସ୍ଥାନ ଦେଖି ପଶୁଛନ୍ତି। ଆଉ ସମୟ…

(video)ରାସ୍ତାରେ ବୁଲୁଛି ୧୮୦୦ କୋଟିର ମାଲିକ ‘ଆଦିବ ମାନବ’, ଭିଡିଓ ଭାଇରାଲ

 ମୁମ୍ୱାଇ: ୧୮00 କୋଟିର ମାଲିକ ସେ ପୁଣି ଜଣେ ଆଦିବ ମାନବ। ଏ କଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ। ଜଣେ ଆଦିବ ମାନବ ପାଖରେ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆସିଲା ସେ ପ୍ରଶ୍ନ ବି ମନରେ ଉଙ୍କି…

ଖଣ୍ଡଗିରିରେ ଶୁଭିଲାଣି ସାଧୁସନ୍ଥଙ୍କ ମନ୍ତ୍ର ଧ୍ୱନି, ଜମିଲାଣି ଦୋକାନ ବଜାରର ଆସର

ଭୁବନେଶ୍ୱର: ରାତି ପାହିଲେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ଆରମ୍ଭ ହେବ କୁମ୍ଭମେଳା। ଯାହାକି ଖଣ୍ଡଗିରି ମେଳା ନାମରେ ପରିଚିତ। ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୪ ତାରିଖରୁ ଖଣ୍ଡଗିରି ମେଳା ପାଇଁ ଲାଗିବ…

ରେକର୍ଡ ଭାଙ୍ଗିଲା ଫେବୃଆରୀ ତାତି, ଡରାଇଲାଣି ମାଘ ଖରା

ଭୁବନେଶ୍ୱର: କଥାରେ ଅଛି ମାଘ ମାସରେ ବାଘ ପରି ଶୀତ। ହେଲେ ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି। ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି। ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬…

କେବେ ଖୋଲିବ ବଦ୍ରିନାଥ ମନ୍ଦିର ? ଘୋଷଣା ହେଲା ତାରିଖ, ଏହି ଦିନ ଠାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ନୂଆଦିଲ୍ଲୀ: ବସନ୍ତ ପଞ୍ଚମୀରେ ତେହରି ରାଜ ଦରବାର ନରେନ୍ଦ୍ରନଗରରେ ଗଣେଶ ପୂଜା ସହିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି । ଶୁଭ ସମୟ ଅନୁସାରେ, ମେ 4 ତାରିଖ ସକାଳ ୬ଟାରେ…

ପାର୍ଟନରଙ୍କୁ ଏମିତି କୁହନ୍ତୁ Sorry, ସମ୍ପର୍କରେ ଫେରିଆସିବ ମଧୁରତା

ଓଡ଼ିଶା ଭାସ୍କର: ଅଢ଼େଇ ଅକ୍ଷର ଶବ୍ଦ ପ୍ରେମ । ପ୍ରେମ ଏକ ଶାଶ୍ୱତ ଅନୁଭବ । ଦୁଇଟି ମନର ନିଆରା ବନ୍ଧନ । ପ୍ରେମ ବିନା ଜୀବନର କିଛି ମାନେ ନାହିଁ । ପ୍ରେମରେ ରାଗ, ରୁଷା, ମାନ, ଅଭିମାନ, ରହିବା ସ୍ୱାଭାବିକ । ଆଉ…

ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି, ସତର୍କ ରୁହନ୍ତୁ, ଏହି ବ୍ୟାଗ ଫାଟିଯାଉଛି

ଲଣ୍ଡନ: ଆପଣ ହଟ୍ ଓ୍ୱାଟର ବ୍ୟାଗ ବ୍ୟବହାର କରୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ଏହା ଆପଣଙ୍କ ପାଇଁ ଆତ୍ମଘାତୀ ହୋଇପାରେ। ନିକଟରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ସମସ୍ୟା ଦେଖିବାକୁ ମିଳିଛି। ହଟ୍ ଓ୍ୱାଟର…

ହାଇୱା ଧକ୍କାରେ ସ୍କୁଟି ଆରୋହୀ ମୃତ, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଭୁବନେଶ୍ୱର: ସରସ୍ୱତୀ ପୂଜା ଦିନ ବଡ଼ ଅଘଟଣ । ଜଣେ ସ୍କୁଟି ଆରୋହୀ ଯୁବକଙ୍କୁ ଚାପିଦେଲା ହାଇୱା। ଘଟଣାସ୍ଥଳରେ ଜୀବନ ହାରିଲେ ସମ୍ପୃକ୍ତ ଯୁବକ। ବାଲିଅନ୍ତା ଜୟଦେବ ପୀଠ ନିକଟରେ ଦେଖିବାକୁ ମିଳିଛି ମର୍ମନ୍ତୁଦ ସଡ଼କ…

ଏହି ବୟସର ପିଲାଙ୍କୁ ହଲ୍ ମନା, ନିୟମ ମାନି ଯିବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ତାମିଲନାଡୁ: ଏଣିକି ଫିଲ୍ମ ହେଲେ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ। ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଏହି ବୟସର ପିଲା ଯାଇପାରିବେନି ଫିଲ୍ମ ହଲ୍। ହଲ୍ ଯିବାକୁ ହେଲେ ମାନିବାକୁ ପଡିବ ଏହିସବୁ ନିୟମ।…

ଝିଅ କଲା ପ୍ରେମ ବିବାହ, ଶବ ଛୁଇଁଲେନି ଜାତି ଭାଇ… କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବାର

ବଲାଙ୍ଗିର: ଝିଅର ପ୍ରେମ ବିବାହ ପରିବାର ପାଇଁ ସାଜିଲା କାଳ । ଶବ ଛୁଇଁଲେନି ସମାଜ ଲୋକେ । ଏପଟେ ସ୍ୱାମୀକୁ ହରାଇବା ଦୁଃଖରେ ସ୍ତ୍ରୀର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ । ଏମିତି ଏକ ଅଭାବନୀୟ ଘଟଣା…