Browsing Category

ଖବର

ଦକ୍ଷିଣ ଅଫ୍ରିକାର ବଡ଼ ଅଘଟଣ; ସୁନା ଖଣିରେ ଫସିଥିବା ୧୦୦ ଶ୍ରମିକ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ବେଆଇନ ଖଣିରେ ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ବହୁ ମାସ ଧରି ଭୋକ ଏବଂ ଶୋଷ ସହିତ ସଂଘର୍ଷ କରୁଥିଲେ । ଦକ୍ଷିଣ…

ପବିତ୍ର ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କଲେ

ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପବିତ୍ର ମକର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦେଉ ବୋଲି…

Video: ମମତା ଚକ୍ଷୁରେ ସବୁ ଦେଖି ପାରୁଥିବା ଅନ୍ଧୁଣୀ ମା’, ପିଲା କୁକୁରକୁ ପିଆଉଛନ୍ତି କ୍ଷୀର

ନୂଆଦିଲ୍ଲୀ: ଆଜିର ଦୁନିଆରେ ଯେଉଁଠି ନାରୀ ନିଜ ସ୍ୱାର୍ଥ ପାଇଁ ଜନ୍ମ କରିଥିବା ପିଲାକୁ ବି ଛାଡ଼ି ଦେଉଛି। ସେଠି ଏ ଅନ୍ଧୁଣୀ ମା'ର ମାତୃତ୍ୱକୁ ଥରୁଟିଏ ଦେଖନ୍ତୁ। ଆଖି ନଥାଇ ବି ସେ ଶ୍ରେଷ୍ଠ ମା'। ବିନା ଆଖିରେ ବି…

ଧାର୍ମିକ ସହରରେ ହେବ ମଦ ବ୍ୟାନ୍, ଖୁବ୍‌ଶୀଘ୍ର ଏନେଇ ହେବ ଘୋଷଣା!

ଭୋପାଳ: ମଧ୍ୟପ୍ରଦେଶରେ ମଦ ନିଷେଧକୁ ନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ବିଜେପି ସରକାର। ଏନେଇ ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ସୂଚନା ଦେଇଛନ୍ତି। ଏନେଇ ସେ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ରାଜ୍ୟର…

୪ ଛୁଆ ଜନ୍ମ କଲେ ମିଳିବ ୧ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହି ଯୋଜନା?

ଭୋପାଳ: ମଧ୍ୟପ୍ରଦେଶରୁ ଆସିଛି ଏକ ଅଜବ ଖବର। ୪ ପିଲା ଜନ୍ମଦେଲେ ମିଳିବ ଲକ୍ଷେ ଟଙ୍କା। ଏପରି ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପର୍ଶୁରାମ କଲ୍ୟାଣ ବୋର୍ଡ ୪ଟି ସନ୍ତାନ ଜନ୍ମ ଦେଇଥିବା ବ୍ରାହ୍ମଣ…

କିପରି ଅଛନ୍ତି ଟିକୁ ତଲସାନିଆ? ହେଲ୍ଥ ଅପଡେଟ୍ ଦେଲେ ତାଙ୍କ ଝିଅ ଶିଖା

ମୁମ୍ବାଇ: ଶନିବାର ଜଣାଶୁଣା ଅଭିନେତା ଟିକୁ ତଲସାନିଆଙ୍କୁ ହୃଦଘାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପରେ ତାଙ୍କ ପତ୍ନୀ ଦୀପ୍ତି ତଲସାନିଆ ପ୍ରକାଶ କରିଥିଲେ ଯେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଟିକୁ…

୧ କୋଟି ବୃଦ୍ଧି ପାଇଲା ଧନୁଯାତ୍ରା ଅନୁଦାନ, କଂସ ଦରବାରରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଅନୁଦାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି । ବରଗଡ଼ ଧନୁଯାତ୍ରାରେ ସାମିଲ ହୋଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଏହି ରାଶି ୧୦ ଲକ୍ଷ…

ଅଟୋରେ ଫେରୁଥିଲେ, ପଛପଟୁ ପିଟିଲା ପିକନିକ୍ ବସ୍, ୩ ଆହତ

ବାଙ୍କୀ: ବାରଙ୍ଗ ଥାନା ପାଟପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ପିକନିକ୍ ବସ୍ ଅଟୋକୁ ପଛପଟୁ ଧକ୍କା ଦେଇଛି । ଫଳରେ ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାକୁ ନେଇ ଉତ୍ତେଜନା:…

ମୁଁ ଭିନ୍ନକ୍ଷମ ନୁହେଁ ମୁଁ ସକ୍ଷମ…କୁରକୁରେ, ଚିପ୍ସ ବିକ୍ରି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରବିନ୍ଦ୍ର

ଯାଜପୁର: ହ୍ୱିଲ୍ ଚେୟାରରେ ବସି ବି ସେ ଆଜି ଆତ୍ମନିର୍ଭର । ତାଙ୍କ ଇଚ୍ଛା ଶକ୍ତି ଓ ମନୋବଳ ସାମ୍ନାରେ ହାର ମାନିଛି ଭିନ୍ନକ୍ଷମତା । ହ୍ୱିଲ୍ ଚେୟାରରେ କୁରକୁରେ, ଚିପ୍ସ ବିକ୍ରି କରି ଘର ଚଳାଉଛନ୍ତି । ଏଭଳି ଏକ…

ମାଲକାନଗିରି ପୋଲିସକୁ ବଡ଼ ସଫଳତା, SLR ସହ ୫୨ଟି ଅଫୁଟା ଗୁଳି ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଜିନେଲଡ଼ା ଠାରେ ମାଓବାଦୀମାନେ ବିସ୍ପୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ କୋଣସି ଯୋଜନା କରୁଥିବାର ସୂଚନା…