Browsing Category
ଖବର
ସରକାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ
ଘାନା: ପୁଣି ଏକ ବଡ଼ ଦୁର୍ଘଟଣା। ଘାନାରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ନେଇ ସୂଚନା ମିଳିଛି। ଏହି ହେଲିକପ୍ଟର ଦୁର୍ଘଟଣାରେ ଘାନାର ପ୍ରତିରକ୍ଷା ଏବଂ ପରିବେଶ ମନ୍ତ୍ରୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି।
ସେନା…
ରେପ୍ ପରେ ନ୍ୟାୟ ବଦଳରେ ନାବାଳିକାକୁ ଅଭିଯୁକ୍ତର ଘରକୁ ପଠାଇଦେଲେ, ପୁଣି କଲେ ଦୁଷ୍କର୍ମ
ମଧ୍ୟପ୍ରଦେଶ: ତଦନ୍ତରେ ଘୋର ଅବହେଳା। ପ୍ରଥମେ ନାବାଳିକାକୁ କରାଗଲା ଦୁଷ୍କର୍ମ। ଆଉ ଯେତେବେଳେ ମାମଲା ଶିଶୁ କଲ୍ୟାଣ କମିଟି ପାଖରେ ପହଞ୍ଚିଲା, ଘଟଣାରେ ପିଡୀତାକୁ ନ୍ୟାୟ ଦେବା ବଦଳରେ ପୁଣିଥରେ ଦୁଷ୍କର୍ମକାରୀର ଘରକୁ…
ପୃଥିବୀର ମାନଚିତ୍ରରୁ ଲିଭିଯିବ 130ଟି ସହର; ନା ସମୂଦ୍ର ଗିଳିବ, ନା ସୂର୍ଯ୍ୟ ପୋଡ଼ିବ, ମଣିଷ ନିଜେ କରିବ ପରିତ୍ୟାଗ, ଭାରତର ଏହି ସ୍ଥନ ବି…
ନୂଆଦିଲ୍ଲୀ: ପୃଥିବୀର ୭୦ ପ୍ରତିଶତ ଜଳ ଦ୍ୱାରା ଘେରି ରହିଛି ଏବଂ ଏହି ପାଣି ଏବେ ବିଶ୍ୱର ଅନେକ ସହରର ଅସ୍ତିତ୍ୱ ପାଇଁ ବିପଦ ପାଲଟିଛି। ସମୁଦ୍ର ସ୍ତର ବୃଦ୍ଧି, ଗ୍ଲୋବାଲ ୱାର୍ମିଙ୍ଗ ଏବଂ ମାଟି ଧସିଯିବା ଯୋଗୁଁ ଆଗାମୀ…
କେନ୍ଦ୍ରାପଡ଼ା ଛାତ୍ରୀ ଜୀବନ୍ତ ଜଳିଯିବା ଘଟଣା, ଫ୍ରିଜରେ ରହିଲା ମୃତଦେହ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା। କେନ୍ଦ୍ରାପଡ଼ା ପୁରୁଣା ମେଡିକାଲରେ ପହଞ୍ଚିଲା ମୃତଦେହ। ଫ୍ରିଜରେ ରଖାଗଲା ଛାତ୍ରୀଙ୍କ ମରଶରୀର। ଆସନ୍ତାକାଲି ହେବ ମୃତ ଛାତ୍ରୀଙ୍କ…
ପୁଣି ଭାରତ ଉପରେ ୨୫% ଶୁଳ୍କ ବୃଦ୍ଧି କଲେ ଟ୍ରମ୍ପ, ଭାରତ ଉପରେ ଲାଗିଲା ମୋଟ୍ ୫୦% ଶୁଳ୍କ
ନୂଆଦିଲ୍ଲୀ: ପୁଣି ଭାରତ ଉପରେ ରାଗ ଝାଡ଼ିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲଗାଇଲେ ଅତିରିକ୍ତ ଶୁଳ୍କ। ପୂର୍ବରୁ ଭାରତ ଉପରେ ଟ୍ରମ୍ପ ୨୫% ଟାରିଫ୍ ବା ଶୁଳ୍କ ଲଗାଇଥିବା ବେଳେ ଏବେ ସେଥିରେ ପୁଣି ବୃଦ୍ଧି…
ପୁଣି ମୁହାଁମୁହିଁ ହେବେ ଗିଲ୍-ଷ୍ଟୋକ୍ସ, କିଏ ପାଇବ ICC ଆଓ୍ୱାର୍ଡ !
ନୂଆଦିଲ୍ଲୀ: ପୁଣି ମୁହାଁ ମୁହିଁ ହେବେ ଶୁଭମନ ଗିଲ୍ ଏବଂ ବେନ ଷ୍ଟୋକ୍ସ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପରେ ଏବେ ଏହିଠାରେ ପୁଣିଥରେ ଦୁଇ ଖେଳାଳିଙ୍କୁ ଆମ୍ନା ସାମ୍ନା ହେବାର ଦେଖିବାକୁ ମିଳିବ।
ଯଦି…
ଶୁଳ୍କ ଯୁଦ୍ଧ ମଧ୍ୟରେ ହଠାତ୍ ନିଜର ଉତ୍ତରାଧିକାରୀ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ!
ୱାଶିଂଟନ: ସାରା ବିଶ୍ୱରେ ଶୁଳ୍କ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ୬ ମାସ ମଧ୍ୟରେ ନିଜ ଉତ୍ତରାଧିକାରୀଙ୍କୁ ଘୋଷଣା କରି ହଇଚଇ ସୃଷ୍ଟି କରିଛନ୍ତି।
ଟ୍ରମ୍ପ…
ରାକ୍ଷସ ଭଳି ଦାନ୍ତ, ମୋତି ଭଳି ଆଖି, ୩୦୦୦ ମିଟର ଗଭୀର ସମୁଦ୍ରରେ ରୁହେ ଏହି ଭୟାନକ ପ୍ରାଣୀ
ଓଡ଼ିଶାଭାସ୍କର: ରାକ୍ଷସ ଭଳି ଦାନ୍ତ ଆଉ ମୋତି ପରି ବଡ଼ ବଡ଼ ଧଳା ଧଳା ଆଖି । ଦେଖିଲେ ଡ଼ର ଲାଗୁଛି। ଆଉ ଏହି ଭୟଙ୍କର ବିରଳ ପ୍ରାଣୀର ଭିଡ଼ିଓ ଏବେ ଇଣ୍ଟରନେଟରେ ଭାଇରାଲ୍ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ମେରୁଦଣ୍ଡ…
ଓଡ଼ିଶାରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର, ବେଖାତିର କଲେ ଦିନକୁ ୫୦୦ ଟଙ୍କା ଫାଇନ୍
ଭୁବନେଶ୍ୱର: ଓଡ଼ିଆରେ ବାଧ୍ୟତାମୂଳକ ହେଲା ନାମ ଫଳକ। ଯେକୌଣସି ଛୋଟ ହେଉ କି ବଡ଼ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନେମ୍ ପ୍ଲେଟ୍ ବାଧ୍ୟତାମୂଳକ କଲେ ସରକାର।
ଓଡିଆରେ ନାମଫଳକ ନଲେଖିଲେ ଦେବାକୁ…
କ୍ୟାମେରା ସାମ୍ନାରେ ଅଭିନେତ୍ରୀଙ୍କୁ ନିର୍ଧୁମ ପିଟିଲେ ଅଭିନେତା, ପ୍ରତିକ୍ରିୟା ରଖିଲେ ହିରୋଇନ୍
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଘବ ଜୁୟାଲ ଏବଂ ଅଭିନେତ୍ରୀ ସାକ୍ଷୀ ମଲିକଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡିଓରେ ରାଘବ ସାକ୍ଷୀଙ୍କୁ ଜୋରଦାର ଚାପୁଡା ମାରୁଛନ୍ତି ଏବଂ ବୋହୁତ ଜୋରେ ରାଗି ଯାଇ ତାଙ୍କୁ ଗାଳି…