
Browsing Category
ଖବର
ଯୁବତୀଙ୍କୁ ଦୁଷ୍କର୍ମ କଲେ, ପରେ ଦେହରେ ନିଆଁ ଲଗେଇ ଅତି ନିର୍ମମ ଭାବେ ଜାଳି ମାରିଦେଲେ ଦୁଷ୍କର୍ମକାରୀ !
ତାଳଚେର: ତାଳଚେର ଅଞ୍ଚଳରେ ଚାଞ୍ଚଲ୍ୟ। ନିଖୋଜ ଯୁବତୀଙ୍କୁ ଦୁଷ୍କର୍ମ ପରେ ଦେହରେ ନିଆଁ ଲଗାଇ ଜାଳିଦେଲେ ଦୁଷ୍କର୍ମକାରୀ। ଗତ ୨୬ ତାରିଖରୁ ନିଖୋଜ ଥିଲେ। ହେଲେ ଆଜି ଯୁବତୀଙ୍କ ଗଳିତ ମୃତଦେହ ବିଲରୁ ଉଦ୍ଧାର ହେଲା।…
ପାଠ ପଢ଼ିବା ବୟସରେ, ୧୬ ବର୍ଷର ବାଳକ ବନିଗଲେ କୋଟିପତି
ନୂଆଦିଲ୍ଲୀ: ବଡ଼ ହୋଇ ଦିନେ ସଫଳତାର ଶୀର୍ଷକୁ ଛୁଇଁବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱପ୍ନ ହୋଇଥାଏ। ସେଥିପାଇଁ ପ୍ରାୟ ଲୋକ ଛୋଟବେଳୁ ଅନେକ ପରିଶ୍ରମ କରିଥାନ୍ତି। ଏଥିପାଇଁ ଜଣେ ପୁରୁଷ ପିଲାଦିନରୁ କଠିନ ପରିଶ୍ରମ କରେ।…
ସାପ କାମୁଡାରେ ୧୦ ବର୍ଷ ଶିଶୁକନ୍ୟାର ମୃତ୍ୟୁ, ମା’ ଓ ଶିଶୁପୁତ୍ର ଗୁରୁତର
କେନ୍ଦୁଝର: ମା'- ଏବଂ ୧୦ ବର୍ଷ ଶିଶୁକନ୍ୟାକୁ କାମୁଡିଲା ସାପ। ଘରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ିଲା ପାହାଡ଼ିଆ ବିଷଧର ସାପ। ମାଆ ଜଣକ ଗୁରୁତର ଥିବାବେଳେ, ୧୦ ବର୍ଷର କୁନିଝିଅକୁ ବଞ୍ଚାଇ ପାରିଲେନି ଡାକ୍ତର।…
ଦିବା ଲୋକରେ ଆସିଲେ ଗୁଳିକରି ଚାଲିଗଲେ, କେହି କିଛି ବି କରିପାରିଲେ ନାହିଁ
କେନ୍ଦ୍ରାପଡ଼ା: ପୁଣି ଅଶାନ୍ତ ହେଲା କେନ୍ଦ୍ରାପଡ଼ା। ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଗୁଳିମାଡ଼। ଜଣେ ଯୁବକଙ୍କ ଉପରକୁ ଗୁଳି ମାଡ଼ କଲେ ୩ ରୁ ୪ ଜଣ ଦୁର୍ବୃତ୍ତ। ତେବେ ଆହତ ଯୁବକ ଜଣକ ଖାଇସାରି ଯିବା ସମୟରେ ତାଙ୍କ…
୫ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ, ୭ ତାରିଖରୁ ଫେରିବ ତାତି
ଭୁବନେଶ୍ୱର: ଆଜି ବି ଘଡ଼ଘଡ଼ି ସହ ବର୍ଷା। କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚୁଛି। ରାଜଧାନୀ ଭୁବନେଶ୍ୱରରେ ତ ପ୍ରାୟ ପ୍ରତ୍ୟେକ ଦିନ ବର୍ଷା ହେଉଛି। ଏହାସହ ଆଜି ବି କିଛି ସ୍ଥାନରେ…
ପ୍ରଥମେ ମହିଳାଙ୍କ ଦେହକୁ କ୍ଷତବିକ୍ଷତ କଲେ, ତାପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ !
ଉଦଳା: ପୁଣି ଏକ ହତ୍ୟା। ଜଙ୍ଗଲରେ ପଡିଛି ମହିଳାଙ୍କ ମୃତଦେହ। ଆଉ ଦେହରେ ରହିଛି ଅସଂଖ୍ୟ କ୍ଷତ। ହଣା ଦାଗ ସହ କଟା ଦାଗ। ଆଉ ଏଥିରୁ ଅନୁମାନ କରାଯାଉଛି କି, କେହି ମହିଳାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଛି।
ହଁ…
ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ୟାଙ୍କର, ଡ୍ରାଇଭର ଫେରାର
ରାୟଗଡ଼ା: ବଡ଼ ଅଘଟଣ। ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସି…
ଘରେ ପଶି ନାବାଳିକା ଛାତ୍ରୀଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପ୍ରେମିକ
ବ୍ରହ୍ମପୁର: ପୁଣି ଏକ ବର୍ବର ହତ୍ୟାକାଣ୍ଡ। ଘରେ ପଶି ୧୭ ବର୍ଷୀୟ ITI ଛାତ୍ରୀଙ୍କୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପ୍ରେମିକ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇଦେଇଛି।
ଆପଣମାନେ ଭାବୁଥିବେ ଏହି…
ପାକିସ୍ତାନର ମେରୁଦଣ୍ଡ ଉପରେ ପ୍ରହାର, ପାକିସ୍ତାନରୁ ଡ଼ାକସେବା ବନ୍ଦ କଲା ଭାରତ
ନୂଆଦିଲ୍ଲୀ: ପାକିସ୍ତାନକୁ ଭାରତ ଦେଉଛି ଗୋଟେ ପରେ ଗୋଟେ ଝଟକା। ଗୋଟିଏ ଦିନରେ ତିନି ତିନୋଟି ଝଟକା। ହେଲେ ପାକିସ୍ତାନରେ ଥିବା ପ୍ରେମିକା ପ୍ରେମିକ ଏବେ ବେଶୀ ଚିନ୍ତାରେ। କାରଣ ଆଉ ଆସିପାରିବନି ସେମାନଙ୍କ ପ୍ରେମ…
୧୫ ଜିଲ୍ଲାକୁ ବିପଦଜନକ କାଳବୈଶାଖୀ ନେଇ ସତର୍କ
ଭୁବନେଶ୍ୱର: ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। କେବଳ ବର୍ଷା ହେଉଛି ତାହା ନୁହେଁ, ପ୍ରବଳ ପବନ ସାଙ୍ଗକୁ କୁଆପଥର ମଧ୍ୟ ମାଡ଼…