
Browsing Category
ଖବର
ହସ୍ପିଟାଲରେ ସଜା ହେଲା ବେଦୀ, ନିଜ କୋଳରେ ଉଠାଇ କନିଆଁକୁ ସାତ ଫେରା ନେଲା ବର
ମଧ୍ୟପ୍ରଦେଶ: ଆପଣମାନେ ତ ଜୀବନରେ ଅନେକ ବାହାଘର ଦେଖିଥିବେ। କିଏ ଡେଷ୍ଟିନେସନ ଓ୍ୱେଡିଂ କରନ୍ତି ତ ଆଉ କିଏ ମନ୍ଦିରରେ ବାହାଘର କରନ୍ତି। ହେଲେ ଏବେ ହସ୍ପିଟାଲରେ ଏକ ନିଆରା ବାହାଘରର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…
ସ୍ୱାମୀଙ୍କ ସାମ୍ନାରେ ଡ୍ୟାନ୍ସର ସ୍ତ୍ରୀକୁ ଝୁଣି ଖାଇଗଲେ କାମାନ୍ଧ ପୁରୁଷ
ବିହାର: ଲିପ୍ଟ ବାହାନାରେ ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ। ସ୍ତ୍ରୀ ଜଣଙ୍କ ଜଣେ ଡ୍ୟାନ୍ସର। ଡ୍ୟାନ୍ସ କରି ନିଜ ଗୁଜୁରାଣ ମେଣ୍ଟାନ୍ତି। ଆଉ ସେହି ଡ୍ୟାନ୍ସ ପ୍ରୋଗ୍ରାମ ସାରି ଭୋରୁ ଭୋରୁ ଘରକୁ…
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୪ ତାଲାରୁ ନିଜ ଛୁଆକୁ ତଳକୁ ଫୋପାଡ଼ି ଦେଲା ମା’
ରାଜସ୍ଥାନ: ଗୁରୁବାର ସକାଳେ ଆଜମେର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଆଉ ଡିଗି ବଜାରରେ ଥିବା ହୋଟେଲ ନାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯେଉଁ ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହେଲେ…
“ନବ ଦାସ ହତ୍ୟାକାଣ୍ଡରେ IPS ଲବି କାମ କରୁଥିଲା” ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସାନି ତଦନ୍ତ ମଧ୍ୟ ହେଉଛି। ହେଲେ ଏବେ ସୁଦ୍ଧା କୌଣସି ନୂଆ ତଥ୍ୟ ଲୋକଲୋଚନକୁ ଆସିନାହିଁ। ଆଉ ଏହାରି ଭିତରେ ବିଜେପି ବିଧାୟକ…
କରାଚି, ଲାହୋରରେ ଏୟାରସ୍ପେସ୍ ବନ୍ଦ କଲା ପାକିସ୍ତାନ
ନୂଆଦିଲ୍ଲୀ: ଆଂଶିକ ଏୟାରସ୍ପେସ୍ ବନ୍ଦ କଲା ପାକିସ୍ତାନ। ଲାହୋର, କରାଚିରେ ଏୟାରସ୍ପେସ୍ ବନ୍ଦ କଲା ପାକିସ୍ତାନ। ଲାହୋର, କରାଚିର କିଛି କ୍ଷେତ୍ରରେ ଏୟାରସ୍ପେସ୍ ବନ୍ଦ।
ମେ ୩୧ ଯାଏଁ ଏୟାରସ୍ପେସ୍ ବନ୍ଦ କଲା…
“ପାକିସ୍ତାନର ଜଣଙ୍କୁ ମାରିବୁ, ଯିଏ ଲକ୍ଷେ ଲୋକଙ୍କ ସହ ସମାନ”
ନୂଆଦିଲ୍ଲୀ: ଯେତେବେଳେ ଦେଶର ସୁରକ୍ଷା କଥା ଆସେ, ସେତେବେଳେ ସମସ୍ତ ଦେଶବାସୀ ଏକ ହୋଇ ଲଢ଼ିବାକୁ ପଣ କରନ୍ତି। ଆଉ ପ୍ରାଣପଣେ ଶତ୍ରୁକୁ ହରାଇବାକୁ ଚେଷ୍ଟା କରନ୍ତି। ଠିକ୍ ସେହିପରି ପହଲଗାମ୍ ଆତଙ୍କୀ ଆକ୍ରମଣର ବଦଲା…
ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ଗ୍ରହଣ କରୁନି ପାକିସ୍ତାନ, ଦେଶରେ ପଶିବାକୁ ଦେଉନି !
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ, ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଭାରତରେ ରହୁଥିବା ପାକିସ୍ତାନୀ ଏବେ ପାକିସ୍ତାନ ଫେରୁଛନ୍ତି। ହେଲେ ପାକିସ୍ତାନରେ ବି ସେମାନଙ୍କ ପାଇଁ ସ୍ଥାନ ନାହିଁ।
ସେମାନେ…
ବଢ଼ିଲା ସମୟସୀମା, ପୁଣି ଖୋଲିଲା ଅଟ୍ଟାରୀ ସୀମା
ନୂଆଦିଲ୍ଲୀ: କିଛି ଦିନ ପରେ ଖୋଲିଲା ଦୀଘା ଅଟ୍ଟାରୀ ସୀମା। ଆଉ ଭାରତୀୟ ପାକିସ୍ତାନୀଙ୍କୁ ମିଳିଲା ଆଶ୍ୱସ୍ତି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଟ୍ଟାରୀ ସୀମାକୁ ବନ୍ଦ କରାଯାଇଥିଲା।…
ଭୂମିକମ୍ପରେ ଥରିଲା ଶତ୍ରୁ ଦେଶ ପାକିସ୍ତାନ
ପାକିସ୍ତାନ: ଭୂମିକମ୍ପରେ ଥରିଲା ପାକିସ୍ତାନ। ଭାରତ ପାକିସ୍ତାନ ଶୀତଳ ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଭୂମିକମ୍ପ ଝଟକା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ।
ଭାରତୀୟ ସମୟ ରାତି ୯ଟା ୫୮…
ବରଯାତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲେ ମହୁମାଛି, ୨୦ ଜଣ ହସ୍ପିଟାଲରେ ଭର୍ତ୍ତି
ବୌଦ୍ଧ: ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ିଆ କାମୁଡ଼ି ଘାଇଲା କଲେ ମହୁମାଛି। ବାହାଘରରେ ଭୋଜି କ'ଣ ଖାଇବେ ମହୁମାଛି କାମୁଡ଼ାରେ ସିଧା ଯାଇ ହସ୍ପିଟାଲ ବେଡରେ ପଡିଲେ। ବରଯାତ୍ରୀଙ୍କୁ ବାଣ ଫୁଟାରେ ଅତର୍କୀତ ଆକ୍ରମଣ କଲେ…