Browsing Category
ଖବର
ଭାରତର ଲୋକେ ବୋହୁତ ଦୁଃଖୀ, ଭାରତରୁ ହଜିଯାଇଛି ସବୁ ଖୁସି
ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ବିଶ୍ୱରେ ଖୁସି ତାଲିକା। କେଉଁ ଦେଶ କେତେ ଖୁସି ଅଛି। ଯେଉଁଥିରେ ୧୧୮ ତମ ସ୍ଥାନରେ ରହିଛି ଭାରତ। ଏହାର ଅର୍ଥ ଭାରତୀୟ ଲୋକେ ଖୁସିରେ ନାହାନ୍ତି। ହେଲେ ଏହାର କାରଣ କ'ଣ? କାହିଁକି ଖୁସି…
ରାଜଧାନୀରେ ଚାଞ୍ଚଲ୍ୟ, ତଣ୍ଟି କାଟି ହତ୍ୟା ପରେ, ପଥରରେ ବାନ୍ଧି କେନାଲକୁ ଫିଙ୍ଗିଦେଲେ ଶବ
ନୂଆଦିଲ୍ଲୀ: ରାଜଧାନୀରେ ନିର୍ମମ ହତ୍ୟା। ଯୁବତୀଙ୍କ ଗଳା କାଟି ହତ୍ୟା କରିବା ପରେ। ପଥରରେ ବାନ୍ଧି କେନାଲକୁ ଫିଙ୍ଗିଦେଲା ଶବ। ମାର୍ଚ୍ଚ ୧୨ ତାରିଖରୁ ଝିଅଟି ନିଖୋଜ ଥିବା ବେଳେ, ଏବେ କେନାଲ ଭିତରୁ ମୃତଦେହ ଉଦ୍ଧାର…
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଦାବି, ସୁନୀତାଙ୍କୁ ମିଳୁ ଭାରତ ରତ୍ନ
କୋଲକାତା: ବହୁ ଚର୍ଚ୍ଚିତ ମହିଳା ମହାକାଶ ଚାରୀ ସୁନୀତା ୱିଲିୟମ୍ସ। ଯିଏକି ୮ ଦିନ ପାଇଁ ମହାକାଶକୁ ଯାତ୍ରା କରିଥିଲେ ହେଲେ ଦୀର୍ଘ ୯ ମାସ ସେଠାରେ ଫସି ରହିଗଲେ। ହେଲେ ଏବେ ସେ ସୁରକ୍ଷିତ ଭାବରେ ପୃଥିବୀ ପୃଷ୍ଠରେ…
ଏହି ମୋବାଇଲରୁ ବନ୍ଦ ହୋଇଯିବ UPI ସେବା, ହୋଇଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ: ଆପଣ UPI ବ୍ୟବହାରକାରୀ ଅଟନ୍ତି କି? ସବୁ ସମୟରେ ଅନଲାଇନରେ ଟଙ୍କା ଦେଣ ନେଣ କରୁଛନ୍ତି କି? ତାହାଲେ ହୋଇଯାଆନ୍ତୁ ସାବଧାନ। କାରଣ ଏପ୍ରିଲ ୧ ତାରିଖରୁଲ ନିର୍ଦ୍ଦିଷ୍ଟ କେତେକ ଫୋନରୁ ବନ୍ଦ ହୋଇଯିବ UPI…
ଆଜିଠୁ ସକାଳୁଆ ସ୍କୁଲ, ସାଢ଼େ 6ରୁ ଆରମ୍ଭ ହେଲା ପାଠପଢ଼ା
ଭୁବନେଶ୍ବର: ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସକାଳୁ ଖୋଲିଲା ସ୍କୁଲ । ସକାଳ 6ଟା 30ରୁ ଆରମ୍ଭ ହେଲା ପାଠପଢ଼ା । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ ।
ତେବେ ଗ୍ରୀଷ୍ମ…
ଥଣ୍ଡା ପିଉଥିଲେ ହୋଇଯାଆନ୍ତୁ ସାବଧାନ, ବଜାରରେ ବିକ୍ରି ହେଉଛି ନକଲି କୋଲ୍ଡଡ୍ରିଙ୍କସ୍ !
ଉତ୍ତରପ୍ରଦେଶ: କୋଲ୍ଡଡ୍ରିଙ୍କସ ପିଉଥିଲେ ହୋଇଯାଆନ୍ତୁ ସାବଧାନ। ପିଇବା ପୂର୍ବରୁ ଅସଲି ନକଲି ଯାଞ୍ଚ କରନ୍ତୁ। କାରଣ ବଜାରରେ ବିକ୍ରି ହୋଉଥାଇପାରେ ଏକ୍ସପାଏରୀ କୋଲ୍ଡଡ୍ରିଙ୍କସ। କାରଣ କୋଲ୍ଡଡ୍ରିଙ୍କସର ଏକ୍ସପାଏରୀ…
କଖାରୁ ଫୁଲ ଅନ୍ଧାରକଣା ରୋଗକୁ ଦୂର କରେ, ଦାନ୍ତକୁ ମଜବୁତ୍ କରେ !
ନୂଆଦିଲ୍ଲୀ: କଖାରୁ ହେଉଛି ଏକ ସୁପରଫୁଡ୍ ଯାହାର ଅନେକ ଲାଭ ଅଛି। କିନ୍ତୁ ଆପଣ ଜାଣନ୍ତି କି କଖାରୁ ସହିତ ଏହାର ହଳଦିଆ ଏବଂ ସୁନ୍ଦର ଫୁଲ ମଧ୍ୟ ଗୁଣର ଏକ ଖଣି ଅଟେ। ଏହି ଫୁଲ ଖାଦ୍ୟ ପାଇଁ ବ୍ୟବହୃତ ହୁଏ। ଆଉ ଏହି…
Breaking: କାଲିଠୁ ସକାଳ ୬ଟା ୩୦ରୁ ସ୍କୁଲ, ପ୍ରଥମ-ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ନିୟମ ଲାଗୁ
ଭୁବନେଶ୍ୱର: କାଲିଠୁ ସକାଳୁଆ ସ୍କୁଲ। ସକାଳ ୬ଟା ୩୦ରୁ କ୍ଲାସ ଆରମ୍ଭ। ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ। ଏହି ନିୟମ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ କରିଛନ୍ତି ରାଜ୍ୟ…
Breaking: ଏପ୍ରିଲରୁ ଭୁବନେଶ୍ୱର-ଗୋଆକୁ ଉଡ଼ିବ ବିମାନ
ଭୁବନେଶ୍ୱର: ରାଜ୍ୟରେ ବିମାନ ଯାତ୍ରାରେ ନୂତନ ଅଧ୍ୟାୟର ଆରମ୍ଭ। ଭୁବନେଶ୍ୱରରୁ ପ୍ରଥମ କରି ଗୋଆକୁ ଉଡ଼ିବ ବିମାନ। ଉପକୃତ ହେବେ ଯାତ୍ରୀ। ଓଡ଼ିଶା ଲୋକ ଗୋଆ ଯିବା ପାଇଁ ଆଉ ବିମାନ ସେବାରେ ବାଧାପ୍ରାପ୍ତ ହେବେ ନାହିଁ।…
Breaking: ହୋଇଯାଆନ୍ତୁ ସତର୍କ, ମାଡ଼ିଆସୁଛି କାଳବୈଶାଖୀ ବର୍ଷା, ୨୪ ଘଣ୍ଟା ମଧ୍ୟରେ ତାଣ୍ଡବ ରଚିବ
ଭୁବନେଶ୍ୱର: ହୋଇଯାଆନ୍ତୁ ସତର୍କ। ମାଡି ଆସୁଛି କାଳବୈଶାଖୀ। ରଚିବ ତାଣ୍ଡବ। ସବୁ କିଛି ଛାରଖାର କରିଦେବ। ପ୍ରବଳ ବେଗରେ ପବନ ବହିବ। ଘଡ଼ଘଡ଼ି ସାଙ୍ଗକୁ କୁଆପଥର ମାଡ଼ ହେବ। ପ୍ରବଳ ବର୍ଷା ବି ଛେଚିବ। ଏନେଇ…