Browsing Category

ରାଜ୍ୟ

ନୀତି କରିବା ବଦଳରେ ଲୁଚିଲେ ସେବାୟତ, ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରାରେ ଅଘଟଣ

ଭୁବନେଶ୍ୱର: ବୁଧବାର ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଘଟିଛି ବଡ଼ ଅଘଟଣ । ବାହୁଡ଼ା ଯାତ୍ରାରେ ବାଘୁଆ ମହୁମାଛିଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ରାମେଶ୍ୱର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ…

Breaking: କାର ଦୁର୍ଘଟଣା ଧରାଇ ଦେଲା ଚୋର, ଗାଡିରୁ ବାହାରିଲା ପୁଳା ପୁଳା ଟଙ୍କା, ଅଳଙ୍କାର

ସୋର: ଚୋରି କରିବାରେ ସଫଳ ହେଲା, କିନ୍ତୁ ଉପଭୋଗ କରିପାରିଲାନି। ରାତି ଅଧରେ ଚୋରି କରି କାରରେ ଫେରୁଥିଲା ଚୋର। ହେଲେ ରାସ୍ତାରେ ଚୋରର କାର ଦୁର୍ଘଟଣା ହୋଇଗଲା। ଆଉ ସ୍ଥାନୀୟ ଲୋକ କାର ଦୁର୍ଘଟଣା ହୋଇଥିବାରୁ…

Breaking: ନବୀନଙ୍କ ଶୂଆ-ସାରି ପାଲଟିଲେ ପ୍ରତାପ- ଅତନୁ , ମୁଖିଆଙ୍କ କଥାକୁ ଦୋହରାଇଲେ ନେତା

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନଙ୍କ କଥାକୁ ଦୋହରାଇଲେ ପ୍ରତାପ ଜେନା, ଅତନୁ ସବ୍ୟସାଚୀ । ଉଭୟେ କହିଲେ ପାଣ୍ଡିଆନ୍ ୧୦ ମାସ ହେଲା ଦଳରେ ନାହାନ୍ତି । ତେଣୁ ତାଙ୍କୁ ନେଇ ଆଉ ଚର୍ଚ୍ଚା, ଆଲୋଚନା ଦରକାର ନାହିଁ ।…

Breaking: ପୁଣି ପାଣ୍ଡିଆନଙ୍କ ସୁରକ୍ଷା କବଚ ସାଜିଲେ ନବୀନ

ଭୁବନେଶ୍ୱର: ପାଣ୍ଡିଆନଙ୍କ ପାଇଁ ପୁଣି ଢ଼ାଲ ସାଜିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେବେଯେବେ ପାଣ୍ଡିଆନଙ୍କ ଉପରେ ଆକ୍ରୋଶ ବଢ଼ୁଛି ସେବେସେବେ ପାଣ୍ଡିଆନଙ୍କ ସୁରକ୍ଷା କବଚ ହୋଇ ଛିଡ଼ା ହେଉଛନ୍ତି ନବୀନ। ଆଉ…

Breaking: ମୁଖ୍ୟମନ୍ତ୍ରୀଙ୍କ ସୂଚନା, ପୂରଣ ହେବ ଖାଲି ଥିବା ୧୨ ହଜାର ସରକାରୀ ପଦବୀ

ଭୁବନେଶ୍ୱର: ପୂରଣ ହେବ ଖାଲି ପଦବୀ। ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ହଁ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଦିଲ୍ଲୀରେ ଅମିତ୍ ଶାହଙ୍କୁ…

Breaking: ସ୍ୱାମୀ-ସ୍ତ୍ରୀ କଳିରେ ଘରେ ପଡ଼ିଲା ବୋମା, ଆଉ ସେହି ବୋମାରେ ସ୍ତ୍ରୀ…

ଦିଗପହଣ୍ଡି:  ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା। ରାଗି ଯାଇ ଘରେ ବୋମା ଫୁଟାଇ ଦେଲା ସ୍ୱାମୀ। ଫଳରେ ଭଡ଼ା ଘରର ଛପର ଉଡ଼ିଯିବା ସହ, ପଡ଼ୋଶୀ ଘରର କାନ୍ଥ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ ଘଟଣା…

Breaking: ମୋ ବସ୍ ପରେ ଲକ୍ଷ୍ମୀ ବସ୍ ସାଜିଲା ଯମ, ଦୁର୍ଘଟଣାରେ ଛାତ୍ର ମୃତ

ବ୍ରହ୍ମପୁର: ମୋ ବସ୍ ପରେ ଏବେ ଲଷ୍ମୀ ବସ୍ ନେଲା ଲୋକଙ୍କ ପ୍ରାଣ । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଗୁରୁତର ଯୁବକ । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।…

ଖୁବଶୀଘ୍ର ବଜାରରେ ମିଳିବ ଓମଫେଡ୍ ଚକୋଲେଟ୍ , ୪ ମାସ ଭିତରେ ଲୋକଙ୍କ ପାଖରେ ପହଞ୍ଚିବ ପାଣି ବୋତଲ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ କର୍ପୋରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍ (ଓମଫେଡ୍) ଜଲଦି ଚକୋଲେଟ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି । ଓମଫେଡ ମ୍ୟାନେଜିଙ୍ଗ ଡିରେକ୍ଟର ବିଜୟ ଅମୃତ କୁଲାଙ୍ଗେ, ଏ ନେଇ ସୂଚନା…

Breaking: ୩ ଦିନର କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’ !

ବଲାଙ୍ଗୀର: କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା'। ଚଳିବା ପାଇଁ ଅଭାବ ହେବାରି ୩ ଦିନର ଶିଶୁପୁତ୍ରକୁ ଅନ୍ୟ ହାତରେ ଟାକି ଦେଲା ଜନ୍ମକଲା ମା'। ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ। ଗତ ୬ ତାରିଖ…

ଦୋକାନୀଙ୍କୁ ହାଣି ଲୁଟି ନେଲେ ୭ ଲକ୍ଷର ଗହଣା ସହ ଟଙ୍କା

ବାଲେଶ୍ୱର: ମାତିଛନ୍ତି ଲୁଟେରା। ହୋଇଯାଆନ୍ତୁ ସାବଧାନ। ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କୁ ହାଣି ଲୁଟିଲେ ଲୁଟେରା। ଦୋକାନ ଖୋଲିବା ବେଳେ ଲୁଟେରାଙ୍କ ଆକ୍ରମଣ । ସୋର ଥାନା ବାଗୁଡ଼ି ବଜାରରେ ହୋଇଛି ଲୁଟ୍ । ୭ ଲକ୍ଷ…