fbpx
Browsing Category

ଓଡିଶା ବଜେଟ

Odisha Assembly Budget Session All News

ଓଡ଼ିଶା ବଜେଟ ଅଧିବେଶନ: ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଧାୟକ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଓ ହୋହାଲ୍ଲା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ଓ ବିଜେଡି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ…

୨୦୨୪ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ

ଭୁବନେଶ୍ୱର: ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ୨ୟ ଦିନ । ଗୃହ କାର୍ଯ୍ୟ ଆରମ୍ଭ ହେବା ସହ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସମସ୍ତ…

ଓଡ଼ିଶାରେ କମିଛି ମାଓହିଂସା: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ସୂଚନା

ଓଡ଼ିଶା ଭାସ୍କର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ। ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ…

୨୦୨୭ ଶେଷ ସୁଦ୍ଧା ଶେଷ ହେବ ମେଟ୍ରୋ ରେଳ: ସବୁ ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍

ଭୁବନେଶ୍ୱର: ଓଡ଼ିଶା ବଜେଟ ଅଧିବେଶନରେ ରାଜ୍ୟର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଛି । ମାନ୍ୟବର ରାଜ୍ୟପାଳ ନିଜ ଭାଷଣରେ ଟ୍ୱିନ ସିଟିର ଭୁବନେଶ୍ୱର-କଟକ ରେଳ ପ୍ରକଳ୍ପ ବିଷୟରେ ସୂଚନା ଦେଇଛନ୍ତି ।…

ବିଧାନସଭା ବଜେଟରେ ଓଡ଼ିଶାର ବଡ଼ ଲକ୍ଷ୍ୟ: ଡିସେମ୍ବର ସୁଦ୍ଧା ରାଜ୍ୟର ସହରାଞ୍ଚଳ ହେବ ବସ୍ତିମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟବାସୀଙ୍କ ପାଇଁ ଏଥିରେ ବିଭିନ୍ନ ଯୋଜନା ସାମିଲ ହେବାକୁ ଯାଉଛି । ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ…

ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କଲେ କଂଗ୍ରେସ ନେତା

ଓଡ଼ିଶା ଭାସ୍କର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ। ଏହି ପରିପ୍ରେକ୍ଷୀରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିଥିଲେ। କିନ୍ତୁ ଏହି ଅଧିବେଶନରେ ରାଜ୍ୟପାଳ ରଘୁବର ଦାସଙ୍କ ଭାଷଣକୁ…

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ: ଦେଖିବାକୁ ମିଳିବ ଉଭୟ ସରକାର ଓ ବିରୋଧୀଙ୍କ ହାଇଡ୍ରାମା

ଓଡ଼ିଶା ଭାସ୍କର: ଆସନ୍ତାକାଲିଠୁ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ହେବ ବୋଲି ଆଶଙ୍କା କରାଯାଉଛି। ଏହି…

ଆଗକୁ ଓଡ଼ିଶା ବଜେଟ୍: ମହିଳା, ଯୁବ, କ୍ରୀଡା ଓ ସଂସ୍କୃତିକୁ ମିଳିପାରେ ଅଧିକ ପ୍ରାଧାନ୍ୟ

ଓଡ଼ିଶା ଭାସ୍କର: ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ। ଏହି ବୈଠକରେ ପାଖାପାଖି ୨.୫ ଲକ୍ଷ କୋଟିର ବଜେଟ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ତେବେ ଗତ ୧ ତାରିଖରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଆଗତ…

ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀପରିଷଦ ବୈଠକ

ଓଡ଼ିଶା ଭାସ୍କର: ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ତେବେ ପୂର୍ବ ନିର୍ଦ୍ଧାରିତ ଆଜି ସନ୍ଧ୍ୟା ୭ଟା ବେଳେ…

ଆଗକୁ ରାଜ୍ୟ ବଜେଟ: କେଉଁ ବର୍ଗଙ୍କୁ ମିଳିବ ଫାଇଦା, ରାଜ୍ୟ ସରକାର କରିପାରନ୍ତି ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦର ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ତେବେ ଏହି ବୈଠକରେ ପାଖାପାଖି ୨.୫ ଲକ୍ଷ କୋଟିର ବଜେଟ ଉପରେ…