Browsing Category
ରାଜ୍ୟ
ଜଳିଗଲା କେନ୍ଦ୍ରାପଡ଼ାର ଅର୍ବାନ ବ୍ୟାଙ୍କ
କେନ୍ଦ୍ରାପଡା: ବ୍ୟାଙ୍କରେ ଲାଗିଲା ନିଆଁ। ବ୍ୟାଙ୍କ ଭିତରୁ ବାହାରୁଛି ଧୂଆଁ। କେନ୍ଦ୍ରାପଡ଼ା ଟାଉନ ଥାନା ନିକଟ ବଳଗଣ୍ଡି ଛକରେ ଥିବା ଅର୍ବାନ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ।
ବ୍ୟାଙ୍କ ଭିତରେ ନିଆଁ ଲାଗିଥିବା…
Big Breaking: ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି
ନୂଆଦିଲ୍ଲୀ: ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି। ୨୪୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏଥିସହ ଡାଇରେକ୍ଟୋରେଟ୍ ଅଫ୍ ପବ୍ଲିକ୍…
ଏବେ ଔଷଧ ଦୋକାନରେ ନେଇପାରିବେନି ଇଞ୍ଜେକ୍ସନ
ଭୁବନେଶ୍ୱର: ଏଣିକି ଔଷଧ ଦୋକାନରେ ଇଞ୍ଜେକ୍ସନ। ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ।
ଏଥିପାଇଁ ସିଡିଏମ୍ଓଙ୍କୁ ଚିଠି ଲେଖିଛି…
IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର
ଭୁବନେଶ୍ୱର: ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ ସଦସ୍ୟ। ଏଥିସହ ହାଇକୋର୍ଟ ବରିଷ୍ଠ ଆଇନଜୀବୀ କଳ୍ପନା ସଦସ୍ୟ। ଅବସରପ୍ରାପ୍ତ ଆଇଏଏସ ପବିତ୍ର…
ଓଡ଼ିଆ ଅସ୍ମିତା ପାଇଁ ବିଜେଡି ହାରିଲା: ଦେବାଶିଷ
ଭୁବନେଶ୍ୱର: ବିଜେଡିର ଦଳୀୟ କନ୍ଦଳକୁ ନେଇ ହୋଟେଲରେ ବୈଠକରେ ଚାଲିଥିବା ବେଳେ ଏପଟେ ବିସ୍ଫୋରକ ବୟାନ ରଖିଛନ୍ତି ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ରଖିଛନ୍ତି ପ୍ରତିକ୍ରିୟା ।…
BIG BREAKING: ଘନ ଘନ ବୈଠକ,ବାହାରୁନି ସମାଧାନ
ଭୁବନେଶ୍ୱର: ବିଜେଡିରେ ଦେଖାଦେଉଛି ଅନ୍ତଃକନ୍ଦଳ। ସାମାଧାନର ବାଟ ବାହାରୁନି। ଏବେ ଘର କଥା ଘାଟରେ ପଡ଼ି ହାଟରେ ଗଡ଼ିଲାଣି। ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ।
ଘନ ଘନ ବସୁଛି…
ପରିବାର ବିବାଦ ସମାଧାନ କରିବାକୁ ଯାଇ ଛୁରାମାଡ଼ ଖାଇଲେ ପୋଲିସ କନଷ୍ଟେବଳ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକରେ ଦୁଇ ପରିବାର ମଧ୍ୟରେ ବିବାଦ ସମାଧାନ କରିବାକୁ ଯାଇ ଦୁଇ ପୋଲିସ କର୍ମଚାରୀ ଛୁରାମାଡ଼ ଖାଇଛନ୍ତି। ଏହି ଘଟଣା ଟେନ୍ସାର ସି-ବ୍ଲକ୍ ଅଞ୍ଚଳରେ ଘଟିଥିଲା ବେଳେ ଛୁରୀ…
OSRTC କାର୍ଯ୍ୟାଳୟରେ ସମ୍ପତ୍ତି ଆଟାଚ୍
ସମ୍ବଲପୁର: ସମ୍ବଲପୁର OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍। ମୁଦିପଡ଼ା ସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍ କରାଯାଇଛି । ବସ୍ ମାଲିକଙ୍କ ବକେୟା ପ୍ରଦାନ ମାମଲାରେ ଏହି ସମ୍ପତ୍ତି…
BIG BREAKING: କେମିକାଲ ମିଶ୍ରଣ ବେଳେ କାରଖାନା ଅଗ୍ନିକାଣ୍ଡ, ଜଣେ ଆହତ
ଟିଟିଲାଗଡ଼: କାରଖାନାରେ ଲାଗିଲା ନିଆଁ। କେମିକାଲ ମିଶ୍ରଣ ବେଳେ ଲାଗିଗଲା ନିଆଁ। ଘଟଣାରେ ଜଣେ କର୍ମଚାରୀ ହୋଇଛନ୍ତି ଗୁରୁତର ଆହତ। ଟିଟିଲାଗଡ଼ ବଡ଼ମାଳରେ ଥିବା କାରଖାନାରେ ଲାଗିଛି ନିଆଁ ।
ୟୁନିଟର ୬ ନମ୍ବର ବିଲ୍ଡିରେ…
ଆୟୁଷ୍ମାନ ଭାରତ: ମେୟରଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ, କାର୍ଡ ପାଇଁ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର; ଆସନ୍ତା 11ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ଶୁଭାରମ୍ଭ ହେବ । ଭୁବନେଶ୍ବର ମହାନଗରନିଗମ ପକ୍ଷରୁ ମଧ୍ୟ ଶୁଭାରମ୍ଭ କରାଯିବ । ଏନେଇ ବିଏମସି…