Browsing Category
ରାଜ୍ୟ
Breaking: ଆରେଷ୍ଟ ହେବେ କି ଜୟନାରାୟଣ, ନିଜେ FIR ଦେଲେ IIC
ସମ୍ୱଲପୁର: ପୁଣି ଧମକାଇଲେ ଜୟନାରାୟଣ। ପୂର୍ବରୁ କମ ବିବାଦରେ ଫସିଥିଲେ ଯେ, ପୁଣିଥରେ ପୋଲିସକୁ ଧମକ ଦେଇ ଚର୍ଚ୍ଚାକୁ ଆସିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଆଉ ଏହି ବିବାଦ ଏତେ ବାଟ ବଢିଗଲା ଯେ, ସିଧା IIC ନିଜେ…
ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗିଲା କଟକଣା: ଜାତୀୟ ରାଜପଥରେ ମାଲବାହୀ ଟ୍ରକ ପାର୍କିଂ ନିଷେଧ
ଭୁବନେଶ୍ୱର: ସଡକ ଦୁର୍ଘଟଣା ରୋକିବା ପାଇଁ, ଯାଜପୁର କଲେକ୍ଟର ପି. ଅନୱେସା ରେଡ୍ଡି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ (NH) ର ମୁଖ୍ୟ ପରିବହନ ରାସ୍ତାରେ ଅନଧିକୃତ ଭାବରେ ମାଲବାହୀ ଯାନ ପାର୍କିଂ ନିଷେଧ କରିଛନ୍ତି।…
ଆସିଲା ବିଜ୍ଞପ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ ତାରିଖ ନୁହେଁ; ମୃତ୍ୟୁ ତାରିଖ ହେବ ବିଚାରଯୋଗ୍ୟ
ଭୁବନେଶ୍ୱର: ସରକାରୀ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତିରେ ଆବେଦନ ତାରିଖ ବଦଳରେ ମୃତ୍ୟୁ ତାରିଖ ବିଚାରକୁ ନିଆଯିବ। ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୧୬ ଲାଗୁ ହେବା ପରେ ଏବଂ ଓଡ଼ିଶା ବେସାମରିକ…
ତଳମୁହାଁ ସୁନା ଦର, ଖୁବଶୀଘ୍ର ୫୦ ହଜାର ହେବ ସୁନା !
ଭୁବନେଶ୍ୱର: ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି। କିଛି ଦିନ ହେବ ଯେଉଁଭଳି ସୁନା ଓ ରୂପାର ଦାମ ହୁ ହୁ ହୋଇ ବଢି ଚାଲିଥିଲା, ମନେ ହେଉଥିଲା ଆଉ ସୁନା କିଣି ହେବନି। କିଣିବା ତ ଦୂରର କଥା…
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା, ସାଢ଼େ ୩ ଟାରୁ ଗଡ଼ିବ ରୁକୁଣା ରଥ
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ। ଏକାମ୍ର କ୍ଷେତ୍ର ବା ଭୁବନେଶ୍ୱରର ଏକ ଅନ୍ୟତମ ମହୋତ୍ସବ। ଯାହାକି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବା ଅଣଲେଉଟା ରଥଯାତ୍ରା। ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ମହାପ୍ରଭୁ…
Breaking: ଚୋରି ପାଇଁ ଆସିଲେ, ହେଲେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ
ଯାଜପୁର: ଦିନକୁ ଦିନ ବଢ଼ି ବଢି଼ ଚାଲିଛି ଲୁଟ୍ ଓ ଲୁଟ୍ ବେଳେ ହତ୍ୟା। ଠିକ୍ ସେହିପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଲୁଟ୍ ପାଇଁ ଘରେ ପଶିଥିଲେ। ଆଉ ଘରର ବୃଦ୍ଧା ଉଠି ପଡିବାରୁ ତାଙ୍କୁ ଠେଙ୍ଗାରେ ପିଟିପିଟି…
Breaking: ଆରମ୍ଭ ହେଲା ବାଘ ଗଣନା, ୨୦୨୬ରେ ଆସିବ ରିପୋର୍ଟ
ବାରିପଦା: ଆଜିଠୁ ବାଘ ଗଣନା ଆରମ୍ଭ। ସର୍ବଭାରତୀୟ ସ୍ତରରେ ଆଜିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବନ ବିଭାଗ ପକ୍ଷରୁ ଏଥିପାଇଁ ବିଭିନ୍ନ ଟିମ୍ କରାଯାଇଛି। ଏହାସହ ବାରିପଦାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ବାଘ…
ସାଇନବୋର୍ଡରେ ଓଡ଼ିଆ ଲେଖାନ୍ତୁ ନଚେତ୍ କାର୍ଯ୍ୟାନୁଷ୍ଠାନ ନେବେ ଓଡ଼ିଶା ସରକାର
ଭୁବନେଶ୍ୱର: ଓଡିଶା ସରକାର ଶୁକ୍ରବାର ବ୍ୟବସାୟୀ ଏବଂ ଦୋକାନ ମାଲିକମାନଙ୍କୁ ଚେତାବନୀ ଦେଇଛନ୍ତି ଯଦି ସେମାନେ ସେମାନଙ୍କ ସାଇନବୋର୍ଡରେ ଓଡ଼ିଆ ଲେଖା ପ୍ରଦର୍ଶନ ନକରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ରାଜ୍ୟରେ ବିଜୁଳି, ଘଡ଼ଘଡି଼ ସହ ପ୍ରବଳ ବର୍ଷା ସମ୍ଭାବନା: ଏହିସବୁ ଜିଲ୍ଲାକୁ ସତର୍କବାଣୀ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳୁଛି। ଫଳରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଭଲ ଖବର ଦେଇଛି। ବର୍ଷା ହେବା…
ସୋରରେ ହଇଚଇ: ଖଣ୍ଡାରେ ହାଣି ୩୦ ହଜାର ସହ ବାଇକ୍ ଲୁଟିନେଲେ ଲୁଟେରା
ଭୁବନେଶ୍ୱର: ସୋରରେ ଆଜି ଘଟିଯାଇଛି ଏକ ବଡ଼ ଧରଣର ଅଘଟଣ । ସେଠାରେ ଥିବା ଯୋଡ଼ିପୋଲ ଅଞ୍ଚଳରେ ହୋଇଛି ଲୁଟ୍ । ଖଣ୍ଡାରେ ଆକ୍ରମଣ କରି ବନ୍ଧୁକ ଦେଖା ଲୁଟ୍ କରିଛନ୍ତି କିଛି ଦୁର୍ବୃତ୍ତ । ୨ ଜଣଙ୍କଠାରୁ ପ୍ରାୟ ୩୦ ହଜାର…