Browsing Category
ରାଜ୍ୟ
ଭୁବନେଶ୍ୱରରୁ ପୁଣି ବାହାରିଲେ ୩୧୯ ପଜିଟିଭ୍ , ଜାଣନ୍ତୁ ସୁସ୍ଥ କେତେ?
ଭୁବନେଶ୍ୱର, ୫ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ…
ବନ୍ଧୁକ ମୁନରେ ଲୁଟିନେଲେ ୭ ଲକ୍ଷ ଟଙ୍କା
ଜଟଣୀ,୫ ।୧୦(ଓଡିଶା ଭାସ୍କର): ଜଟଣୀ ମ୍ୟୁନିସିପାଲିଟି ଛକରୁ ବନ୍ଧୁକ ମୁନରେ ଲୁଟିନେଲେ ୭ ଲକ୍ଷ ଟଙ୍କା । ଘରୋଇ ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ହୋଇଛି ଏହି ଲୁଟ୍ । ୩ ଦୁର୍ବୃତ୍ତ ପଲସର ବାଇକରେ ଆସି ବନ୍ଧୁକ…
INS ଚିଲିକାକୁ ମିଳିଲା ୟୁନିଟ ପ୍ରଶସ୍ତିପତ୍ର
ଚିଲିକା,୫ ।୧୦(ଓଡିଶା ଭାସ୍କର): ନୌସେନା ପ୍ରଶିକ୍ଷଣ ପ୍ରତିଷ୍ଠାନ INS ଚିଲିକାକୁ ମିଳିଛି ୟୁନିଟ୍ ପ୍ରଶସ୍ତିପତ୍ର । ୨୦୧୯ ପାଇଁ ଏହି ୟୁନିଟ ପ୍ରଶସ୍ତିପତ୍ର ମିଳିଛି । ପ୍ରଶସ୍ତିପତ୍ର ପ୍ରଦାନ କରିଛନ୍ତି ନୌସେନା…
ବିଜେଡିରେ ଯୋଗଦେଲେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀ
ତିର୍ତ୍ତୋଲ,୫ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି ।…
ଋଣ ସୁଝିବା ପାଇଁ ରାଜଧାନୀରେ ବ୍ୟାଙ୍କ ଲୁଟ
ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ ଘଟଣାର ଫର୍ଦ୍ଦାଫାସ ହୋଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି…
ରାଜ୍ୟରେ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୫ ।୧୦ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭…
ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୨୬୧୭ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୬୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୨୧ ଜଣ ଓ…
କୃଷି ସମସ୍ୟା ନେଇ ଗୃହରେ ମୁଲତବୀ ନୋଟିସ
ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): କୃଷି ସମସ୍ୟାକୁ ନେଇ ଆଜି ପୁଣି ଗୃହରେ ମୁଲତବୀ ନୋଟିସ କରିଛନ୍ତି ବିରୋଧୀ । ଶୀର୍ଷକ ରହିଛି-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଉଦାସୀନତାରୁ ଚାଷୀ ଅସନ୍ତୋଷ । ଅନ୍ୟପଟେ…
କରୋନା ଯୋଦ୍ଧାଙ୍କ ପରଲୋକ
କଟକ,୫ ।୧୦(ଓଡିଶା ଭାସ୍କର): କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜ ବିଶ୍ୱନାଥ ଲେଙ୍କାଙ୍କର ଆଜି ମୃତ୍ୟୁ ଘଟିଛି । କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଛି । ତେବେ ବିଶ୍ୱନାଥ ଗତ…
ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ
ଜଗତସିଂହପୁର,୪/୧୦(ଓଡିଶା ଭାସ୍କର): ବଦଳିଗଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏବେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ହୋଇଛନ୍ତି ସରୋଜ କୁମାର ମିଶ୍ର । ଅନ୍ୟପଟେ ସଂଗ୍ରାମଙ୍କୁ ଜିଏ ଆଣ୍ଡ…