Browsing Category
ରାଜ୍ୟ
ଆଜି ରାସନ କାର୍ଡ e-KYCର ଶେଷ ତାରିଖ, ଆଜି e-KYC ନକଲେ କଟିଯିବ କାର୍ଡ, ମିଳିବନି ଚାଉଳ
ଭୁବନେଶ୍ୱର: ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ। ଡେଡଲାଇନର ଆଜି ଶେଷ ଦିନ। ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି…
ଚତୁର ବାଂଲାଦେଶୀ, ଭାରତରେ ରହିବା ପାଇଁ ସର୍ଜରୀ କରି ହୋଇଗଲେ ଟ୍ରାନ୍ସଜେଣ୍ଡର
ନୂଆଦିଲ୍ଲୀ: ଭାରତରେ ରହିବା ପାଇଁ ବାଂଲାଦେଶୀମାନେ ସର୍ଜରୀ ଆଉ କିଛି ମେକଅପର ବ୍ୟବହାର କରି ହୋଇଗଲେ ଟ୍ରାନ୍ସଜେଣ୍ଡର। ରାଜଧାନୀ ଦିଲ୍ଲୀରେ ପୋଲିସ ୧୮ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ…
୧୫ ଜିଲ୍ଲାକୁ ଆଲର୍ଟ ଜାରି, ସକାଳୁ ରାଜଧାନୀରେ ଲାଗି ରହିଛି ବର୍ଷା, ୫ ତାରିଖ ଯାଏଁ ନିସ୍ତାର ନାହିଁ
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ସକାଳୁ ରାଜଧାନୀ ଭୁବନେଶ୍ୱରରେ ବି ବର୍ଷା ଜାରି ରହିଛି। ଏହିଭଳି ପାଗ ବା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…
ପୁଣି ଅଘଟଣ, କଟକ ରେଳ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଟ୍ରେନର ୩ଟି ବଗି
କଟକ: ପୁଣି ଟ୍ରାକରୁ ଖସିଲା ଟ୍ରେନ୍। କଟକ ରେଳ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି।
ତେବେ ପାରାଦୀପ ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ୍। ହେଲେ କଟକ ରେଳ…
ସାପ କାମୁଡ଼ାରେ ଚାଲିଗଲା 2 ଜୀବନ
ସୁନ୍ଦରଗଡ଼: ସାପ କାମୁଡ଼ାରେ ଚାଲିଗଲା 2 ଜୀବନ। ସୁନ୍ଦରଗଡ଼ ଜିଲ୍ଲାର ବଣାଇରେ ଦୁଇଟି ଅଲଗା ଅଲଗା ଥାନାରେ ସାପ କାମୁଡ଼ାରେ 2ଜଣଙ୍କର ମୃତ୍ୟୁ ହୋଇଛି।
ବଣାଇ ଥାନା କଟୁରୀଧୂଆଁ ଗାଁର ଜଣେ ନାବାଳିକା ଥିବାବେଳେ ଆଉ ଜଣେ…
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ, ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଛାନ୍ଭିନ୍
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି।…
ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ତଣ୍ଟି କାଟିଦେଲା ପଡ଼ୋଶୀ
ଦିଗପହଣ୍ଡି: ପୁଣି ହତ୍ୟାକାଣ୍ଡ। ଘର ବାହାରେ ଶୋଇଥିବା ବେଳେ ତଣ୍ଟି କାଟି ହତ୍ୟା। ଆଉ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଛି ଜଣେ ପଡ଼ୋଶୀ।
ଘର ବାହାରେ ଶୋଇଥିବା ବେଳେ ପଡ଼ୋଶୀର ବେକ କାଟି ହତ୍ୟା କରିଛି ଜଣେ…
ବ୍ୟାଙ୍କ ଲକରରୁ ଗାଏବ ହେଲା 53 କୋଟି ଟଙ୍କାର ଅଳଙ୍କାର, ଭିତରେ ମିଳିଲା କେଶର ଓ ହଳଦୀ
କର୍ଣ୍ଣାଟକ: ବ୍ୟାଙ୍କରେ ବଡଧରଣର ଲୁଟ, 53 କୋଟି ଟଙ୍କାର ଅଳଙ୍କାର ନେଇ ଦୁର୍ବୁତ୍ତ ଫେରାର। ଲକର ପାଖରୁ ମିଳିଲା କେସର ଆଉ ହଳଦୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଥିବା ଦେଶର…
ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ପରସ୍ପର ସହିତ ଧକ୍କା
କେନ୍ଦୁଝର: ବଡ ଦୁର୍ଘଟଣା! ଟ୍ରକ-ସ୍କୁଲ ଭ୍ୟାନ ଧକ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ। ରାମଚନ୍ଦ୍ରପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଘଟିଯାଇଛି ଏହି ଦୁର୍ଘଟଣା।
ଏହି…
ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ମୟୂରଭଞ୍ଜ: ଶିମିଳିପାଳ ବନ୍ଦ। ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ। ଆଉ ଦେକି ପାରିବେନି ବାଘ, ଭାଲୁ କି ବନ୍ୟଜନ୍ତୁ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ।
ଯେହେତୁ ଏବେ…