Browsing Category

ସ୍ପେସାଲ

ଏହି ରୋଗ ହୋଇଥିଲେ ଭୁଲରେ ବି ଖାଆନ୍ତୁ ନାହିଁ କାଜୁ, ବଢ଼ିଯିବ ସମସ୍ୟା !

ଆଜିକାଲି ଲୋକମାନେ ଭଲ ସ୍ବାସ୍ଥ୍ୟ ପାଇଁ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁଟର୍‌ସ ଖାଇଥାନ୍ତି। ଏହାବ୍ୟତୀତ କାଜୁକୁ ତରକାରି ଓ ମିଠା ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। କେତେକ…

ମୌସୁମୀରେ ଅଧିକ ଗରମ କଫି କିମ୍ବା ଚା’ ପିଉଥିଲେ ସାବଧାନ ! କ୍ୟାନ୍ସର ପରି ମାରାତ୍ମକ ରୋଗ ହୋଇପାରେ ବୋଲି ଗବେଷଣାରୁ ପ୍ରକାଶ

ବର୍ଷାଦିନେ ଅତ୍ୟଧିକ ଗରମ କଫି କିମ୍ବା ଚା’ ପିଉଛନ୍ତି କି? ତେବେ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି, ଗରମ ଚା’ ପିଇବା ଦ୍ୱାରା ଗଳା କ୍ୟାନ୍ସର ଆଶଙ୍କା ଦେଖାଦେଇଥାଏ। ଗବେଷଣା…

ଅନବରତ ମୋବାଇଲ ବ୍ୟବହାର କରୁଥିଲେ ସାବଧାନ ! ତ୍ୱଚା ଉପରେ ପଡିବ କୁପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକାଳୁ ରାତି ହେବାଯାଏ ଏହା ଆମ ହାତରେ ରହିଥାଏ । ଏହାକୁ ଗୋଟିଏ ମୁହୂର୍ତ୍ତ ଛାଡ଼ି ରହିବା ଅସମ୍ଭବ। ତେବେ ମୋବାଇଲର ବହୁଳ…

ଲିଭର ପ୍ରତି ବିପଦ ଆଣିଥାଏ ହେପାଇଟାଇଟିସ୍‌ ରୋଗ: ଲକ୍ଷଣ ଜାଣି ରୁହନ୍ତୁ ସତର୍କ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହେପାଟାଇଟିସ୍‌ ଏମିତି ଏକ ସଂକ୍ରାମକ ରୋଗ ଯାହା ଲିଭର ପ୍ରତି ବିପଦ ଆଣିଥାଏ। ଲିଭର ଆମ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରେ ଟକ୍ସସିନ୍‌ସକୁ ସଫା କରିବା ସହ…

ଟାଇଟନିକ ଦୁର୍ଘଟଣା ନେଇଥିଲା ୧୫୦୦ ଲୋକଙ୍କ ଜୀବନ: କୁହାଯାଉଥିଲା ପାଣି ପଶିଲେ ବି ଜାହାଜ ଜମା ବୁଡ଼ିବନି, ତେବେ ବୁଡ଼ିଲା କାହିଁକି?

ନୂଆଦିଲ୍ଲୀ: ଗତ ୧୮ ତାରିଖରେ ଟାଇଟନିକ ପଣ୍ଡୁବୀର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଟାଇଟନ ପଣ୍ଡୁବୀ ମାଧ୍ୟମରେ ଯାଇଥିବା ଓସେନଗେଟର ସିଇଓ ଷ୍ଟକଟନ ରଶ, ବ୍ରିଟିଶ ଅରବପତି ହାମିଶ…

ପକ୍ଷୀ ମଳରୁ ତିଆରି ହୁଏ ଦୁନିଆର ସବୁଠୁ ମହଙ୍ଗା କଫି, ଦାମ୍ ଶୁଣିଲେ ମୁଣ୍ଡରେ ହାତ ଦେବେ

ଅନେକ ଲୋକ କଫି ପିଇବାକୁ ପସନ୍ଦ କରିଥାନ୍ତି । ଆମେ ଯେଉଁ କଫି ବିଷୟରେ କହିବୁ ଯେକି ସେ କଫିକୁ କେବେ ପିଇନଥିବେ । କାରଣ ଏହି କଫିର ମୂଲ୍ୟ ବହୁତ ମହଙ୍ଗା । ଏହାର ମୂଲ୍ୟ ଏତେ ଅଧିକ ଯେ ଜଣେ ସାଧାରଣ ଲୋକର ଦରମା ଠାରୁ…

ଖଜୁରୀରେ ମହଜୁଦ୍‌ ଜରୁରୀ ତତ୍ତ୍ୱ କ୍ୟାନ୍ସରର କରିବ ନାଶ, ଗବେଷଣା ଖୁଲାସା

ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍‌ ଜରୁରୀ ତତ୍ତ୍ୱ କ୍ୟାନସର୍‌ ନାଶ କରିବାରେ…

ଶରୀର ପାଇଁ ଉପବାସ ବି ଭଲ: ସପ୍ତାହରେ ଥରେ କରିବା ଦ୍ଵାରା ମିଳିଥାଏ ଏପରି ଲାଭ

ବିଭିନ୍ନ ପର୍ବ ପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି । ସାଧାରଣତଃ ଉପବାସକୁ ଶ୍ରଦ୍ଧା ଓ ଭକ୍ତି ଭାବ ସହ ଯୋଡା ଯାଇଥାଏ । କିଛି ଲୋକ ଏହାଦ୍ୱାରା ଓଜନ ହ୍ରାସ ପାଇଥାଏ ବୋଲି ମନେ କରିଥାନ୍ତି । ତେବେ ଉପବାସ…

ପିତାଙ୍କ ଅଫିସରେ ସବ-ଇନ୍ସପେକ୍ଟର ହୋଇ ପହଞ୍ଚିଲା ଝିଅ, ଅବସର ଦିନରେ ମିଳିଲା ତାଙ୍କ ସ୍ଥାନ: ଏପରି ହେଲା ୱେଲକମ୍

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ଏହା ହେଉଛି ରାଜ୍ୟରେ ମାଣ୍ଡ୍ୟାର ଘଟଣା, ଯେଉଁଠାରେ କେନ୍ଦ୍ରୀୟ ପୋଲିସ ଷ୍ଟେସନରେ ସବ-ଇନ୍ସପେକ୍ଟର ଭାବରେ ତାଙ୍କ ପଦ ସମ୍ଭାଳିବା ପରେ ଜଣେ…

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା କାହିଁକି ରହିଛି ଅଧିକ ? ଜାଣନ୍ତୁ ଉତ୍ତର

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ…