Browsing Category

ସ୍ପେସାଲ

ଘରେ ଲାଗି ରହୁଛି କି ଅଶାନ୍ତି ? ଏହି ବାସ୍ତୁଟିପ୍ସ ମାଧ୍ୟମରେ କରିପାରିବେ ଦୂର

ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି: - ଗ୍ଲାସ୍‌ରେ କିଛି ପାଣି ନେଇ ସେଥିରେ…

ପ୍ରଦୂଷିତ ବାୟୁରେ ରହୁଥିବା ଲୋକମାନେ ଶୀଘ୍ର ବୁଢ଼ା ହୁଅନ୍ତି, ଏତିକି ବର୍ଷ ପୂର୍ବରୁ ଆସିଥାଏ ବୃଦ୍ଧାବସ୍ଥା – ରିସର୍ଚ୍ଚ

ନୂଆଦିଲ୍ଲୀ: ଏକ ରିସର୍ଚ୍ଚ ଅନୁଯାୟୀ ଖୁଲଶସା ହୋଇଛି ଯେ, ବାୟୁ ପ୍ରଦୂଷଣ ହେତୁ ଲୋକମାନେ ୧୦ ବର୍ଷ ଜଲଦୀ ବୃଦ୍ଧ ହୋଇଯାଉଛନ୍ତି । ଏହି ରିସର୍ଚ୍ଚରେ କୁହାଯାଇଛି ଯେ ଯେଉଁମାନଙ୍କୁ ବିଷାକ୍ତ ବାୟୁ ସଂସ୍ପର୍ଶରେ ଆସିବାକୁ…

୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବ କିଏ: ରେସରେ ୫ ଜଣ ହେଭିୱେଟ୍, କ’ଣ କହୁଛନ୍ତି ଜନତା

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମହାଲଢ଼େଇ ପାଇଁ ସାରା ଭାରତ ବର୍ଷର ରାଜନୀତି ଏବେଠାରୁ ସରଗରମ୍ ହୋଇ ଉଠିଲାଣି । ଗତ ୧୮ ତାରିଖରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବୈଠକରେ ୩୮ଟି ଦଳ ସାମିଲ…

ପୁଣି ଲୋକଙ୍କୁ ଘାରିଲା ବାହାନଗା ଭୂତଙ୍କ ଭୟ… ବାଲେଶ୍ୱରରେ କାହିଁକି ଏତେ ଟ୍ରେନ ଦୁର୍ଘଟଣା?

ବାଲେଶ୍ୱର: ଜୁନ୍ ୨, ୨୦୨୩... ବାଲେଶ୍ୱର ବାହାନଗାରେ ଘଟିଯାଇଥିଲା ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା । ଏକା ସାଙ୍ଗରେ ୩ଟି ଟ୍ରେନ ମଧ୍ୟରେ ଦୂୁର୍ଘଟରା ଯୋଗୁଁ ଶହ ଶହ ଯାତ୍ରୀ ମୃତ୍ୟୁବରଣ କରିଥିଲେ ତ ହଜାରରୁ ଅଧିକ ଆହତ ହୋଇ…

ପିଲାମାନଙ୍କ ସହ ରୋଷେଇ ଘରେ କୁକିଂ କରିବା ବିପଜ୍ଜନକ, ଏହି ଭୁଲରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ

ବିବାହ ପରେ ମା କିମ୍ବା ବାପା ଖାଲି ସମୟ ଏବଂ ଆବଶ୍ୟକତାକୁ ଧ୍ୟାନରେ ରଖି କୁକିଂ କରିବା ପାଇଁ ରୋଷେଇ ଘରକୁ ଯାଆନ୍ତି । ସେମାନଙ୍କ ସହିତ ସବୁବେଳେ ରହିବାକୁ ଚାହୁଁଥିବା ପିଲାମାନେ ମଧ୍ୟ ନିଜ ପିତାମାତାଙ୍କ ସହିତ ରୋଷେଇ…

ମଣିପୁର ଘଟଣାର ଦୋଷୀଙ୍କୁ ଫାଶୀଦଣ୍ଡ ମିଳିପାରିବ କି: କ’ଣ କହୁଛି ଭାରତୀୟ ଆଇନ, ସୁପ୍ରିମକୋର୍ଟ କ’ଣ ପଦକ୍ଷେପ ନେଇପାରିବେ

ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଘଟିଥିବା ମଣିପୁରର ଦୁଇଜଣ ମହିଳାଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ସାରା ଦେଶରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଥିବା ବେଳେ…

ପ୍ରେମରେ ପଡିବା ପରେ ପୁରୁଷମାନେ ନିଜ ପାର୍ଟନରଙ୍କୁ କହିଥାନ୍ତି ଏହି ମିଛ

ସମ୍ପର୍କରେ ଅନେକ ପୁରୁଷ ମିଛ କହିଥାନ୍ତି , ତେବେ ଏହି ମିଛ କହିବାର ଅନେକ ଗୁଡିଏ କାରଣ ମଧ୍ୟ ରହିଛି। କେତେବେଳେ ପ୍ରେମିକ ତାଙ୍କ ପ୍ରେମିକାକୁ ଖୁସିରେ ଦେଖିବାକୁ ଚାହାନ୍ତିି ତ କେତେ ବେଳେ ନିଜେ କହୁଥିବା କଥାକୁ ସତ…

ବର୍ଷାଦିନେ ପିଲାମାନଙ୍କୁ ଫଙ୍ଗାଲ ଇନ୍ଫେକ୍ସନରୁ କିପରି ରକ୍ଷା କରିବେ ? ଜାଣନ୍ତୁ

ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ ଚର୍ମ ବେଶି ପ୍ରଭାବିତ ହୁଏ। ତେଣୁ ଏଦିନେ ପିଲାଙ୍କ ତ୍ୱଚାର ଯତ୍ନ କିପରି…

ଜୁଲାଇରେ ଆହୁରି ବଢ଼ିବ ଉତ୍ତାପ, ଭାଙ୍ଗିବାକୁ ଯାଉଛି ଦୁନିଆର ସମସ୍ତ ରେକର୍ଡ: ଜାଣନ୍ତୁ ନାସାର ଚେତାବନୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି । ଉତ୍ତାପର ପରିସର ବୃଦ୍ଧି ପାଉଛି । ଏଥି ସହିତ ଶୀତର ସମୟ କମିବାରେ ଲାଗିଛି । ପାଣିପାଗର ପରିବର୍ତ୍ତନ ହେତୁ ବର୍ତ୍ତମାନ ପର୍ବତଗୁଡିକରେ…

ଶ୍ରାବଣ ମାସରେ କାହିଁକି ମାଛ-ମାଂସ ଖାଇବା ଉଚିତ୍ ନୁହେଁ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ

ଭୀଷଣ ଉତ୍ତାପ, ଗୁଳୁଗୁଳି ଓ ଆର୍ଦ୍ରତା ପରେ ଯେତେବେଳେ ବର୍ଷାର ବୁନ୍ଦା ପୃଥିବୀରେ ପଡେ, ସେବେ ସମସ୍ତଙ୍କୁ ଏକ ପ୍ରକାର ଶାନ୍ତି ଓ ଆରାମ ମିଳିଥାଏ । କିନ୍ତୁ ବର୍ଷା ଆସିବା ମାତ୍ରେ ଅନେକ ରୋଗ ଏବଂ ସଂକ୍ରମଣର ଆଶଙ୍କା…