Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଏହି Game ଖେଳିବା ପାଇଁ କ୍ରିକେଟରୁ ଦୂରେଇ ରହିଛନ୍ତି ଇଶାନ୍? ଆଫଗାନିସ୍ତାନ ସିରିଜରେ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ରୋହିତ ଏବଂ ବିରାଟ ଏହି ସିରିଜରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଷ୍ଟାର ୱିକେଟ କିପର ଇଶାନ୍ କିଶାନ୍ ଏହି ଦଳରୁ ବାଦ୍…

କ’ଣ ରହିବ ଭାରତର Playing-11: AFG ବିପକ୍ଷରେ ଏହି ଖେଳାଳିଙ୍କୁ ସୁଯୋଗ ଦେବେ Captain ରୋହିତ

ନୂଆଦିଲ୍ଲୀ: ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ । ଏହି ସରିଜରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ କିଙ୍ଗ କୋହଲି ଦୀର୍ଘ ଦିନ ପରେ କମବ୍ୟାକ କରିବାକୁ ଯାଉଛନ୍ତି ।…

ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ, କାନମୁଣ୍ଡାରେ ବାଜିଥିଲା ବଲ୍‌

ନୂଆଦିଲ୍ଲୀ: ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲ୍ ବାଜି ଜଣେ କ୍ରିକେଟରଙ୍କ ମୃତ୍ୟୁ ଘଟିଛି । ଏହି ବ୍ୟକ୍ତିଙ୍କ ନାମ ହେଉଛି ଜୟେଶ ସାୱଲା ଓ ତାଙ୍କ ବୟସ ୫୨ ବର୍ଷ । ଗତ ସୋମବାର ସକାଳେ ସେ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ…

(video)କ୍ରିକେଟ୍ ମ୍ୟାଚ୍‌ରେ ରନ୍ ନେବା ସମୟରେ ହୃଦଘାତରେ ଟଳି ପଡିଲେ ଇଂଜିନିୟର, ଭାଇରାଲ୍ ହେଉଛି ସେହି ସମୟର ଭିଡିଓ

ନୂଆଦିଲ୍ଲୀ: ନୋଏଡାରୁ ଏକ ଆଚମ୍ବିତ କରିଦେବା ପରି ମାମଲା ସାମ୍ନାକୁ ଆସିଛି । ଏଠାରେ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ଜଣେ ଯୁବକ ରନ୍ ନେବା ସମୟରେ ଅଚାନକ ହୃଦଘାତର ଶିକାର ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ…

କମବ୍ୟାକ ସିରିଜରେ ଇତିହାସ ରଚିବେ ରୋହିତ: ଟାର୍ଗେଟରେ ବିରାଟ-ଧୋନୀଙ୍କ ରେକର୍ଡ

ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ଅଧିନାୟକ ରୋହତ ଶର୍ମା । ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦଳକୁ କମବ୍ୟାକ କରିବା ସହ ଅଧିନାୟକ ପଦ ମଧ୍ୟ ସେ ନିଜ ହାତକୁ ନେଇଛନ୍ତି ।…

କ୍ରିକେଟ ପଡ଼ିଆକୁ ଏଣ୍ଟ୍ରି ବେଳେ ‘ରାମ ସିୟା ରାମ’ ଗୀତ ବଜାଇବାକୁ କହିଲେ ଦକ୍ଷିଣ ଆଫ୍ରିକା କ୍ରିକେଟର କେଶବ ମହାରାଜ

ନଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟର କେଶବ ମହାରାଜ କହିଛନ୍ତି ଯେ ସେ ଯେତେବେଳେ ବି ପଡ଼ିଆରେ ବ୍ୟାଟିଂ କରିବାକୁ ବାହାରିଥିଲେ ସେତେବେଳେ ସେ ଡିଜେଙ୍କୁ ଭକ୍ତି ଗୀତ 'ରାମ ସିଆ ରାମ' ବଜାଇବାକୁ ଅନୁରୋଧ କରିଥିଲେ।…

BIG BREAKING : ମହମ୍ମଦ ଶାମୀଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

National Sports Awards 2023: ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବ। ଏହି ଅବସରରେ କ୍ରୀଡ଼ାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ…

ନୂଆ ଅଧିନାୟକ ବାଛିଲା ‘ମୁମ୍ବାଇ ଇଣ୍ଡିଆନ୍ସ’: IPL-2024 ପୂର୍ବରୁ ଏହି ଖେଳାଳିଙ୍କୁ ମିଳିଲା ନେତୃତ୍ୱ

ନୂଆଦିଲ୍ଲୀ: ଅଇପିଏଲ-୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ପଦକ୍ଷେପ ନେଇଛି । ରୋହିତ ଶର୍ମାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରିଛି ଅଧିନାୟକ ପଦ । ତେବେବର୍ତ୍ତମାନ ଆଉ ଏକ…

ମହମ୍ମଦ ଶାମୀ ଖେଳିବେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ! ଟିମ ଇଣ୍ଡିଆକୁ ବଡ଼ ଝଟକା

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପାଇଁ ବର୍ତ୍ତମାନ ସବୁଠୁ ବଡ଼ ଚିନ୍ତା ପାଲଟିଛି ଖେଳାଳିଙ୍କ ଆହତ ସମସ୍ୟା । ଜାନୁୟାରୀ ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଛି ଭାରତ । ଏହି ଦଳରୁ ହାର୍ଦ୍ଦିକ…

(Video) ଗ୍ରାଉଣ୍ଡ ବାହାରେ ବି ବିବାଦରେ ଶାକିବ: ନିର୍ବାଚନରେ ଜଣକୁ ଚାପୁଡ଼ା ମାରିଲେ ବାଂଲାଦେଶୀ ଅଧିନାୟକ

ନୂଆଦିଲ୍ଲୀ: ବାଂଲାଦେଶର ଅଧିନାୟକ ଶାକିବ ଅଲ୍ ହାସନଙ୍କ ପିଛା ଛାଡ଼ୁନି ବିବାଦ । କ୍ରିକେଟ ହେଉ କି ନିର୍ବାଚନ ସବୁଠି ବିବାଦ ଘେରରେ ରହିଛନ୍ତି ଶାକିବ । ବର୍ତ୍ତମାନ ସେ ବାଂଲାଦେଶରେ ନିର୍ବାଚନ ଲଢୁଥିବା ବେଳେ ତାଙ୍କର…