fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

Breaking News; ଆହତ ହୋଇ ପାଭିଲିୟନ ଫେରିଲେ ଶୁଭମନ ଗିଲ୍: WC Semi-Finalରେ ଭାରତକୁ ଶକ୍ତ ଝଟକା

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ଆହତ ହୋଇଛନ୍ତି ଭାରତର ଷ୍ଟାର ଓପନର ଶୁଭମନ ଗିଲ୍ । ମ୍ୟାଚର ୨୩ତମ ଓଭରରେ ଭାରତକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଅଧା ମ୍ୟାଚରୁ ପାଭିଲିୟନ ପେରିଛନ୍ତି ଶୁଭମନ…

IND vs NZ WC Semi; ନ୍ୟୁଜିଲାଣ୍ଡର ମାୟାଜାଲରେ ଫସିଗଲେ ଅଧିନାୟକ ରୋହିତ: କାମ ଦେଲା ୱିଲିୟମସନଙ୍କ ରଣନୀତି

ନୂଆଦିଲ୍ଲୀ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଦୁଇ ପୁରୁଣା ପ୍ରତିଦ୍ୱନ୍ଦୀ ଭାରତ-ନ୍ୟୁଜିଲାଣ୍ଡ । ଟସ୍ ଜିତି ଅଧିନାୟକ ରୋହିତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦମଦାର ଆରମ୍ଭ କରିଛନ୍ତି ଦୁଇ…

ମ୍ୟାଚ୍ ପୂର୍ବରୁ ମିଳିଲା ଧମକ, ମୁମ୍ବାଇ ପୋଲିସକୁ ଟ୍ୱିଟରରେ ଟ୍ୟାଗ୍ କରି ଆସିଛି ମେସେଜ୍‌

ମୁମ୍ବାଇ: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅପରାହ୍ନ ୨ଟାରୁ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ନ୍ୟୁଜିଲ୍ୟାଣ୍ଡ ଟିମ୍ ସହ ମୁକାବିଲା ହେବ । କିନ୍ତୁ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ପୋଲିସକୁ…

କ୍ରିକେଟ ଚୟନ କମିଟିକୁ ଭାଙ୍ଗିଲା ପିସିବି; ୨୦୨୩ ବିଶ୍ୱକପରୁ ବିଦା ହେବା ପରେ ପାକିସ୍ତାନରେ ଅସନ୍ତୋଷର ନିଆଁ

ଓଡିଶା ଭାସ୍କର: ବିଶ୍ୱକପ-୨୦୨୩ର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ହୋଇଛି ପାକିସ୍ତାନ ଦଳ। ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ…

IND vs NZ WC Semi; ରୋହିତ-ବିରାଟଙ୍କ ପାଇଁ ମାଷ୍ଟରପ୍ଲାନ କରୁଛି ନ୍ୟୁଜିଲାଣ୍ଡ: ଭାରତର ଦୁର୍ବଳତା ଖୋଜିଛି Black Caps

ନୂଆଦିଲ୍ଲୀ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଆସନ୍ତାକାଲି ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ଅପରାଜେୟ ରହି ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ…

(Video) କେବଳ ରୋହିତ-ବିରାଟ ନୁହେଁ, ଭାରତୀୟ କ୍ରିକେଟରଙ୍କ ପତ୍ନୀ ମଧ୍ୟ ରୋଜଗାର କରନ୍ତି କୋଟି କୋଟି ଟଙ୍କା…

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ରୋଜଗାର ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥାନ୍ତି । କ୍ରିକେଟ ବ୍ୟତୀତ ବିଭିନ୍ନ ବିଜ୍ଞାପନ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମଧ୍ୟ…

ପାକ୍ ଅଧିନାୟକ ବାବର ଆଜମଙ୍କୁ ସମର୍ଥନ କଲେ ଭାରତର ବିଶ୍ୱକପ ବିଜେତା କପିଲ ଦେବ

ଓଡିଶା ଭାସ୍କର: ବିଶ୍ୱକପ-୨୦୨୩ର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିବାରେ ଅସମର୍ଥ ହୋଇଛି ବାବର ସେନା । ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାସ୍ତ…

ରୁକ୍ନା ନେହିଁ’…ବଢତେ ଚଲୋ…ବିଶ୍ୱକପ ସେମିଫାଇନାଲରେ ବାଜିବ ଭିକି କୌଶଲଙ୍କ ଏହି ଗୀତ

ମୁମ୍ବାଇ: ବୁଧବାର ବା ଆସନ୍ତାକାଲି ବିଶ୍ୱକପର ସେମିଫାଇନାଲ ଲଢେଇରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଏହି ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହି ମ୍ୟାଚରେ…

କାହାକୁ ମିଳିବ WorldCup-2023 ଫାଇନାଲ ଟିକେଟ? ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲକୁ ନେଇ ଜ୍ୟୋତିଶଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ନଭେମ୍ବର ୧୫ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ୱକପର ପ୍ରଥମ ସେମି ଫାଇନାଲ ମ୍ୟାଚ । ଏହି ମ୍ୟାଚର ବିଜୟୀ ଦଳକୁ ସିଧାସଳଖ ଫାଇନାଲ ପାଇଁ ଟିକେଟ ପାଇବ । ତେବେ ଚଳିତ ବିଶ୍ୱକପରେ ଟିମ…

IND vs NZ ସେମି ଫାଇନାଲରେ ନୂଆ ବଲରେ ବୋଲିଂ କରିବେ ବିରାଟ! ନ୍ୟୁଜିଲାଣ୍ଡ ପାଇଁ ନୂଆ ପ୍ଲାନ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୧୫ ତାରିଖରୁ ସେମି ଫାଇନାଲ ମ୍ୟାଚ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ…