Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
‘ମୋ କାହାଣୀ ଶେଷ…’, ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବାଂଲାଦେଶ ଦଳକୁ ବଡ଼ ଝଟକା, ସନ୍ୟାସ ଘୋଷଣା କଲେ ଏହି ଷ୍ଟାର ଖେଳାଳି
ନୁଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବ ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ । ଏହା ପୂର୍ବରୁ ବାଂଲାଦେଶ ଟିମକୁ ଲାଗିଛି ବଡ଼ ଝଟକା ।
ସନ୍ୟାସ ଘୋଷଣା କରିଛନ୍ତି ଷ୍ଟାର ଖେଳାଳି ତଥା ପୂର୍ବତନ ଅଧିନାୟକ ତମିମ୍…
ODI ଦଳରେ ଡେବ୍ୟୁ କରିବେ ୪ ଜଣ ଷ୍ଟାର ପ୍ଲେୟର! Champions Trophyରେ ମିଳିପାରେ ସୁବର୍ଣ୍ଣ ସୁଯୋଗ
ନୂଆଦିଲ୍ଲୀ: ଫେବୃଆରୀରେ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । କିନ୍ତୁ ଏହାପୂର୍ବରୁ ଭାରତର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଫର୍ମ ଏବେ ଦଳ ପାଇଁ ଚିନ୍ତା ବଢାଇଛି…
Champions Trophy ଆୟୋଜନ କରିବନି ପାକିସ୍ତାନ! ସରୁନି ଷ୍ଟାଡିୟମ କାମ, ପାଖେଇ ଆସୁଛି ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ପାକିସ୍ତାନରେ ଖେଳା ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାକିସ୍ତାନର ବିଭିନ୍ନ ଷ୍ଟାଡିୟମର ଉନ୍ନତିକରଣ କାମ ଧିମେଇ ଯାଇଛି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ କାମ ଶେଷ ହେବାର…
CT-2025; ଗମ୍ଭୀରଙ୍କ ନଜରରେ ୩ କ୍ରିକେଟର… ICC ଟୁର୍ଣ୍ଣାମେଣ୍ଟରେ ମିଳିବନି ସୁଯୋଗ! ଆସିବେ ନୂଆ ଚେହେରା
ନୂଆଦିଲ୍ଲୀ: ଚମ୍ପିଆନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଆଇସିସିର ମେଗା ଇଭେଣ୍ଟ ପାଇଁ କୌଣସି ଦଳ ଘୋଷଣା ହୋଇନାହିଁ । ଏହାଭିତରେ ଟିମ ଇଣ୍ଡିଆର ସିଲେକ୍ସନକୁ ନେଇ ଚାଲିଛି ଚର୍ଚ୍ଚା ।
ଆଇସିସିର…
Captaincy ନା ଲମ୍ବା କ୍ୟାରିୟର… ବୁମରାହଙ୍କ ଆଗରେ ୨ଟି ରାସ୍ତା; କାହାକୁ ବାଛିବେ ଜଶପ୍ରୀତ?
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଖରାପ ଫର୍ମ ପରେ ଏବେ ନୂଆ ଅଧିନାୟକ ଖୋଜୁଛି ଟିମ ଇଣ୍ଡିଆ । ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କୁ ଦଳର ଅଧିନାୟକ ପଦ ଦେବା ପାଇଁ ବିଚାର କରୁଛି ବୋର୍ଡ ।
କିନ୍ତୁ ଜଶପ୍ରୀତ ବୁମରାହଙ୍କ…
ପାକିସ୍ତାନରେ ହେବନି ଚାମ୍ପିୟନ୍ସ ଟ୍ରଫି! ସାମ୍ନାକୁ ଆସିଲା ବଡ଼ ତଥ୍ୟ
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ସାମ୍ନାକୁ ଆସୁଛି ବଡ଼ ତଥ୍ୟ। ଫେଲ୍ ମାରିବାକୁ ଯାଉଛି ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଯେଜନା।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା…
ଟିମ ଇଣ୍ଡିଆରୁ କିଏ Out? ଇଂଲଣ୍ଡ ODI ସିରିଜରୁ ବାଦ୍ ପଡ଼ିବେ ‘ଅଧିନାୟକ’! ଏମିତି ରହିପାରେ Squad
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ପରାଜୟ ପରେ ଭାରତ ସ୍ୱଦେଶ ଫେରିଛି । ତେବେ ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବାକୁ ଯାଉଛି । ଏଥିପାଇଁ ଚୟନକୁ ନେଇ ଏବେ ଚର୍ଚ୍ଚା…
ରୋହିତ, କୋହଲି ନା ଗୁରୁ ଗମ୍ଭୀର… ବିଜିଟି ପରାଜୟ ପରେ କାହାକୁ ବାଦ୍ ଦେବ ଟିମ୍ ଇଣ୍ଡିଆ? ଜାଣନ୍ତୁ ଅପଡେଟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ ଟିମ ଇଣ୍ଡିଆକୁ ଦେଇଛି ଶକ୍ତ ଝଟକା । ଦଳର ନିରାଶଜନକ ପ୍ରଦର୍ଶନ ଯୋଗୁଁ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ…
ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ଅପଡେଟ୍: ଜାଣନ୍ତୁ କିଏ ହେବ କ୍ୟାପ୍ଟେନ୍, କେବେ ଘୋଷଣା ହେବ ଦଳ?
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ଶୃଙ୍ଖଳା ଜାନୁଆରି ୨୨ରୁ ଖେଳାଯିବ। ଏହାପରେ ଦିନିକିଆ ସିରିଜ୍ ମଧ୍ୟ ଆରମ୍ଭ ହେବ। ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଟିମ୍ ଇଣ୍ଡିଆ ୩ଟି ଦିନିକିଆ ଖେଳିବ।
ଏବେ ଭାରତୀୟ…
ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମାଲୋଚନା ଉପରେ କ’ଣ କହିଲେ ଯୁବରାଜ ସିଂହ
ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ ଟେଷ୍ଟ କ୍ରିକେଟର ଯୁବରାଜ ସିଂହ। ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ପରାଜୟ ହୋଇଛି।
ଯାହାକୁ ନେଇ ଅନେକ ଲୋକ ରୋହିତ ଶର୍ମା…