Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ODI ସିରିଜ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା! ଶ୍ରୀଲଙ୍କା ଗସ୍ତ ପୂର୍ବରୁ ନେଲେ ବ୍ରେକ, କିଏ ହେବେ ଅଧିନାୟକ?

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷରେ ଭାରତ ଟି-୨୦ ଏବଂ ଦିନିକିଆ ସିରିଜ ଖେଳିବ । କିନ୍ତୁ ଏହାପୂର୍ବରୁ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା…

IPL-2025 କୁ ଫେରିବେ ‘କୋଚ୍ ଦ୍ରାବିଡ’! ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କୋଚ୍ ଭାବରେ ମିଳିପାରେ ଦାୟିତ୍ୱ

ଓଡ଼ିଶା ଭାସ୍କର: ଆଇପିଏଲ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କୋଚ୍ ରିକି ପଣ୍ଟିଂଙ୍କୁ କୋଚ୍ ପଦବୀରୁ ହଟାଇଛି । ତେଣୁ ଆଗାମୀ ସିଜନ ପାଇଁ ଦଳକୁ ଜଣେ ନୂଆ କୋଚ୍ ସନ୍ଧାନରେ ରହିଛି ଦିଲ୍ଲୀ । ଏହାଭିତରେ ଭାରତର ଟି-୨୦…

ହାର୍ଦ୍ଦିକ ହେବେ ନୂଆ ଅଧିନାୟକ… ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ ଗମ୍ଭୀର କରିବେ ବଡ଼ ପ୍ଲାନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଅଣ୍ଟା ଭିଡ଼ୁଛି ଟିମ ଇଣ୍ଡିଆ । ଏହି ସିରିଜରେ ଭାରତକୁ ନୂଆ କୋଚ୍ ସହିତ ନୂଆ ଅଧିନାୟକ ମଧ୍ୟ ମିଳିବେ । କୋଚ୍ ଭାବରେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ…

ଧମକ ପରେ ପାକିସ୍ତାନ ରଖିଲା ଡିମାଣ୍ଡ: Champions Trophy ପାଇଁ BCCIକୁ ଦେଲା ଏହି ଆଦେଶ…

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ଏବେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ମନା କରିଛି…

IPL-2025; କୋଚ୍ ଗଲେ, ଏବେ ଦଳ ଛାଡ଼ିବେ ଋଷଭ! ଦିଲ୍ଲୀ କ୍ୟାପିଟାଲ୍ସରେ ହେବ ବଡ଼ ପରିବର୍ତ୍ତନ

ଓଡ଼ିଶା ଭାସ୍କର: ଆସନ୍ତା ଆଇପିଏଲ ସିଜନକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଳ ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମୀ…

ସେ କ୍ରିକେଟରୁ ବିଦାୟ ନେଇଛନ୍ତି… ଖେଳିବେନି Champions Trophy! ବୋର୍ଡ ଦେଲା ସୂଚନା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ଚମ୍ପିଆନ୍ସ ଟ୍ରଫିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଟି-୨୦ ଚମ୍ପିଆନ୍ ଟିମ ଇଣ୍ଡିଆ ସହ ଅନ୍ୟ ସମସ୍ତ ଦଳ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ…

ହାର୍ଦ୍ଦିକ vs ଶୁଭମନ୍… କିଏ ହେବେ Permanent Captain? ଅଧିନାୟକ ତାଲିକାରେ ୫ ଖେଳାଳି

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପ୍ ପରେ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଏବେ ଜଣେ ନୂଆ ଅଧିନାୟକ ସନ୍ଧାନରେ ରହିଛି ବିସିସିଆଇ । ତେବେ ରୋହିତଙ୍କ ନେତୃତ୍ୱ ସମୟରେ ହାର୍ଦ୍ଦିକଙ୍କୁ ଦଳର…

ଟିମ୍ ଇଣ୍ଡିଆକୁ ପଠାଅ…. PCB ଦେଉଛି ଭାରତକୁ ଧମକ! ରିପୋର୍ଟ କହିଲା ଏ କି କଥା…..

ଓଡିଶା ଭାସ୍କର: ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଯିବ ନା ନାହିଁ ତାହାକୁ ନେଇ ଏବେ ଚର୍ଚ୍ଚା ଥମିବାର ନା ନେଉ ନାହିଁ । କେତେକ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

(Video) ଗୋଟିଏ ବଲରୁ ୧୩ ରନ୍… ରେକର୍ଡ କଲେ ଯଶସ୍ୱୀ ଜଏସ୍ୱାଲ: ଶେଷ ଟି-୨୦ କାହାର?

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚ ପରାସ୍ତ ହେବା ପରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପରବର୍ତ୍ତୀ ୩ଟି ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିବା ସହ ସିରିଜ ମଧ୍ୟ ଅକ୍ତିଆର କରିଛି । ତେବେ ଆଜି ଉଭୟ ଦଳ ମଧ୍ୟରେ ପଞ୍ଚମ ତଥା…

ଏହି ଭାରତୀୟ ଖେଳାଳିଙ୍କୁ କ୍ୟାନସର: ସାହାଯ୍ୟର ହାତ ବଢାଇଲା BCCI, ବଡ଼ ଘୋଷଣା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ପାଇଁ ସଦାସର୍ବଦା ସାଥୀରେ ରହିଛି ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇ । ବର୍ତ୍ତମାନ ଏହାର ପ୍ରମାଣ ମଧ୍ୟ ମିଳିଛି । ଭାରତର ଜଣେ ଖେଳାଳିଙ୍କ ଚିକିତ୍ସା ପାଇଁ ସାହାଯ୍ୟର…