Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ରବିନ୍ଦ୍ର ଜାଡେଜା! ଡେବ୍ୟୁ କରିବେ ନୀତିଶ… କ’ଣ ରହିବ ଭାରତର ?
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟକୁ ମଝିରେ କେବଳ ଗୋଟିଏ ଦିନ ବାକି ରହିଛି । ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ପର୍ଥରେ ମୁହାଁମୁହିଁ ହେବେ ।…
ମୁଁ ଅଲଗା ହିଁ ଥିଲି… କ୍ରିକେଟରୁ ଅବସର ନେଲେ ବିରାଟ! ସୋସିଆଲ ମିଡିଆରେ ଦେଲେ ଏମିତି ମେସେଜ
ନୂଆଦିଲ୍ଲୀ: ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବର୍ଡର ଗାଭାସ୍କର ଟ୍ରଫି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଘମାଘୋଟ ଲଢେଇ । କିନ୍ତୁ ଏହାର ମାତ୍ର ଦିନକୁ ପୂର୍ବରୁ କିଙ୍ଗ କୋହଲି ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି…
ଦଳରୁ ବାହାରିବେ ରୋହିତ-ବିରାଟ: ଅଷ୍ଟ୍ରେଲିଆ ସିରିଜ କରିବ ଭାଗ୍ୟ ନିରୂପଣ, ଜଗିଛନ୍ତି ଅଗରକର
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଆସିଛି ବଡ଼ ଖବର । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ଦୁଇ ଖେଳାଳିଙ୍କ ଭବିଷ୍ୟତ ଉପରେ ନିଆଯିବ ବଡ଼…
IPL ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରସ୍ତୁତ: ଅଶ୍ୱିନ ୮ ଓ ନଟରାଜନଙ୍କୁ ୧୦ କୋଟିରେ କିଣିଲେ, ଜାଣନ୍ତୁ ଆଉ…
ମୁମ୍ୱାଇ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଆଜିକାଲି ଇଣ୍ଟରନେଟରେ ଦବଦବା ଜାହିର କରୁଛନ୍ତି । ଏହା ପୂର୍ବରୁ ସେ ମକ୍ ନିଲାମ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ଏବେ ସେ 'ଦ ଅଲ୍ଟିମେଟ୍ ନିଲାମ' ନାମକ ଏକ ଇଭେଣ୍ଟର…
Video: ଷ୍ଟାର ନୁହେଁ ସୁପରଷ୍ଟାର… ପୁଣିଥରେ No.1 ସାଜିଲେ ହାର୍ଦ୍ଦିକ: ଅଲରାଉଣ୍ଡର ତାଲିକାରେ ମିଳିଲା ଶୀର୍ଷ ସ୍ଥାନ
ନୂଆଦିଲ୍ଲୀ: ଆଇସିସି ମାନ୍ୟତାରେ ପୁଣି ଥରେ ଶୀର୍ଷ ଟି-୨୦ ଅଲରାଉଣ୍ଡର ଭାବେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଟିମ୍ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟା। ଅନ୍ୟପକ୍ଷରେ ଯୁବ ପ୍ରତିଭା ତିଲକ ବର୍ମା ଶ୍ରେଷ୍ଠ ୧୦…
ହାର୍ଦ୍ଦିକଙ୍କ ଦଳରେ ଅଧିନାୟକ ରହିବେ କୃଣାଳ ପାଣ୍ଡ୍ୟା: ଗୋଟିଏ ଦଳରେ ସ୍ଥାନ ପାଇଲେ ଦୁଇ ଭାଇ
ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବ୍ୟାଟିଂ ଏବଂ ବୋଲିଂ ସହ ଫିଲ୍ଡିଂରେ ସେ ନିଜକୁ ପ୍ରମାଣ କରିସାରିଛନ୍ତି । କିନ୍ତୁ ଭାଇ କୃଣାଳ…
BGT-2024 ପ୍ରଥମ ଟେଷ୍ଟରେ କାହାକୁ ବାଛିବେ ଅଧିନାୟକ ବୁମରାହ? ୩ ଖେଳାଳିଙ୍କ ଭିତରେ କଡ଼ା ଟକ୍କର
ନୂଆଦିଲ୍ଲୀ: ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି । ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ଶୁଭମନ ଗିଲ ଦଳରୁ ବାଦ୍ ପଡ଼ି ସାରିଛନ୍ତି…
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଯିବେ ପୂଜାରା: ଟେଷ୍ଟ ସିରିଜରେ ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଛି । ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲ୍ ପ୍ରଥମ ଟେଷ୍ଟ ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ଉଭୟଙ୍କ…
IPL-2025; ୨୦୪ ଖେଳାଳିଙ୍କ ଉପରେ ବର୍ଷିବ ୬୪୧ କୋଟି: ଏହିସବୁ ଖେଳାଳିଙ୍କ ଉପରେ ରହିବ ସବୁ ଦଳର ନଜର
ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ଆସନ୍ତା ୨୪-୨୫ ତାରିଖରେ ହେବ ମେଗା ଅକ୍ସନ । ଏଥିପାଇଁ ୧୫୭୪ ଜଣ ଖେଳାଳି ନାମ ପଞ୍ଜିକରଣ କରିଥିବା ବେଳେ ୧୦୦୦ ଜଣ ଖେଳାଳିଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଛି । ତେଣୁ ମେଗା…
Captain ରୋହିତ ଖେଳିବେନି ପ୍ରଥମ ଟେଷ୍ଟ, ବୁମରାହ ନେବେ ନେତୃତ୍ୱ: ଏହି ଖେଳାଳି କରିପାରନ୍ତି ଓପନିଙ୍ଗ
ନୂଆଦିଲ୍ଲୀ: ଅଷ୍ଟେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ଅଦିନାୟକ ରୋହିତ ଶର୍ମା । ଏ ନେଇ ସେ ବିସିସିଆଇକୁ ସ୍ପଷ୍ଟ କରିଛନ୍ତି । ଦ୍ୱିତୀୟ ଥର ପିତା ହୋଇଥିବା ବେଳେ ସେ ଏହି ସମୟରେ ପରିବାର ସହ ରହିବାକୁ ସ୍ଥିର…