Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ମୁମ୍ବାଇ ଛାଡ଼ି ଆରସିବି ପକ୍ଷରୁ ଖେଳିବେ ରୋହିତ ଶର୍ମା? ଆଇପିଏଲ ୨୦୨୫ ନିଲାମୀ ପୂର୍ବରୁ ସାମ୍ନାକୁ ଆସିଲା ବଡ଼ ଖବର
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୫ର ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମଙ୍କୁ ରିଟେନ କରିବାକୁ ଥିବା ଖେଳାଳିଙ୍କର ଏକ ଲିଷ୍ଟ ଜାରି କରିବାକୁ ପଡ଼ିବ । ତେବେ ରୋହିତ ଶର୍ମା ଏବେ ମୁମ୍ବାଇ ଇଣ୍ଡିଆନ୍ସରେ…
ଧରାପଡ଼ିଲା ପାକିସ୍ତାନର ବଡ଼ ଚାଲ୍! ଭାରତକୁ ସେମିରୁ ବିଦା କରିବା ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଜାଣିଶୁଣି ହାରିଥିଲା ପାକିସ୍ତାନ
ନୂଆଦିଲ୍ଳୀ: ଅକ୍ଟୋବର ୧୪ ତାରିଖରେ ଆଇସିସି ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ଯେପରି ଦୟନୀୟ ପ୍ରଦର୍ଶନ କଲା ତାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ ।…
ଏମିତି ଜଣେ ବୋଲର, ଯାହାଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ, ହାଟ୍ରିକରେ ରଚିଥିଲେ ଇତିହାସ
ନୂଆଦିଲ୍ଲୀ: କୌଣସି ବୋଲର ପାଇଁ ସବୁଠାରୁ ବଡ ସ୍ୱପ୍ନ ହେଉଛି ହାଟ୍ରିକ ୱିକେଟ ହାସିଲ କରିବା । କେହି ହାଟ୍ରିକ୍ ୱିକେଟ ନେଲେ ସାରା ଦୁନିଆ ତାଙ୍କର ଦିବାନା ହୋଇଯାଏ । ତେବେ ଟେଷ୍ଟ କ୍ରିକେଟରେ ଏଯାଏଁ ୪୬ ହାଟ୍ରିକ…
ଟିମ୍ ଇଣ୍ଡିଆ ନିରାଶ: ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲା ଭାରତୀୟ ମହିଳା ଟିମ୍, ନ୍ୟୁଜିଲାଣ୍ଡ ସେମିରେ
ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରୁ ଆସିଛି ଏକ ନୈରାଶ୍ୟଜନକ ଖବର । ଗତକାଲି ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଭାରତର ସେମି ଖେଳିବା ଆଶା ମଉଳି ଯାଇଥିବା ବେଳେ ଆଜି ଭାରତ ବିଶ୍ୱକପରୁ ବାଦ୍ ପଡ଼ିଛି । ଆଜିର…
ବିଶ୍ୱକପ ସେମି ଖେଳିବା ପାଇଁ ଭାରତ ପାଖରେ ରହିଛି ଏକମାତ୍ର ସୁଯୋଗ! ପାକିସ୍ତାନର ବିଜୟ ଉପରେ ନିର୍ଭର କରୁଛି ଟିମ୍ ଇଣ୍ଡିଆର ଭାଗ୍ୟ
ନୂଆଦିଲ୍ଲୀ: ଅକ୍ଟୋବର ୧୩ରେ ଖେଳାଯାଇଥିବା ଆଇସିସି ମହିଳା ଟି-୨୯ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୯ ରନରେ ପରାସ୍ତ ହେବା ଭାରତକୁ ମହଙ୍ଗା ପଡ଼ିଛି । ଭାରତ ଏବେ ଚଳିତ ଟି-୨୦ ବିଶ୍ୱକପର ସେମି…
ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତର ସେମି ଆଶା ମଉଳିଲା
ନୂଆଦିଲ୍ଲୀ: ଟି-୨୦ ମହିଳା ବିଶ୍ୱକପ ୨୦୨୪ରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ମାତ୍ର ୯ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୮…
ବଦଳିଲେ କୋଚ୍, ବଦଳିବେ କି Captain? ନୂଆ ପରିବର୍ତ୍ତନ ସହ IPL-2025ରେ ଫେରିବ ମୁମ୍ବାଇ
ନୂଆଦିଲ୍ଲୀ: ଆଇପିଏଲ-୨୦୨୫ କୁ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଜାରି ରହିଛି । କେଉଁ ଫ୍ରାଞ୍ଚାଇଜି କାହାକୁ ରଖିବ, କାହାକୁ ବାଦ୍ ଦେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା । ତେବେ ଏହାଭିତରେ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି…
ମାହେଲା ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ନିଯୁକ୍ତ: ପଦରୁ ହଟିଲେ ମାର୍କ ବାଉଚର
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ଧରଣର ପରିବର୍ତ୍ତନ କରିଛି । ଫ୍ରାଞ୍ଚାଇଜ ତରଫରୁ ମୁଖ୍ୟ କୋଚ ପଦରୁ ମାର୍କ ବାଉଚରଙ୍କୁ ହଟାଇ ଦିଆଯାଇଛି । ବାଉଚରଙ୍କ ସ୍ଥାନରେ ମୁଖ୍ୟ କୋଚ…
(Video) ସମସ୍ତଙ୍କ ହୃଦୟ ଜିତିନେଲେ ହାର୍ଦ୍ଦିକ… ମ୍ୟାଚ୍ ମଝିରେ Selfie ନେଲେ ଷ୍ଟାର ଅଲରାଉଣ୍ଡର
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ଟି ଯାକ ମ୍ୟାଚରେ ବିଜୟୀ ହୋଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଏହି ସିରିଜରେ ଭାରତର ଅନେକ ଖେଳାଳି ନିଜ ପ୍ରଦର୍ଶନରେ କ୍ରିକେଟପ୍ରେମୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି…
ମହିଳା ଟି-୨୦ ବିଶ୍ୱକପରେ ଏକ ବିରଳ ସଂଯୋଗ! ପାକିସ୍ତାନ ଜିତିଲେ ସେମିଫାଇନାଲରେ ପହଞ୍ଚିବ ଭାରତ
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପରେ ଆଜି ଗ୍ରୁପ-ଏ’ରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ସେମିରେ ପହଞ୍ଚିବା ପାଇଁ ହେଲେ ଭାରତକୁ ଏହି ମ୍ୟାଚରେ ଜିତିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଡିଫେଣ୍ଡିଂ ଚାମ୍ପିୟନ…