Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ସୁସ୍ଥ ହୋଇ CSKକୁ ଫେରିବେ ପଥିରାନା! ବେଙ୍ଗଲୁରୁ ବିପକ୍ଷରେ କମବ୍ୟାକ କରିବେ ବେବି ମାଲିଙ୍ଗା
ନୂଆଦିଲ୍ଲୀ: ଆଇପିଏଲରେ ଶେଷ ଲିଗ ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ମିଳିଛି ବଡ଼ ଖୁସି ଖବର । ପ୍ଲେଅଫ୍ ପାଇଁ ଟିକେଟ ମିଳିବା ପୂର୍ବରୁ ଦଳକୁ ଫେରିପାରନ୍ତି ଷ୍ଟାର କ୍ରିକେଟର । ଚେନ୍ନାଇର ୟର୍କର କିଙ୍ଗ ମଥୀଶା…
(Video) ନିଜ ଦଳର ପୂର୍ବତନ ଖେଳାଳିଙ୍କୁ କଡ଼ା ଜବାବ ଦେଲେ ବାବର; ଗୋଟିଏ ଓଭରରେ ମାରିଲେ ୪ଛକା
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପୂର୍ବରୁ ବାବର ଆଜମ ଭଲ ଫର୍ମରେ ନଜର ଆସୁଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପାକିସ୍ତାନ ଅଧିନାୟକ ବାବର ଆଜମ୍ ସର୍ବାଧିକ ସ୍କୋର କରିଥିଲେ। ମହମ୍ମଦ ରିଜୱାନ…
ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିଲେ ବି ଦିଲ୍ଲୀ ପ୍ଲେଅଫ୍ ଖେଳିପାରିବ! ଦୁଇଟି ମ୍ୟାଚର ଫଳାଫଳ ବଦଳାଇପାରେ ସ୍ଥିତି
ନୂଆଦିଲ୍ଲୀ: ରୋଚକ ମୋଡ଼ରେ ପହଞ୍ଚିଛି ଚଳିତ ସିଜିନର ଆଇପିଏଲ ପ୍ଲେଅଫ୍ ଲଢ଼େଇ । ପ୍ଳେଅଫ୍ ପୂର୍ବରୁ ଆଉ ମାତ୍ର ୬ଟି ମ୍ୟାଚ ଖେଳିବାକୁ ବାକି ରହିଛି । ତେବେ ଏଭଳି ସ୍ଥିତିରେ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଥିବା ଦିଲ୍ଲୀ…
T20 WC ପୂର୍ବରୁ ଚିନ୍ତାରେ ରୋହିତ! ବିଶ୍ୱକପର ଏହି ନିୟମକୁ ନେଇ ବଢୁଛି ଟେନସନ
ଓଡ଼ିଶା ଭାସ୍କର: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ଏହି ମେଗା ଇଭେଣ୍ଟରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚରୁ ନିଜ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚ ଏବଂ ବିଶ୍ୱକପ ପୂର୍ବରୁ…
କିଏ ନେବେ ଦ୍ରାବିଡଙ୍କ ସ୍ଥାନ? ଏହି ବିଶ୍ୱବିଜେତାଙ୍କୁ କୋଚ୍ ଦାୟିତ୍ୱ ଦେଇପାରେ ବିସିସିଆଇ
ନୂଆଦିଲ୍ଲୀ: ଭାରତୀୟ ଦଳରେ ନୂଆ ମୁଖ୍ୟ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡ ଏହି ପଦବୀରେ ଥିବା ବେଳେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା…
ଶେଷ ହେଲା ‘ସୁପର’ ବିବାଦ… ପୁଣି ଏକାଠି ହେଲେ ରାହୁଲ-ସଞ୍ଜୀବ: ମଝିରେ ଆଥିୟାଙ୍କ ପୋଷ୍ଟ ଭାଇରାଲ
ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ ଅନେକ ଘଟଣାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ଏହାମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ଲକ୍ଷେ୍ନø ସୁପର ଜିଆଣ୍ଟସର ମାଲିକ ସଞ୍ଜୀବ ଗୋୟଙ୍କା ଏବଂ…
ପୂଜା ପାଇବେ ମାହି… ଧୋନୀଙ୍କ ନାଁ ରେ ନିର୍ମାଣ ହେବ ମନ୍ଦିର! ଚେନ୍ନାଇର ଭଗବାନ୍ ହେଉଛନ୍ତି MS Dhoni…
ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏକ ବିରାଟ ଅଧ୍ୟାୟ ହେଉଛନ୍ତି ଏମ.ଏସ ଧୋନୀ । କେବଳ ଭାରତୀୟ କ୍ରିକେଟ ପାଇଁ ନୁହେଁ, ସାରା ବିଶ୍ୱର କ୍ରିକେଟ ପାଇଁ ସେ ସାଜିଛନ୍ତି ମହାନ୍ ଦିଗଦର୍ଶକ । ଭାରତରୁ ଆରମ୍ଭ କରି ପୃଥିବୀର…
କ୍ରିକେଟରେ କେତେ ଗୁରୁତ୍ୱ ରଖେ ଫିଟନେସ? କିଙ୍ଗ କୋହଲି ଦେଲେ ଏହାର ଜବାବ
ନୂଆଦିଲ୍ଲୀ: ଯୁଗ ବଦଳିବା ସହ କ୍ରିକେଟରେ ବଦଳି ଚାଲିଛି ନୂତନତା । ବର୍ତ୍ତମାନ କ୍ରିକେଟରେ ନୂଆ ନୂଆ ନିୟମର ବ୍ୟବହାର ମଧ୍ୟ ହେଉଛିା ବ୍ୟାଟିଂ ଓ ବୋଲିଂ ସହ କ୍ଷେତ୍ର ରକ୍ଷଣରେ ମଧ୍ୟ ଅନେକ କିଛି ବଦଳିସାରିଛି ।…
(Video)ଭାରତୀୟ ଟିମ୍ର ନୂଆ ଜର୍ସିକୁ ଏପରି ସ୍ୱାଗତ କଲେ ରୋହିତ ଓ ଜୟ ଶାହ, ଲଞ୍ଚ ହେଉ ହେଉ ହେଲା ଟ୍ରୋଲ
ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଟିମ୍ ଜୁନ୍ରେ ଟି ୨୦ ବିଶ୍ୱକପ୍ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜୁନ୍ ୯ରେ ପାକିସ୍ତାନ ବିରୁଦ୍ଧରେ ନ୍ୟୁୟର୍କରେ ମହାମୁକାବିଲା ମ୍ୟାଚ୍ ଖେଳିବ । ତେବେ…
T-20 ବିଶ୍ୱକପ ପରେ ‘କ୍ରିକେଟ’ ଛାଡ଼ିବେ ରୋହିତ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ହିଟମ୍ୟାନ୍ ନେଇପାରନ୍ତି ଅବସର
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୪ । ଏହି ବଡ଼ ଇଭେଣ୍ଟ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ…