fbpx
Browsing Category

ଖେଳ

ଚେନ୍ନାଇକୁ ଭେଟିବ ରାଜସ୍ଥାନ ରୋୟଲ୍ସ: ଘରୋଇ ଗ୍ରାଉଣ୍ଡରେ ଚାଲିବ ମାହି ମ୍ୟାଜିକ୍

ଚେନ୍ନାଇ: ଆଜି ଆଇପିଏଲର ଆଉ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ଚେନ୍ନାଇର ଚିପକ୍ ଷ୍ଟାଡିୟମରେ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲିଗର ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ପ୍ରଥମ ଚମ୍ପିଆନ୍…

CSKକୁ ବ୍ୟାନ କରିବା ପାଇଁ ଉଠିଲା ଦାବି: ଧୋନୀବାହିନୀ ପାଇଁ ଏତେ ହଙ୍ଗାମା କାହିଁକି?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ଦଳ ଭିତରୁ ଗୋଟିଏ ହେଉଛି ଚେନ୍ନାଇ ସୁପର କିଙ୍ଗସ । ୪ ଥର ଚମ୍ପିଆନ୍ ମୁକୁଟ ପିନ୍ଧିଥିବା ଏହି ଦଳ ଦେଶରେ ଖୁବ ଲୋକପ୍ରିୟତା ହାସଲ କରିଛି । କିନ୍ତୁ କ୍ୟାପଟେନ କୁଲ…

(Video) ସେଲିବ୍ରେସନରେ ସୀମା ଟପିଗଲେ ଆଭେଶ ଖାନ: ମ୍ୟାଚ ରେଫରୀ ଦେଲେ ଏମିତି ସଜା

ନୂଆଦିଲ୍ଲୀ: ସେମାବାର ସନ୍ଧ୍ୟାରେ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଛି । ଘମାଘୋଟ ଯୁଦ୍ଧ ପରେ ଶେଷ ବଲରେ ବାଜି ମାରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସେପଟେ ୨୧୨ ରନ କରିବା…

‘କୋହଲି ଆଇପିଏଲ୍ ଖେଳି କେବେ ଆଘାତ ହୋଇନାହାନ୍ତି…’: ‘ୱାର୍କ ଲୋଡ୍ ମ୍ୟାନେଜମେଣ୍ଟ’ ପ୍ରସଙ୍ଗରେ ରୋହିତଙ୍କୁ…

ମୁମ୍ବାଇ: ଆହତ ସମସ୍ୟାକୁ ନେଇ ଭାରତୀୟ ଏବଂ ପୂର୍ବତନ କୋଚଙ୍କୁ ଟାର୍ଗେଟ କରିଛନ୍ତି ଆଇପିଏଲ ଚେୟାରମ୍ୟାନ ଅରୁଣ ଧୁମଲ। ସେ କହିଛନ୍ତି ଯେ, ୨୦୨୩ ଭାରତୀୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଆଇସିସି ଇଭେଣ୍ଟରେ…

ଗୋଟିଏ ଓଭରରେ ୫ଟି ଛକା: ରିଙ୍କୁ ସିଂହଙ୍କ ପୂର୍ବରୁ ଏହି ୪ ଖେଳାଳି କରିଛନ୍ତି ରେକର୍ଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ବର୍ତ୍ତମାନ ସବୁଠୁ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୋଲକାତାର ଷ୍ଟାର ଖେଳାଳି ରିଙ୍କୁ ସିଂହ । ଗୁଜୁରାଟ ବିପକ୍ଷରେ ଗୋଟିଏ ଓଭରରେ ୫ଟି ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…

Video: ଆଇପିଏଲ୍ ୨୦୨୩ ର ଦୀର୍ଘତମ ଛକା ମାରିଲେ ଫାଫ୍ ଡୁ ପ୍ଲେସିସ୍, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ବାଙ୍ଗଲୋର: ଆଜି ଆଇପିଏଲରେ ଆରସିବି ଏବଂ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଜବରଦସ୍ତ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ କୋହଲିଙ୍କ ପରେ…

ବଡ ଖବର! ଦିନିକିଆ ବିଶ୍ୱକପ ଖେଳିବା ପାଇଁ ଭାରତକୁ ଆସିବ ପାକିସ୍ତାନ: ରାଜି ହେଲା PCB

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ପାକିସ୍ତାନର ଉପସ୍ଥିତିକୁ ନେଇ ଲାଗିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ । ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ଆସିବାକୁ ରାଜି ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ଏ ନେଇ…

ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ: ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟ ପାଇଁ ଚାଲିବ ମହାଯୁଦ୍ଧ

ନୂଆଦିଲ୍ଲୀ: ଆଇପିଏଲ-୧୬ର ୧୫ତମ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ତେବେ ଆରସିବି ଅଧିନାୟକ ଫାଫ୍ ଡୁପ୍ଲେସିସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା…

(video) ୬, ୬, ୬, ୬, ୬, – ଆଇପିଏଲ୍ ଇତିହାସରେ କେବେ ହୋଇ ନଥିଲା ଏଭଳି ଚମତ୍କାରୀ ପ୍ରଦର୍ଶନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଏହି ଲିଗ୍ ସର୍ବୋଚ୍ଚ ସ୍ତରରେ ଥିଲା। କେକେଆର ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଶେଷ ପାଞ୍ଚ ମିନିଟ…

ଧୱନଙ୍କ ଲଢୁଆ ଆର୍ଦ୍ଧଶତକ: ହାଇଦ୍ରାବାଦ ଆଗରେ ବିଜୟ ଲକ୍ଷ୍ୟ ୧୪୪

ହାଇଦ୍ରଇବାଦ: ପଞ୍ଜାବ କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିବା ପରେ ୧୪୩/୯ ସ୍କୋର କରିଛି। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା…