Browsing Category
ଖେଳ
ରୋମାଞ୍ଚକର ମ୍ୟାଚ୍ ରେ ପଞ୍ଜାବକୁ ୬ ୱିକେଟ୍ ରେ ହରାଇଲା ରାଜସ୍ଥାନ, ଯସଶ୍ୱୀଙ୍କ ଅର୍ଦ୍ଧଶତକ, ବଟଲର୍-ହେଟମାୟରଙ୍କ ବିସ୍ପୋରକ ଇନିଂସ୍
ମୁମ୍ବାଇ: ଆଜି ଆଇପିଏଲର ୫୨ତମ ମ୍ୟାଚ୍ ରେ ପଞ୍ଜାବ କିଙ୍ଗସ୍ କୁ ୬ ୱିକେଟ୍ ରେ ହରାଇଛି ରାଜସ୍ଥାନ ରୟାଲ୍ସ । ଟସ୍ ଜିତି ପଞ୍ଜାବ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ରାଜସ୍ଥାନ ଆଗରେ ୧୯୦ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ…
ଅର୍ଦ୍ଧଶତକରୁ ରୋହିତ-ଇଶାନ ବଞ୍ଚିତ, ଟିମ୍ ଡେଭିଡଙ୍କ ଧୂଆଁଧାର ଇନିଂସ ବଳରେ ଗୁଜୁରାଟକୁ ୧୭୮ରନ୍ ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ
ମୁମ୍ବାଇ: ଆଜିର ଆଇପିଏଲ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ଜାରି ରହିଛି । ଗୁଜୁରାଟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ।…
ଆଜି ନିଜର ପୁରୁଣା ଦଳ ବିପକ୍ଷରେ ଓହ୍ଲାଇବେ ହାର୍ଦ୍ଦିକ ପାଣ୍ଡ୍ୟା: ଜାଣନ୍ତୁ କଣ ରହିପାରେ ପ୍ଲେଇଙ୍ଗ ୧୧
ମୁମ୍ବାଇ: ଆଜି ନିଜ ପୁରୁଣା ଦଳ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ଲେଅଫରୁ ବାଦ ପଡି ସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଆଜି…
କୋଭିଡ୍-୧୯ କାରଣରୁ ସ୍ଥଗିତ ହେଲା Asian Games 2022
ନୂଆଦିଲ୍ଲୀ: ଚଳିତ ବର୍ଷର ଏସିଆନ୍ ଗେମ୍ସ ସ୍ଥଗିତ ହୋଇଛି । ଅଲିମ୍ପିକ୍ କାଉନସିଲ ଅଫ୍ ଏସିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୨୦୨୨ର ଏସିଆନ୍ ଗେମ୍ସ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର…
ଶତ ଚେଷ୍ଟା ପରେ ବି ପାରିଲାନି ହାଇଦ୍ରାବାଦ: ମ୍ୟାଚକୁ ୨୧ ରନରେ ନିଜ ନାମରେ କଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ: ୫୦ତମ ମ୍ୟାଚରେ ହାଇଦ୍ରାବାଦକୁ ହରାଇ ଆଉ ୨ ପଏଣ୍ଟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୮ ରନର ବିଶାଳ ସ୍କୋରର ପିଛା କରି ୮ ୱିକେଟ ବିନିମୟରେ ମାତ୍ର ୧୮୬ ରନରେ ଅଟକିଛି ସନରାଇଜର୍ସ ହାଇଦ୍ରାବାଦ ।…
“ଏହା ବହୁତ ବଡ ଭୁଲ ଥିଲା”: ଧୋନୀଙ୍କର କେଉଁ ନିଷ୍ପତ୍ତିକୁ ନେଇ ଏମିତି କହିଲେ ବିରେନ୍ଦ୍ର ସେହୱାଗ?
ନୂଆଦିଲ୍ଲୀ: IPL ୨୦୨୨ରେ ଲିଗର ସବୁଠୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନିରାଶଜନକ ରହିଛି । ୧୦ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିଛି ସିଏସକେ । ଏହି ସିଜନରେ ୨ଜଣ ଅଧିନାୟକ ପଦ ନେବା ପରେ ବି ଦଳ…
ପାୱେଲଙ୍କ ବିସ୍ଫୋରକ ଇନିଂସ: ନିଜ ପୁରୁଣା ଦଳ ବିରୋଧରେ ଧୂଆାଁଧାର ପାଳି ଖେଳି ଭାରି ପଡିଲେ ୱାର୍ଣ୍ଣର
ମୁମ୍ବାଇ: IPL ର ୫୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ହାଇଦ୍ରାବାଦ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ । ତେବେ ୱାର୍ଣ୍ଣର ନିଜ ପୁରୁଣା ଦଳ ବିପକ୍ଷରେ ଖେଳିଛନ୍ତି ଏକ ବିସ୍ଫୋରକ ଇନିଂସରେ । ଦଳ ତାଙ୍କୁ ରିଲିଜ କରିବାର…
ଜଡେଜାଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ କ୍ରିକେଟର: କହିଲେ ଏହା କେବେ ବି ସହଜ ନୁହେଁ…
ନୂଆଦିଲ୍ଳୀ: ଚଳିତ ଆଇପିଏଲରେ ଚେନ୍ନାଇର ପୂର୍ବତନ ଅଧିନାୟକ ଜଡେଜାଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏବଂ ଦଳର ପ୍ରଦର୍ଶନକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ତେବେ ଏହାରି…
‘ଜାଡେଜାଙ୍କୁ ଅଧିନାୟକ କରି ଭୁଲ କଲେ, ଧୋନୀଙ୍କ ନେତୃତ୍ଵରେ CSK ଏତେ ମ୍ୟାଚ୍ ହାରିନଥାନ୍ତା’
ନୂଆଦିଲ୍ଲୀ : ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୨ର ପ୍ଲେ ଅଫ ଦୌଡରୁ ଆପାତଃ ବାଦ୍ ପଡି ସାରିଛି। ଏହି ସିଜିନରେ ଦଳ ଏ ପର୍ୟ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ୭ ହାରି ସାରିଛି। ଲିଗରେ ଦଳର ନିରାଶଜନକ…
ମନ୍ଧାନାଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ଚମକିଲେ ଓଡ଼ିଆ ଝିଅ ସ୍ୱାଗତିକା: ରେଲୱେଜକୁ ସିନିୟର ମହିଳା ଟି-୨୦ ଟାଇଟଲ୍
ନୂଆଦିଲ୍ଳୀ: ସିନିୟର ଜାତୀୟ ଟି-୨୦ ଲିଗରେ ଦମଦାର ପ୍ରଦର୍ଶନ କରିଛନ୍ତି ଓଡ଼ିଆ ଝିଅ ସ୍ୱାଗତିକା ରଥ । ସ୍ୱାଗତିକାର ରଥଙ୍କ ଦମଦାର ବୋଲିଂ ସହିତ ମେଘନା ଏବଂ ହେମଲତାଙ୍କ ଅର୍ଦ୍ଧଶତକ ବଳରେ ମହାରାଷ୍ଟ୍ରକୁ ୭ ୱିକେଟରେ…