Browsing Category

ଖେଳ

ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ: ୧୪ ଜଣିଆ ଓଡ଼ିଶା ଦଳ ଘୋଷିତ, ଲିନା ସ୍ୱାଇଁ ଅଧିନାୟିକା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଜାତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ପାଇଁ ଘୋଷଣା କରାଯାଇଛି ଓଡ଼ିଶା ଦଳ । ଅଧିନାୟିକା ଲିନା ସ୍ୱାଇଁଙ୍କ ନେତୃତ୍ୱରେ ୧୪ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି । ଅତୀତର ପ୍ରଦର୍ଶନ ଏବଂ…

ଭାରତ ଗସ୍ତ ପାଇଁ ଶ୍ରୀଲଙ୍କା ଘୋଷଣା କଲା ୧୮ ଜଣିଆ ଟିମ: ଟି-୨୦ ସିରିଜରୁ ବାହାରିଲେ ମେଣ୍ଡିସ ଏବଂ ଫର୍ଣ୍ଣାଡୋ

କଲମ୍ବୋ: ଭାରତ ଗସ୍ତ ପାଇଁ ଘୋଷଣା ହୋଇଛି ଶ୍ରୀଲଙ୍କାର ୧୮ ଜଣିଆ ଦଳ । ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଶ୍ରୀଲଙ୍କା କ୍ରିକେଟ(ଝଖଉ)ର ସିଲେକ୍ସନ କମିଟି ଟିମ ଚୟନ କରିଛି । ତେବେ ଭାରତ ଗସ୍ତରେ ଆସିବେନି ଅବିଷ୍କା…

ରାଶିଦ ଖାନଙ୍କୁ ମିଳିଲା ଗାର୍ଡ ଅଫ ଅନର: ଜାଣନ୍ତୁ କେବେ, କେଉଁଠି ଏବଂ କାହିଁକି ରାଶିଦଙ୍କୁ ଦିଆଗଲା ସମ୍ମାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ଲେଗ ସ୍ପିନର ରାଶିଦ ଖାନଙ୍କୁ ମିଳିଛି ଗାର୍ଡ ଅଫ ଅନର । ପାକିସ୍ତାନ ସୁପର ଲିଗକୁ ମଝିରୁ ଛାଡି ସ୍ୱଦେଶ ପେରିବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଏପରି ସମ୍ମାନ ପ୍ରଦାନ କରିଛନ୍ତି…

ଚିନ୍ନା ଥାଲା ରାଇନାଙ୍କୁ ମେନେପକାଇ ଭିଡିଓ ଜାରି କଲା ଚେନ୍ନାଇ: ପୁଣିଥରେ ପ୍ରଶଂସକ ହେଲେ ନିରାଶ, ଧୋନୀଙ୍କ ଉପରେ ଉଠାଇଲେ ଆଙ୍ଗୁଠି

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନ ପାଇଁ ରାଇନାଙ୍କୁ ହାତଛଡା କରିଛି ଚେନ୍ନାଇ ସୁପର କିଙ୍ଗସ । ମେଗା ଅକ୍ସନରେ ରାଇନାଙ୍କୁ ଦଳରେ ସାମିଲ ନ କରିବା ପରେ ଏବେ ତାଙ୍କୁ ଦଳ ମିସ କରୁଛି । ସେଥିପାଇଁ ଚିନ୍ନା ଥାଲାଙ୍କ…

ଋଦ୍ଧିମାନ ଶାହାଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଲେ ଦ୍ରାବିଡ, ଜାଣନ୍ତୁ କଣ କହିଲେ ଭାରତୀୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓ୍ଵିକେଟ୍ ବ୍ୟାଟସମ୍ୟାନ ଋଦ୍ଧିମାନ ଶାହା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଦଳରେ ଚୟନ କରାଯାଇ ନାହିଁ। ଏହା ପରେ ଶାହା…

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିପାରନ୍ତି ଏହି ବାମହାତୀ ସ୍ପିନର, ଘରୋଇ ସର୍କିଟରେ କରିଥିଲେ ଭଳ ପ୍ରଦର୍ଶନ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା ଉତ୍ତର ପ୍ରଦେଶର ୨୮ ବର୍ଷୀୟ ବାମହାତୀ ସ୍ପିନର ସୌରଭ କୁମାର ଟେଷ୍ଟ ଜୀବନ ଆରମ୍ଭ କରିବା ସୁଯୋଗ ପାଇବା…

ICC ରାଙ୍କିଂରେ ନମ୍ବର-୧ ସ୍ଥାନକୁ ଫେରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ପରେ ଟି-୨୦ରେ ସିରିଜ ହାତେଇଛି । ଗତକାଲି ଭାରତ ୱେଷ୍ଟଇଣ୍ଡିଜକୁ ୧୭ ରନରେ ପରାସ୍ତ କରି ୩-୦ରେ ସିରିଜ ବିଜୟୀ ହୋଇଛି ।…

ଶାନ୍ତନୁ ମିଶ୍ରଙ୍କ ଲଢୁଆ ଶତକ, ଓଡିଶା-ଗୋଆ ମ୍ୟାଚ ଡ୍ର

ଅହମଦାବାଦ: ଏଠାରେ ଅନୁଷ୍ଠିତ ଓଡିଶା-ଗୋଆ ରଣଜୀ ଟ୍ରଫି କ୍ରିକେଟ ଏଲିଟ ଡି ଗ୍ରୁପ ମ୍ୟାଚ ବିନା ଫଇସଲାରେ ସମାପ୍ତ ହୋଇଛି । ଗୋଆ ପ୍ରଥମ ଇନିଂସରେ ୧୮୧ ରନ କରିଥିବା ବେଳେ ଓଡିଶା କରିଥିଲା ୧୮୯ ରନ । ତେବେ ଗୋଆ ଦ୍ୱିତୀୟ…

ୱେଷ୍ଟଇଣ୍ଡିଜ ପାଇଁ ଭୟଙ୍କର ହେଲା ଭେଙ୍କଟେଶଙ୍କ ଜବରଦସ୍ତ ପାଳି: ଭାରୀ ପଡିଲା ସୂର୍ଯ୍ୟଙ୍କ କିରଣ

କୋଲକାତା: ଦିନିକିଆ ପରେ ଟି-୨୦ ସିରିଜରେ ବି ମୂଳପୋଛ କରିଛି ଟିମ ଇଣ୍ଡିଆ । ୩-୦ରେ ସିରିଜ ଜିତି ୱେଷ୍ଟଇଣ୍ଡିଜ ଖାଲି ହାତରେ ବିଦା କରିଛି ମେନ ଇନ ବ୍ଲୁ । ଦିନିକିଆ ଏବଂ ଟି-୨୦ ଉଭୟ ସିରିଜକୁ ୩-୦ରେ ଜିତି ପୁରୁଣା…

ଚେନ୍ନାଇ ସୁପର କିଙ୍ଗସରେ ଧୋନୀଙ୍କ ୧୪ ବର୍ଷ: ୨୦୦୮ରେ ଆରମ୍ଭ ହୋଇଥିଲା ସମ୍ପର୍କ, ମାହିଙ୍କ ପାଇଁ ଲାଗିଥିଲା ସିଜନର ମହଙ୍ଗା ନିଲାମ

ନୂଆଦିଲ୍ଲୀ: ୨୦ ଫେବୃୟାରୀ, ମହେନ୍ଦ୍ର ସିଂହ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗସ ପାଇଁ ଦିନଟି ଥିଲା ବହୁତ ଖାସ । କାରଣ ଏହି ଦିନରୁ ଧୋନୀଙ୍କର ଆରମ୍ଭ ହୋଇଥିଲା ସୁପର କିଙ୍ଗସ ସହ ସୁପର ଜର୍ଣ୍ଣି । ସିଏସକେର ପ୍ରଥମ…