Browsing Category
ଖେଳ
ପ୍ରଥମ ଟେଷ୍ଟରେ ରାହୁଲଙ୍କ ଶତକ: ପ୍ରଥମ ଦିନରେ ଭାରତ ୨୭୨/୩
ନୂଆଦିଲ୍ଳୀ: ସେଞ୍ଚୁରିଆନର ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ପ୍ରଥମ ଦିନରେ ରାହୁଲଙ୍କ ଶତକ ଜରିଆରେ ଭାରତ ୨୭୨ରନ କରି ୩ ୱିକେଟ ହରାଇଛି । ଭାରତ ପକ୍ଷରୁ ଦୁଇ…
ସାଉଥ୍ ଆଫ୍ରିକାରେ ଚାଲିଲା ରାହୁଲଙ୍କ ଯାଦୁ: ଟେଷ୍ଟ କ୍ରିକେଟରେ ହାସଲ କଲେ ସପ୍ତମ ଶତକ
ନୂଆଦିଲ୍ଳୀ: ଦୀର୍ଘଦିନର ବ୍ୟବଧାନରେ ଓପନିଂ ସ୍ଲଟକୁ ଫେରିଥିବା କେ ଏଲ୍ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ଚମକ୍ରାର ବ୍ୟାଟିଂ ନମୂନା ଦେଖାଇବା ସହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି ରାହୁଲ…
ଜାତୀୟ କିକ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟ: ୨୯ ପଦକ ସହିତ ଫେରିଲା ଓଡ଼ିଶା ଦଳ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣେରେ ଖେଳାଯାଉଥିବା ଜାତୀୟ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଚମକ୍ରାର ପ୍ରଦର୍ଶନ କରିଛି ଓଡ଼ିଶା । କ୍ୟାଡେଟ୍ ଓ ଜୁନିୟର ନ୍ୟାସନାଲ କିକ ବକ୍ସିଂ ଚାମ୍ପିୟନଶିପ ୨୦୨୧ ସମୁଦାୟ ୨୯ ପଦକ…
ଇତିହାସ ରଚିଲା ହିମାଚଳ ପ୍ରଦେଶ: ୫ ଥର ଚାମ୍ପିୟନ ଦଳକୁ ପରାସ୍ତ କରି ହାତେଇଲା ବିଜୟ ହଜାରେ ଟ୍ରଫି
ନୂଆଦିଲ୍ଳୀ: ୫ ଥର ଚାମ୍ପିୟନ ତାମିଲନାଡୁକୁ ପରାସ୍ତ କରି ବିଜୟ ହଜାରେ ଟ୍ରଫି ବିଜୟୀ ହୋଇଛି ହିମାଚଳ ପ୍ରଦେଶ । ଭିଜେଡି ମେଥଡ ଅନୁଯାୟୀ ହିମାଚଳ ୧୧ ରନରେ ବିଜୟୀ ହେବା ସହିତ ନିଜର ପ୍ରଥମ ଘରୋଇ ଟ୍ରଫି ହାସଲ କରି…
ମ୍ୟାଚ୍ ବେଳେ ଫୁଟବଲରଙ୍କୁ ଆସିଲା ହାର୍ଟ ଆଟାକ୍, ଗ୍ରାଉଣ୍ଡରେ ହିଁ ହୋଇଗଲା ମୃତ୍ୟୁ; ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ: ଖେଳ ଜଗତରୁ ଏକ ଖୁବ୍ ଦୁଃଖଦାୟକ ଖବର ସାମନାକୁ ଆସିଛି । ଫୁଟବଲ୍ ଗ୍ରାଉଣ୍ଡରେ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ଖେଳାଳୀଙ୍କର ହାର୍ଟ ଆଟାକ୍ କାରଣରୁ ସ୍ପଟ୍ ରେ ହିଁ ମୃତ୍ୟୁ ହୋଇଯାଇଛି । ଏହି ଘଟଣା…
ମହାକାଶକୁ ଯାତ୍ରା କଲା ଯୁବରାଜଙ୍କ ସ୍ମରଣୀୟ ବ୍ୟାଟ୍, ଦେଖନ୍ତୁ ଏହି ଐତିହାସିକ ମୁହୂର୍ତ୍ତର VIDEO
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଅରା ପୂର୍ବତନ ଧୁରନ୍ଧର ଅଲରାଉଣ୍ଡର ତଥା ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜ ସିଂହ ନିଜର ସ୍ମରଣୀୟ ବ୍ୟାଟକୁ ମହାକାଶକୁ ପଠାଇଛନ୍ତି । ଏନେଇ ସେ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି । ଗତ…
ଆଜି ପ୍ରଥମ ଟେଷ୍ଟ ମ୍ୟାଚ୍: ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା
ସେଞ୍ଚୁରିୟନ : ଆଜିଠୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ । ବକ୍ସିଂ ଡେ’ରେ ମୁହାଁ ମୁହିଁ ହେବେ ଉଭୟ ଦଳ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡ୍ରେ ହରାଇ ସାରିବା ପରେ…
୧୯ ବର୍ଷରୁ କମ ଏସିଆ କପ୍: ଶେଷ ବଲରେ ଭାରତକୁ ହରାଇଲା ପାକିସ୍ତାନ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୧୯ ବର୍ଷରୁ କମ ଏସିଆ କପ ମୁକାବିଲାକୁ ଜିତି ନେଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯ ଓଭରରେ ୨୩୭ ରନରେ ଅଲଆଉଟ ହୋଇଥିଲା । ଜବାବରେ ପାକିସ୍ତାନ…
ରାଜନୀତିରେ ଯୋଗ ଦେବେ ହରଭଜନ ସିଂ: ସିଦ୍ଧୁଙ୍କୁ ଭେଟିବା ପରେ ସୃଷ୍ଟି ହେଲା ସମ୍ଭାବନା
ନୂଆଦିଲ୍ଳୀ: ନିକଟରେ କ୍ରିକେଟରୁ ଅବସର ନେଇଥିବା ଷ୍ଟାର ସ୍ପିନର ହରଭଜନ ସିଂ ରାଜନୀତିରେ ଯୋଗ ଦେଇ ପାରନ୍ତି । ପଞ୍ଜାବ କଂଗ୍ରେସ ମୁଖ୍ୟ ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଏହି ଷ୍ଟାର ଖେଳାଳିଙ୍କ ବୈଠକ ପରେ ଏହି ସମ୍ଭାବନା…
ରାହାଣେ-ବିହାରୀ-ଶ୍ରେୟସଙ୍କ ମଧ୍ୟରୁ ପ୍ରଥମ ଟେଷ୍ଟରେ କିଏ ସ୍ଥାନ ପାଇବ: ପ୍ଲେଇଂ-୧୧ ପାଇଁ ଅନେକ ଦାବିଦାର
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଦକ୍ଷିଣ ଆଫ୍ରିକା ମାଟିରେ ଟିମ୍ ଇଣ୍ଡିଆର ପ୍ରଥମ ଟେଷ୍ଟ ସିରିଜ୍ ବିଜୟ ଲକ୍ଷ୍ୟରେ ଜୋରଦାର ଅଭ୍ୟାସ…