Browsing Category
Top Stories
ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ତାଗିଦ, ଚାଷୀଙ୍କ ସହ ଖେଳିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର- ଅଦିନିଆ ବର୍ଷାରେ ରାଜ୍ୟର ଚାଷୀ ତାର ଚାଷ ହରାଇଛି । ହେକ୍ଟର ହେକ୍ଟର ଧାନ ବିଲ ସାଙ୍ଗକୁ ପନି ପରିବା ଚାଷ ନଷ୍ଟ ହୋଇଯାଇଛି । ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।…
ବିବାହିତ ହୋଇ ବି ଚାଲିଥିଲା ପରକୀୟାପ୍ରିତି, ପ୍ରେମ ପାଇଁ ହାରିଦେଲେ ଜୀବନ
ଭୁବନେଶ୍ବର: କୁହାଯାଏ ପ୍ରେମ କେତେବେଳେ କାହା ସହିତ ହୁଏ ତାହା କାହାକୁ ବି ଜଣାନଥାଏ । ଗଞ୍ଜାମ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପରକୀୟୀପ୍ରିତି ପାଇଁ ପ୍ରେମୀଯୁଗଳ ନିଜ ଜୀବନ…
ଏ କି ଭୟଙ୍କର ସ୍ଥିତି, ଛୁଆଠୁ ବଡ ସମସ୍ତେ ଶୋଉଛନ୍ତି ମହାକାଳଙ୍କ କୋଳରେ
ନୂଆଦିଲ୍ଲୀ- ଦୀର୍ଘ ଦିନ ପରେ ଇଜରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ଭିତରେ ଲକ୍ଷ ଲକ୍ଷ ଲୋକ ହାଡଭଙ୍ଗା ଶୀତରେ ତମ୍ବୁଳରେ ରହିବାକୁ ବାଧ୍ୟ ହେଉଛନ୍ତି । ପ୍ରବଳ ଥଣ୍ଡାରେ ଜଣେ ତିନି ସପ୍ରାହର ପିଲାର ମୃତ୍ୟୁ ହୋଇଯାଇଛି ।…
Airtel Down: ଡାଉନ ହେଲା ଏୟାରଟେଲ, ହୋଇପାରୁନି କଲିଂ ଚାଲୁନି ଇଣ୍ଟରନେଟ୍
ନୂଆଦିଲ୍ଲୀ: ଡାଉନ ହେଲା ଲୋକପ୍ରିୟ ଟେଲିକମ୍ ସଂସ୍ଥା ଏୟାରଟେଲ ସର୍ଭିସ । ଆଜି ସକାଳୁ ଅନେକ ୟୁଜର୍ସ ଏୟାରଟେଲ ଡାଉନ ହୋଇଥିବା ନେଇ ଅଭିୋଗ ହୋଇଥିଲା । ଡାଉନଡିଟେକ୍ଟର ଅନୁଯାୟୀ, ସକାଳ 10ଟା 25 ସୁଦ୍ଧା ଉପଭୋକ୍ତା…
ବିଜେପି ବିଧାୟକଙ୍କ ମୁଣ୍ଡକୁ ଫିଙ୍ଗିଲେ ଅଣ୍ଡା, କଂଗ୍ରେସ କର୍ମୀ ଉପରେ ଅଭିଯୋଗ: ଦେଖନ୍ତୁ Video
ନୂଆଦିଲ୍ଲୀ: ବୁଧବାର ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଅଜ୍ଞାତ ବ୍ୟକ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ମୁନିରତ୍ନଙ୍କ ଉପରେ ଅଣ୍ଡା ମାଡ଼ ହୋଇଛି । ରାଜ୍ୟ ରାଜଧାନୀର ପଶ୍ଚିମ ଭାଗରେ ଅବସ୍ଥିତ…
ପୁଣି ଡାଉନ ହେଲା IRCTC ଆପ୍, ହୋଇପାରୁନି ଟିକେଟ ବୁକିଂ
ନୂଆଦିଲ୍ଲୀ: ହୋଇପାରୁନି ଟ୍ରେନ ଟିକେଟ ବୁକିଂ । ଠପ୍ ହୋଇଗଲା ଓ୍ବେବସାଇଟ୍ । ଆଜି ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (IRCTC) ଆପ୍ଲିକେସନ୍ ଏବଂ ୱେବସାଇଟ୍ ଡାଉନ୍ ହୋଇଯାଇଥିବା ଜଣାପଡିଛି ।…
ସ୍କୁଲର କବାଟ ତାଡ଼ି ଚୋରି କଲେ ଚାଉଳ, ମୁଣ୍ଡରେ ହାତ ଦେଲେ ଗ୍ରାମବାସୀ
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଣାପଦା ଦାସସାହି ପ୍ରାଥମିକ ବିଦ୍ୟାଳୟର କବାଟ ତାଡ଼ି ଚାଉଳ ନେଇଗଲେ ଚୋର । ପ୍ରାୟ ୭ କ୍ୱିଣ୍ଟାଲ ଚାଉଳ ସହ ରୋଷେଇ ସାମଗ୍ରୀ ଓ ଚେୟାର ଚୋରି ନେଇଯାଇଥିବା ଜଣାପଡ଼ିଛି । ଏହି…
ଯୌନ ଲାଳସା ପୂରଣ ପାଇଁ ଦେଢ ମାସର କୁକୁର ସହିତ ଦୁଷ୍କର୍ମ, ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ଅଭିନେତ୍ରୀ
ନୂଆଦିଲ୍ଲୀ: ଦିନକୁ ଦିନ କୁତ୍ସିତ ହେଇଯାଉଛି ସମାଜ । ଯୌନ ଲାଳସା ପୂରଣ କରିବା ପାଇଁ ମଣିଷ ଅତି ନିମ୍ନ ସ୍ତରକୁ ଖସିଯାଉଛି । କେତେବେଳେ ନାବାଳିକା ସହିତ ତ ଆଉ କେତେବେଳେ ବୃଦ୍ଧାଙ୍କ ସହିତ ଦୁଷ୍କର୍ମ ହେବାର ଖବର…
ସାହାରା ଇଣ୍ଡିଆ ରିଫଣ୍ଡ ଷ୍ଟାଟସ୍: ଏପର୍ଯ୍ୟନ୍ତ କେତେଜଣ ପାଇଛନ୍ତି ଟଙ୍କା , ସମସ୍ତେ କେବେ ପାଇବେ?
ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ନିବେଶ କରିଥିବା କୋଟି କୋଟି ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତକୁ ଅପେକ୍ଷା କରିଛନ୍ତି । ୧୮ ଜୁଲାଇ ୨୦୨୩ ରେ ସିଆରସିଏସ- ସାହାରା ଫେରସ୍ତ ପୋର୍ଟାଲ…
ବୀର ବାଲ୍ ଦିବସ: ଏକହଜାର ଗ୍ରାମ ପଞ୍ଚାୟତଙ୍କୁ କରାଯିବ ପୁରସ୍କୃତ
ବୀର ବାଲ୍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ଠାରେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରିବେ । ଏଥିସହ ପ୍ରଧାନମନ୍ତ୍ରୀ ସୁପୋଷିତ…