Browsing Category

Top Stories

ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? NCRTCରେ ଶୀଘ୍ର ଆବେଦନ କରନ୍ତୁ, ଏପରି ହେବ ଚୟନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ପରିବହନ ନିଗମ (NCRTC) ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। NCRTC ଏକ୍ଜିକ୍ୟୁଟିଭ ପଦବୀ ପାଇଁ ଖାଲିଥିବା ପଦବୀ ଘୋଷଣା କରିଛି। ଯେଉଁ…

ଥାନାରେ ଯୁବକଙ୍କ ହାତ-ଗୋଡ଼ ବାନ୍ଧି ନିର୍ଯାତନା ମାମଲା, ଭୋଗରାଇ ଥାନା IIC ସସ୍‌ପେଣ୍ଡ୍

ଭୁବନେଶ୍ବର: ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିବା ଘଟଣା । ନିଲମ୍ବିତ ହେଲେ ଭୋଗରାଇ ଆଇଆଇସି । ଶ୍ରୀବଲ୍ଲଭ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଛି । ଆଇଆଇସି ସସପେଣ୍ଡ- କାର୍ଯ୍ୟରେ…

Anderson-Tendulkar Trophy: ଭାରତ-ଇଂଲଣ୍ଡର ନୂଆ ଟେଷ୍ଟ ଟ୍ରଫି ଲଞ୍ଚ, ଜାଣନ୍ତୁ କ’ଣ ରହିଛି ବିଶେଷତା

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜୁନ୍ 20 ରୁ ଆରମ୍ଭ ହେଉଛି । ଏହି ସିରିଜ୍ ଆରମ୍ଭ ହେବା ପୂର୍ବରୁ, ଏହି ସିରିଜକୁ ଏକ ନୂତନ ନାମ ଦିଆଯାଇଛି । ଏହି ସିରିଜ୍ ପୂର୍ବରୁ…

ଦିଲ୍ଲୀ-ଭିଏତନାମ ଏୟାର ଇଣ୍ଡିଆ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ୧ ଘଣ୍ଟା ଆକାଶରେ ଘୁରିବୁଲିଲା ବିମାନ, ଯାତ୍ରୀଙ୍କ ମଧ୍ୟରେ ହଇଚଇ

ନୂଆଦିଲ୍ଲୀ: ଦିଲ୍ଲୀରୁ ଭିଏତନାମର ହୋ ଚି ମିନ୍‌ ସିଟି ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଫ୍ଲାଇଟ AI-388 ଟେକଅଫ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁନର୍ବାର ଦିଲ୍ଲୀକୁ ଫେରି ଆସିଛି। ବିମାନଟି ପ୍ରାୟ ୧ ଘଣ୍ଟା ଆକାଶରେ…

ଲଗାତାର ୧ ମାସ ଧରି ମଳାସନରେ ବସି ପାଣି ପିଇଲେ Yoga ଏକ୍ସପର୍ଟ: ପ୍ରଭାବ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଯୋଗ କେବଳ ଶରୀରକୁ ନମନୀୟ କରେ ନାହିଁ, ବରଂ ଆନ୍ତରିକ ସ୍ୱାସ୍ଥ୍ୟକୁ ମଜବୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦୈନନ୍ଦିନ ଜୀବନରେ ଯୋଗକୁ ଅନ୍ତର୍ଭୁକ୍ତ…

ରାତି ପାହିଲେ ଖୋଲିବ ସ୍କୁଲ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି କହିଲା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବଡ଼ ଘୋଷଣା କରିଛନ୍ତି । କଟକ, ଯାଜପୁର ଓ ଭଦ୍ରକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍କୁଲ ବନ୍ଦ ରହିବା ନେଇ କହିଛନ୍ତି । ସେହିପରି…

କ୍ରାସ ହୋଇଥିବା ବିମାନର ବ୍ଲାକ ବକ୍ସରୁ ଡାଟା ରିକଭରୀ ଭାରତରେ ଅସମ୍ଭବ! ଏବେ ଏହି ଦେଶ ନେବ ସାହାଯ୍ୟ

ଅହମଦାବାଦ: ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର ବ୍ଲାକ ବକ୍ସ ବରାମଦ ହୋଇଥିଲେ ମଧ୍ୟ, ଭାରତରେ ଏଥିରୁ ଡାଟା ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଛି। ଏହି ବ୍ଲାକ ବକ୍ସକୁ ଏବେ…

୨୦୨୫ ଶେଷ ସୁଦ୍ଧା ଏହି ୩ ଦିଗ୍ଗଜ ଟେଷ୍ଟ କ୍ରିକେଟକୁ କହିପାରନ୍ତି ଅଲବିଦା, ସନ୍ନ୍ୟାସ ନେଇ ପ୍ରଶଂସକଙ୍କୁ ଦେବେ ଝଟକା!

ନୂଆଦିଲ୍ଲୀ : ୨୦୨୫ ବର୍ଷ କ୍ରିକେଟ ଜଗତ ପାଇଁ ଅନେକ ବଡ଼ ପରିବର୍ତ୍ତନର ସାକ୍ଷୀ ହେଉଛି। ଅନେକ ଦିଗ୍ଗଜ ଖେଳାଳି ବିଭିନ୍ନ ଫର୍ମାଟରୁ ସନ୍ନ୍ୟାସ ନେଉଛନ୍ତି ଏବଂ ଟେଷ୍ଟ କ୍ରିକେଟ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଏହି…

ଭାରତର ଏକ ଚମତ୍କାର ମନ୍ଦିର, ରାହୁ ଦେବଙ୍କ ମୂର୍ତ୍ତିକୁ କ୍ଷୀର ଅର୍ପଣ କଲେ କେତୁ ଗ୍ରହର କୁପ୍ରଭାବରୁ ମୁକ୍ତି ମିଳିଥାଏ

ନୂଆଦିଲ୍ଲୀ: ବୈଦିକ ଜ୍ୟୋତିଷ ଅନୁସାରେ, କୁଣ୍ଡଳୀର ନଅଟି ଗ୍ରହ ମଧ୍ୟରୁ, ଦୁଇଟି ଗ୍ରହ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ । ଯଦି ରାହୁ ଏବଂ କେତୁ କୁଣ୍ଡଳୀରେ ଖରାପ ସ୍ଥିତିରେ ଥାଆନ୍ତି, ତେବେ…

Air India CEOଙ୍କ ବଡ଼ ଘୋଷଣା, କହିଲେ କ୍ରାସ ହୋଇଥିଲା AI-171ବିମାନରେ ନଥିଲା ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସିଇଓ ଏବଂ ଏମ୍ଡି କ୍ୟାମ୍ପବେଲ ୱିଲସନ୍ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଅହମ୍ମଦାବାଦରେ ଦୁର୍ଘଟଣା ହୋଇଥିବା ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା । AI-171 ଫ୍ଲାଇଟରେ…