Browsing Category

Top Stories

ମନଇଚ୍ଛା ବଢ଼ାଇପାରିବେନି ବସ୍ ଭଡ଼ା: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ କମିଶନର ଓ RTOଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ…

pre-wedding ସୁଟ୍ ରେ ସାପ ; ଭାଇରାଲ୍ ହେଉଛି ଏହି ଫଟୋ, ଲୋକେ କହୁଛନ୍ତି ‘ଓସ୍କାର ପାଇଁ ମନୋନୀତ ହେବା ଉଚିତ୍’….

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଫଟୋ ସୁଟ୍ ବା ପ୍ରି ୱେଡିଂ ଫଟୋ ସୁଟ୍ ଆଜିକାଲି ଅତି ସାଧାରଣ ହୋଇଗଲାଣି । ଭିନ୍ନ ଭିନ୍ନ ଉପାୟରେ ଭାବି ଦମ୍ପତି ପ୍ରି ୱେଡିଂ ଫଟୋ ସୁଟ୍ କରିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ନିଆର…

ବାଲେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ! ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ, ଆହତ ଯାତ୍ରୀଙ୍କ ଦୁଃଖ ବୁଝିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚି ଯାଇଛି । ଏବେ ବି ସେଠାରେ ଏନଡିଆରଏଫ…

ରାହୁଲ ଯାହାକୁ ଧର୍ମନିରପେକ୍ଷ ବୋଲି କହିଥିଲେ, ବିଜେପି ତାହାକୁ ଜିନ୍ନାଙ୍କ ପାର୍ଟି କହିଛି: ଜାଣନ୍ତୁ ମୁସଲିମ୍ ଲିଗର ଇତିହାସ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ନିଜର ଆମେରିକା ଗସ୍ତ ସମୟରେ ମୁସଲିମ୍ ଲିଗ୍ ଧର୍ମନିରପେକ୍ଷ ବୋଲି କହିଥିଲେ, ଯାହା ପରେ ଭାରତୀୟ ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଏହି ବିବୃତ୍ତି ପରଠାରୁ ବିଜେପି ରାହୁଲଙ୍କ ଉପରେ…

(Video) ମୃତ୍ୟୁ ପୂର୍ବରୁ LIVE ଦୃଶ୍ୟ: ଭିଡିଓ କଲରେ କଥା ହେଉଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତକଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ…

ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଲା, ୧୦୦୦ ଯାତ୍ରୀ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ମୃତ୍ୟୁସଂଖ୍ୟା ୨୩୭ ରହିଥିବା ବେଳେ ଏବେ ତାହା ୨୮୮ରେ ପହଞ୍ଚି ଯାଇଛି । ସେହିପରି…

ରାସନ କାର୍ଡଧାରୀମାନଙ୍କୁ ଏବେ ୩୭ ଟଙ୍କା ଶସ୍ତାରେ ମିଳିବ ସୋରିଷ ତେଲ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ଯୁଗରେ ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବର୍ତ୍ତମାନ ରାସନ କାର୍ଡଧାରୀମାନଙ୍କୁ ଉଚିତ ମୂଲ୍ୟର ଦୋକାନରେ ୩୭ ଟଙ୍କା ଶସ୍ତା ସୋରିଷ ତେଲ ପାଇବେ । ବର୍ତ୍ତମାନ…

ଦୁର୍ଘଟଣାକୁ ରୋକି ପାରୁନି ସୁରକ୍ଷା ‘କବଚ’? ରେଳ ବିଭାଗର ନୂଆ ଟେକ୍ନୋଲୋଜିକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଲୋମହର୍ଷଣକାରୀ ଟ୍ରେନ ଦୁର୍ଘଟଣା କେବଳ ଭାରତ ନୁହେଁ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଗୋଟିଏ ଦୁର୍ଘଟଣାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିବା…

ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରେଳମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ମଧ୍ୟ…