fbpx
Browsing Category

Top Stories

ଜେଲରେ ଯୋଗ, ଧ୍ୟାନ ଏବଂ କଡା ଡାଇଟ୍ କରୁଛନ୍ତି ସିଦ୍ଧୁ, ୬ ମାସରେ କମିଲା ୩୪ କିଲୋ ଓଜନ

ଚଣ୍ଡିଗଡ: କଡା ଡାଇଟ୍ ଏବଂ ଦୁଇ ଘଣ୍ଟାର ଯୋଗ ସହ ବ୍ୟାୟାମ କାରଣରୁ ପଟିଆଲା ସେଣ୍ଟ୍ରାଲ ଜେଲରେ ବନ୍ଦୀ ସମୟରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ୩୪ କିଲୋ ଓଜନ ହ୍ରାସ ଘଟିଛି।…

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା: ପୁଣି ମାସେ ବଢ଼ିଲା ଅବଧି

କଟକ(ଓଡ଼ିଶା ଭାସ୍କର): ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା ଚାଲିଥିବା ବେଳେ ଆସିଛି ବଡ଼ ଅପଡେଟ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା…

୧୭ଟି ପ୍ରସ୍ତାବରେ ମୋହର: ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ମଞ୍ଜୁରୀ ଦେଲା ଓଡ଼ିଶା କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ…

ପଲିଗ୍ରାଫ ପୂରା ମାତ୍ର ଶ୍ରଦ୍ଧା ହତ୍ୟାକାଣ୍ଡର ସତ ଏବେ ବି ଅଧୁରା ! ଗୁରୁବାର ଅଫତାବର ହେବ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଏବେ ବି ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଲିଭ୍ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶବକୁ ୩୫ ଖଣ୍ଡ କରିଥିବା ଅଭିଯୁକ୍ତ ଅଫତାବ…

ସରିଯିବ ଅକ୍ସିଜେନ.. ପାଣି ହେବ ବିଷାକ୍ତ, ଏପରି ହୋଇଯିବ ବିନାଶ: ଜାଣନ୍ତୁ କେବେ ହେବ ପ୍ରଳୟ

କୋଟି କୋଟି ବର୍ଷ ପୂର୍ବେ, ଶେଷ ପ୍ରଳୟ ହୋଇଥିଲା । ଏହି ପ୍ରଳୟ ସମୟରେ ଡାଇନୋସରମାନେ ପୃଥିବୀରୁ ବିଲୁପ୍ତ ହୋଇଥିଲେ । ସେହି ମହାପ୍ରଳୟର ଘଟଣାକୁ ବୈଜ୍ଞାନିକମାନେ ପୃଥିବୀର ପଞ୍ଚମ ଧ୍ୱଂସ ବୋଲି କହିଥିଲେ ।…

କାହିଁକି ମୁଖ୍ୟମନ୍ତ୍ରୀ ଭଉଣୀଙ୍କୁ କାରରୁ ଉଠାଇ ନେଲା ପୁଲିସ, ଜାଣନ୍ତୁ ଏହାର କାରଣ

ତେଲେଙ୍ଗାନା: କାଲି ସରକାରଙ୍କ ବିରୁଦ୍ଧରେ ଏକ ବିରାଟ କାଣ୍ଡ ତେଲେଙ୍ଗାନାରେ ଦେଖିବାକୁ ମିଳିଥିଲା । ବିପକ୍ଷ ନେତା ଶର୍ମିଳା ରେଡିଙ୍କୁ ପୁଲିସ କାରରୁ ଉଠାଇ ନେଇଥିଲା । ପୁଲିସ ତାଙ୍କୁ ହେପାଜତରେ ନେବାକୁ ଚାହୁଁଥିଲା,…

ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବ ଏବଂ ରାଧିକା ରାୟ, RRPRH ବୋର୍ଡରେ ଆଦାନୀ ଗ୍ରୁପର ଏଣ୍ଟ୍ରି

ନୂଆଦିଲ୍ଲୀ: ଏନଡିଟିଭିର ମାଲିକ ପ୍ରଣୟ ରାୟ ଏବ ଏବଂ ରାଧିକା ରାୟ ଆରଆରପିଆର ହୋର୍ଲ୍ଡିଂ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ନଭେମ୍ବର ୨୯ରେ ପ୍ରଣୟ ଏବଂ ରାଧିକା ଏହି ଇସ୍ତଫା ଦେଇଛନ୍ତି।…

ସତର୍କ ଘଣ୍ଟି ! ବରଫ ତଳୁ ମିଳିଲା ଦବି ରହିଥିବା ୫୦ ହଜାର ବର୍ଷ ପୁରୁଣା ଜୋମ୍ବି ଭାଇରସ୍, ମଣିଷ ପାଇଁ ବିପଦ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ମାନବ ଜାତି ପାଇଁ ସଙ୍କଟ ସୃଷ୍ଟି କରିପାରେ। ଏମିତି ଏକ ସଙ୍କଟ ଆସିପାରେ ଯାହା ଲୋକେ କେବେ ଭାବିନଥିବେ। ଦୀର୍ଘ ସମୟରୁ ବରଫରେ ଢାଙ୍କି ହୋଇଥିବା ଅଞ୍ଚଳରେ ବରଫ ତରଳିବାରୁ…

ରାଶିଫଳ(ବୁଧବାର,୩୦ ନଭେମ୍ବର,୨୦୨୨)

ମେଷ - ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ହସଖୁସିରେ ସମୟ ବିତାଇବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି…

ଭାରତୀୟ ବାୟୁସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ, ୨୫୮ ପଦବୀ ପାଇଁ ହେବ ଆବେଦନ

ଭାରତୀୟ ବାୟୁସେନା (IAF) ରେ ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ବାୟୁସେନା ଫ୍ଲାଇଙ୍ଗ ଶାଖାରେ ଅଫିସର (IAF AFCAT ନିଯୁକ୍ତି ), ଗ୍ରାଉଣ୍ଡ…