fbpx
Browsing Category

Top Stories

ରାଜଧାନୀରେ ଅଗ୍ନିକାଣ୍ଡ: ଜାଗମରାର ଫିଟନେସ ସେଣ୍ଟରରେ ଲାଗିଲା ନିଆଁ, ଫସି ରହିଛନ୍ତି ଅନେକ ଷ୍ଟାଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଗ୍ନିକାଣ୍ଡ ଘଟିଛି । ଜାଗମରାସ୍ଥିତ ଏକ ଫିଟନେସ ସେଣ୍ଟରରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ଫଳରେ ଉକ୍ତ ଫିଟନେସ ସେଣ୍ଟରରେ କିଛି ଷ୍ଟାଫ ଫସି ରହିଥିବା…

ତୃତୀୟ କାର୍ଯ୍ୟକାଳ ପାଇବା ପରେ କ’ଣ କହିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ?

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ରବିବାର ଦିନ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବରେ ଐତିହାସିକ ତୃତୀୟ କାର୍ଯ୍ୟକାଳ ହାସଲ କରିଛନ୍ତି। ଚାଇନାର କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ସିଙ୍କୁ…

Super Computer ଠାରୁ କମ୍ ନୁହେଁ ମଣିଷର ବ୍ରେନ, ପ୍ରକୃତରେ ଆମର ବ୍ରେନ କିପରି କାର୍ଯ୍ୟ କରିଥାଏ

ନୂଆଦିଲ୍ଲୀ: ମଣିଷର ମସ୍ତିଷ୍କକୁ ନେଇ ବର୍ଷ ବର୍ଷ ଧରି ଅନେକ ଗବେଷଣା ଜାରି ରହିଛି । ଏନେଇ ଅନେକ ସମୟରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଏକ ବଡ଼ ଓ ଉଚ୍ଚମାନର କ୍ୱାଣ୍ଟମ କମ୍ପ୍ୟୁଟର ନିର୍ମାଣ…

ASI ପାହ୍ୟାକୁ ପଦୋନ୍ନତି ପାଇଲେ ରାଜ୍ୟର ୯୪୪ ପୋଲିସ କନଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୯୪୪ ଜଣ ପୋଲିସ କନଷ୍ଟେବଳଙ୍କୁ ଏଏସଆଇ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଗତ ୨୦୨୦ରେ ପୋଲିସ କନଷ୍ଟେବଳରୁ ଏଏସଆଇ ପଦବୀକୁ ପଦୋନ୍ନତି ପରୀକ୍ଷା ହୋଇଥିଲା । ଏହି ସମସ୍ତ…

Left Handers ସବୁବେଳେ ସମସ୍ତଙ୍କ ଠାରୁ ଆଗରେ: ଅଧିକ ବୁଦ୍ଧିମାନ୍ ଓ ପରିପକ୍ୱ, କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ନିଜର ଡାହାଣ ହାତରେ ଖାଇବା, ପିଇବା, ଲେଖିବା ଆଦି ପ୍ରତ୍ୟେକ କାର୍ଯ୍ୟ କରିଥାନ୍ତି । ତେବେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ କି ପ୍ରତ୍ୟେକ କାର୍ଯ୍ୟ ବାମ ହାତ ଦ୍ୱାରା ସମ୍ପନ୍ନ…

Gmail ରେ ପରିବର୍ତ୍ତନ ଆଣିଲା ଗୁଗୁଲ: ୩ ଟି ନୂଆ ଫିଚର୍ସରେ ହେଲା ପରିବର୍ତନ, ଜାଣନ୍ତୁ ଏବେ କ’ଣ ସୁବିଧା ମିଳିବ

ନଉଁଦିଲ୍ଲି: ବହୁଳ ବ୍ୟବହୃତ Google ୟୁଜର୍ସଙ୍କୁ କିଛି ଭଲ ଫିଚର୍ସ ଦେବା ପାଇଁ ସର୍ବଦା ନିଜ ସେବାରେ ଅପଡେଟ ଆଣିଥାଏ। ଏବେ କମ୍ପାନୀ ଜିମେଲ ଓ ଚାର୍ଟ ପାଇଁ କିଛି ନୂଆ ଫିଚର୍ସ ଆଣିଛି। ଗୁଗୁଲ ସର୍ଚ୍ଚ ଫିଚର୍ସ, ଜିମେଲ…

Video: ପାକିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ପରେ କାନ୍ଦିପକାଇଲେ କୋହଲି, କାନ୍ଧରେ ଉଠାଇ ଉତ୍ସବ ପାଳିଲେ ରୋହିତ ଶର୍ମା

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍ ପାକିସ୍ତାନକୁ ଚାରି ଉଇକେଟ୍‌ରେ ହରାଇ ଆଗୁଆ ଦୀପାବଳି ପାଳନ କରିଛି । ମେଲବର୍ଣ୍ଣରେ ହୋଇଥିବା ଏହି ରୋମାଞ୍ଚକର ମୁକାବିଲାରେ ବିରାଟ କୋହଲିଙ୍କ ଧମାକାଦାର ଇନିଂସ ବଳରେ…

ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଜାରି ହେବ ଗୋଟିଏ Help Line Number

ନୂଆଦିଲ୍ଲୀ: ବ୍ୟାଙ୍କିଂ ବ୍ୟବସ୍ଥାରେ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଗୋଟିଏ ହେଲପ ଲାଇନ୍ ନମ୍ବର ଜାରି ହେବ । ଗ୍ରାହକଙ୍କ ଅଭିଯୋଗ ବୁଝିବା ପାଇଁ ଏକ ସିଙ୍ଗଲ ନ୍ୟାସନାଲ…

Cyclone Sitrang Update: ଗଭୀର ଅବପାତର ରୂପ ନେଲା ବାତ୍ୟା, ଆସନ୍ତା କାଲି ୬ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ରାଜ୍ୟ ପାଇଁ ବିପଦ ହଟିଯାଇଥିବା ବେଳେ ଏବେ ରହିଛି କେବଳ ବର୍ଷା ଭୟ । ବଙ୍ଗୋପସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି…

Odisha Civil Service ପରୀକ୍ଷା ଏଣିକି ଓଡ଼ିଆ ଭାଷାରେ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କର ପାଇଁ ଏକ ବଡ଼ ଖୁସି ଖବର । ଏଣିକି ଓଡ଼ିଆ ଭାଷାରେ ହେବ ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷା । ଲିଖିତ ଓ ମୌଖିକ ପରୀକ୍ଷା ଉଭୟ ଓଡ଼ିଆ ଇଂରାଜୀ ଭାଷାରେ…