Browsing Category
Top Stories
ପାଣିରେ ଲୁଚିଥିବା ଆନାକୋଣ୍ଡାର ଫଟୋ ଉଠାଉଥିଲେ ଯୁବକ: ଦେଖନ୍ତୁ କ’ଣ କଲା ସାପ..
ଓଡିଶା ଭାସ୍କର: ସୋସିଆଲ ମିଡିଆର କିଛି ଭାଇରାଲ ଭିଡିଓ ମଣିଷକୁ ଅନେକ ପ୍ରକାରର ଶିକ୍ଷା ଦେଇଯାଏ । ଅନେକ ସମୟରେ କିଛି ଲୋକ ଭିଡିଓ ବନାଇବା ଚକ୍କରରେ ବିଭିନ୍ନ ଦୁଃସାହସିକ କାମ କରି ପକାଇଥାନ୍ତି । ଯାହା ପାଇଁ ତାଙ୍କୁ…
Petabyte କ’ଣ: ମଣିଷର ବ୍ରେନର ମେମୋରୀ କେତେ, ଏଥିରେ କେତେ ଡାଟା ଷ୍ଟୋର ହୋଇ ରହିପାରିବ
ନୂଆଦିଲ୍ଲୀ: ଆପଣ ମେଗାବାଇଟ (ଏମବି), ଗୀଗାବାଇଟ (ଜିବି) ଓ ଟେରାବାଇଟ (ଟିବି) ବିଷୟରେ ଶୁଣିଥିବେ । ତେବେ ଆପଣ ପେଟାବାଇଟ (ପିବି) ବିଷୟରେ ଜାଣିଛନ୍ତି କି? ପେଟାବାଇଟରେ କେତେ ଡାଟା ଆଉ କେଉଁ କେଉ ଡାଟା ଷ୍ଟୋର କରି…
ମାଳିରେ ମାଳିରେ କଳାମାଧବ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ନିଆରା କଳାକୃତି
ଭୁବନେଶ୍ୱର: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ମାଉସୀ ମା’ ଘରେ ଲୀଳା ଶେଷ କରି ଆସନ୍ତାକାଲି ପୁଣି ବଡ ଦେଉଳକୁ ବାହୁଡିବେ ତିନି ଠାକୁର । ତେଣୁ କଳାଦିଅଁଙ୍କ ଏହି ପବିତ୍ର ଯାତ୍ରା ପାଇଁ ପୁଣି ଥରେ ଭକ୍ତର…
ଆଜି ବିଶ୍ୱର ମୋଟ ଜନସଂଖ୍ୟାର ୯୯ ପ୍ରତିଶତ ଲୋକଙ୍କ ପାଖରେ ଏକ ସମୟରେ ପହଞ୍ଚିଛି ସୂର୍ଯ୍ୟକିରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବୈଜ୍ଞାନିକ
ନୂଆଦିଲ୍ଲୀ: ଆଜି ହେଉଛି ୨୦୨୨ ମସିହା ଜୁଲାଇ ମାସ ୮ ତାରିଖ । ତେବେ ଆଜିର ଦିନରେ ୧୧:୧୫ ୟୁଟିସି ଅର୍ଥାତ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୪.୪୫ରେ ସାରା ଦୁନିଆର ୯୯ ପ୍ରତିଶତ ଲୋକଙ୍କ ପାଖରେ ସୂର୍ଯ୍ୟକିରଣ ପହଞ୍ଚିଛି ।…
ଶେଷ ଯାତ୍ରା ହେଲା ଅମରନାଥ: ବାଦଲ ଫଟା ବର୍ଷାରେ ପ୍ରାଣ ହରାଇଲେ ୫ ଭକ୍ତ
ଶ୍ରୀନଗର: ପବିତ୍ର ଅମରନାଥ ଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ପ୍ରକୃତିର କ୍ଷୋଭରେ ବଳି ପଡି ଯାଇଛନ୍ତି ବାବା ଅମରନାଥଙ୍କ ୫ ଜଣ ଭକ୍ତ । ପୀଠରେ ବାଦଲ ଫଟା ବର୍ଷା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା…
ଚିଲିକାରେ ପୁଣି ଫସିଲା ଭସାପୋଲ: ବିପଦରେ ଶତାଧିକ ଯାତ୍ରୀଙ୍କ ଜୀବନ, ରେସକ୍ୟୁ ଅପରେସନ୍ ଜାରି (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକାରେ ପୁଣି ଫସିଲା ଭସାପୋଲ । ଏହାଫଳରେ ଶତାଧିକ ଯାତ୍ରୀ ଜଳ ମଧ୍ୟରେ ଫସି ରହିଛନ୍ତି । ଉକ୍ତ ଭସାପୋଲରେ ଅନେକ ଯାତ୍ରୀଙ୍କ ବ୍ୟତୀତ ୧୫ଟି ବାଇକ୍, ୪ଟି ଚାରିଚକିଆ ଯାନ ରହିଛି । ତେବେ…
ମମିତା ହତ୍ୟା ମାମଲାରେ ଗୋବିନ୍ଦକୁ ଜାମିନ: ଏହି ସର୍ତ୍ତ ରଖି ନିଷ୍ପତ୍ତି ଶୁଣାଇଲେ ଏଡିଜେ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ନେଇ ଆସିଛି ଆଉ ଏକ ଖବର । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ…
UGC NET Exam-2022: ସ୍ଥଗିତ ହେଲା ଦୁଇଟି ବିଷୟର ପରୀକ୍ଷା
ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ) ପରୀକ୍ଷା-୨୦୨୨ । ତେବେ ଦୁଇଟି ବିଷୟ ପାଇଁ ୟୁଜିସିନେଟ୍ ପରୀକ୍ଷା ସ୍ଥଗିତ ହୋଇଛି । ଆସନ୍ତାକାଲି ତେଲୁଗୁ ଓ ମରାଠୀ…
ଭାରତୀୟ ସେନା ଖୁବ ନିକଟରେ ଉଡିଲା ଚୀନ ବିମାନ: କ’ଣ ଡ୍ରାଗନର ଲକ୍ଷ୍ୟ?
ନୂଆଦିଲ୍ଲୀ: ପୁଣି ଥରେ ଚୀନ ଲଙ୍ଘିଛି ଭାରତୀୟ ଏୟାର ବେସ । ଭାରତୀୟ ସେନାଙ୍କ ଖୁବ ନିକଟରେ ଅତିକ୍ରମ କରିଛି ଚୀନ ବାୟୁସେନାର ଏକ ବିମାନ । ପୂର୍ବ ଲଦାଖର ଆକାଶରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଏହି ଘଟଣା ପରେ…
ବାଦୁଡିରୁ ବ୍ୟାପୁଛି ନୂଆ ଭାଇରସ: କରୋନା ଆତଙ୍କ ମଝିରେ ଭୂତାଣୁକୁ ନେଇ WHOର ଚେତାବନୀ
ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଉ ଏକ ନୂଆ ଭାଇରସ ମୁଣ୍ଡ ଟେକିଛି । ଯାହାକୁ ନେଇ ପୁଣି ଥରେ ଚିନ୍ତାରେ ପଡି ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଉ ଏକ ସଂକ୍ରାମକ…