Browsing Category

Top Stories

ବିଶ୍ୱ ପାଳୁଛି ଯୋଗ ଦିବସ, ଏପରି ସନ୍ଦେଶ ଦେଲେ ମୋଦୀ

ନୁଆଦିଲ୍ଲୀ: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଗତକାଲି କର୍ଣ୍ଣାଟକରେ…

ରାଶିଫଳ(ମଙ୍ଗଳବାର,୨୧ ଜୁନ,୨୦୨୨)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ,…

ଆସୁଛି ମହାଦେବଙ୍କ ପ୍ରିୟ ଶ୍ରାବଣ ମାସ: ଜାଣନ୍ତୁ କେବେ ଆରମ୍ଭ ହେବ କାଉଡି ଯାତ୍ରା

ଓଡିଶା ଭାସ୍କର: ଭଗବାନ ଶିବଙ୍କ ପ୍ରିୟ ମାସ ହେଉଛି ଶ୍ରାବଣ ମାସ । ତେବେ ଚଳିତ ବର୍ଷ ଏହି ମାସ ଆସନ୍ତା ଜୁଲାଇ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଶ୍ରାବଣ ମାସରେ ପ୍ରଭୁଙ୍କ ପୂଜାର୍ଚ୍ଚନା କଲେ ଭକ୍ତର ସବୁ…

ଏହି କମ୍ପାନୀର କର୍ମଚାରୀଙ୍କୁ ମିଳିବ ଏକ ବର୍ଷର ଛୁଟି, ଦରମା ବି ମିଳିବ ପୂରା

ନୂଆଦିଲ୍ଲୀ: ଅନେକ ସମୟରେ ଅଫିସରୁ ଛୁଟି ମିଳିବା କଷ୍ଟକର ହୋଇପଡ଼ିଥାଏ । କେବଳ କିଛି ପରିସ୍ଥିତିକୁ ଛାଡ଼ିଦେଲେ ହୁଏତ ଛୁଟି କଥା ଭାବିବା ବି ମୁସ୍କିଲ ହୋଇପଡ଼ିଥାଏ କର୍ମଚାରୀଙ୍କ ପାଇଁ । କାରଣ ଛୁଟି ନେଲେ ଏଥିପାଇଁ ଦରମା…

ଆସନ୍ତାକାଲି ପୁଣି ଥରେ EDରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ: ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମାମଲାରେ ଆସନ୍ତାକାଲି ରାହୁଲଙ୍କୁ ପଚରାଉଚରା କରିବ ଇଡି । ଏହାପୂର୍ବରୁ…

ପୂର୍ବରୁ ଥିଲେ ୬ଟି ସନ୍ତାନ, ଏବେ ପୁଣି ୧୩ ଜଣଙ୍କୁ ଜନ୍ମଦେବେ ମହିଳା: ପରିବାର କେମିତି ଚଳିବ, ସ୍ୱାମୀ ଚିନ୍ତାରେ

ନୂଆଦିଲ୍ଲୀ: ସାଧାରଣ ଭାବେ ଜଣେ ମହିଳା ଗୋଟିଏ ବା ଦୁଇଟି ଛୁଆକୁ ଏକସଙ୍ଗେ ଜନ୍ମ ନେବାର ଆପଣମାନେ ଶୁଣିଥିବେ । ଏହି ସଂଖ୍ୟାଠାରୁ ଅଧିକ ସଂଖ୍ୟକ ଶିଶୁଙ୍କୁ ଜନ୍ମଦେଲେ ଉକ୍ତ ମହିଳାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥାଏ ।…

ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ନାଁରେ ଦାଏର କଲେ ଅଦାଲତ ଅବମାନନା ମାମଲା

ଅନୁଭବ-ବର୍ଷା ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରଧୀନ ରହିଛି । ଏହାରି ମଧ୍ୟରେ ଅନୁଭବଙ୍କ ବିରୋଧରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅନୁଭବଙ୍କ ନାଁରେ ଅଦାଲତା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ପ୍ରାଣ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜଣଙ୍କ ପ୍ରାଣ । ବଲାଙ୍ଗିର ଟିଟିଲାଗଡ ରାଜରାସ୍ତା ବହଲି ଛକ ଠାରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନା ଅନୂଯାୟୀ, ବଲାଙ୍ଗିର ପଟୁ ଦ୍ରୁତ ଗତିରେ ଯାଉଥିବା…

ମୋବାଇଲ ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ମାରିଲେ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକରେ କରୁଥିଲେ ଅପହରଣ

ମୋବାଇଲ ଚୋର ସନ୍ଦେହରେ ଯୁବକକୁ ମାଡ ମାରିଲେ । ଖାଲି ମାଡ଼ ମାରିଲେନି ତ’ ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାରେ ପକାଇ ନେଇ ପଳାଇଯାଉଥିଲେ । ହେଲେ ଘଟଣା ବିଷୟରେ ଖବର ପାଇଁ ଉଦ୍ଧାର କରିଛି ପୋଲିସ୍ । ଏହି ଘଟଣା ଘଟିଛି ପାରଦୀପ…

ଅଗ୍ନିପଥ ସ୍କିମ୍: ଆସନ୍ତାକାଲି ତିନି ସେନାମୁଖ୍ୟଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବର୍ତ୍ତମାନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ଯୋଜନାକୁ ହଟାଯିବ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…