Browsing Category

Top Stories

ଟ୍ରାକରୁ ଖସିଲା ଯାତ୍ରୀବାହୀ ଟ୍ରେନ୍: ଚାଲିଗଲା ୧୦ ଜୀବନ, ୫୦ ଗୁରୁତର

ତେହେରାନ: ପୂର୍ବ ଇରାନରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି । ଇରାନର ସରକାରୀ ଟିଭିର ରିପୋର୍ଟ ଅନୁସାରେ, ବୁଧବାର ଦିନ ଯାତ୍ରୀବାହୀ ଟ୍ରେନର ୪ଟି କୋଚ୍ ଟ୍ରାକରୁ ବାହାରି…

ଏବେ କ୍ରେଡିଟ୍ କାର୍ଡ ଜରିଆରେ ମଧ୍ୟ ହେବେ UPI ପେମେଣ୍ଟ, ସମବାୟ ବ୍ୟାଙ୍କଗୁଡିକୁ ମିଳିଲା ବଡ ରିହାତି

ମୁମ୍ବାଇ(ଓଡ଼ିଶା ଭାସ୍କର): ଅନଲାଇନ କାରବାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ଏବେ କ୍ରେଡିଟ୍ କାର୍ଡକୁ UPI ସହିତ ଲିଙ୍କ୍ କରିବାକୁ ଆରବିଆଇ ଘୋଷଣା କରିଛି।…

ଜୁନ୍ ୧୩ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ପରେ ଏବେ କିଏ ନୂଆ ବାଚସ୍ପତି ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ବାଚସ୍ପତି ନିର୍ବାଚନ ନେଇ ବିଧାନସଭା ସଚିବାଳୟ…

PUBG ଖେଳିବାକୁ ମନା କରିବାରୁ ମା’ଙ୍କୁ ହତ୍ୟା କଲା ପୁଅ, ୨ ଦିନ ଶବ ସହ ରହିବ ପରେ କହିଲା ଏହି କାହାଣୀ

ଉତ୍ତରପ୍ରଦେଶ(ଓଡ଼ିଶା ଭାସ୍କର): ଲକ୍ଷ୍ନୌର PGI କୋଟୱାଲି ଅଞ୍ଚଳର ଯମୁନାପୁରମ୍ କଲୋନୀରେ ଜଣେ ସେନା ଅଧିକାରୀଙ୍କ ପୁଅ ଶନିବାର ରାତିରେ ମା’ଙ୍କୁ ଗୁଳି କରି ହତ୍ୟା କରିଛି। ପୁଅ ଓ ଝିଅ ଏହି ଘଟଣାକୁ ଦୁଇ ଦିନ ଲୁଚାଇ…

YouTubeରେ Ad ବିନା ଭିଡିଓ ଦେଖିବାକୁ ଚାହୁଁଛନ୍ତି କି ? ଟଙ୍କା ଖର୍ଚ୍ଚ ନକରି କରନ୍ତୁ ଏହି କାମ

ନୂଆଦିଲ୍ଲୀ: Xiaomi India ଏବେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଭାରତରେ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ଦେଉଛି । ଯଦି ଆପଣଙ୍କର ଏକ Xiaomi ସ୍ମାର୍ଟଫୋନ୍ ଅଛି, ତେବେ କମ୍ପାନୀ ତିନିମାସ ପାଇଁ ମାଗଣା…

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ବେଢା ପରିସରର ଫଟୋ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ପୁରୀ(ଓଡ଼ିଶା ଭାସ୍କର): ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ପରିସରର ଫଟୋ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିବାଦ ଥମି ନଥିବା ବେଳେ ଶ୍ରୀମନ୍ଦିର ପରିସରର ଫଟୋ ଫେସବୁକରେ ଭାଇରାଲ ହେବାକୁ ନେଇ ବର୍ତ୍ତମାନ ପ୍ରଶ୍ନ…

ରିଜର୍ଭ ବ୍ୟାଙ୍କ୍ ପୁଣି ବଢାଇଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍ ଆଉ EMI

ମୁମ୍ବାଇ(ଓଡ଼ିଶା ଭାସ୍କର): ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧିକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍(RBI) ବୁଧବାର ପୁଣିଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ରେପୋ ରେଟ୍ ୦.୫୦ ବେସିସ୍ ପଏଣ୍ଟ…

ଯୁବତୀଙ୍କ ଠୁମକା ଦେଖି ରାଗିଗଲା ଷଣ୍ଢ: Video ଦେଖି ଆପଣ ବି କହିବେ- ‘ଏମିତି ତ ହେବାର ଥିଲା’

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଲୋକମାନେ ନିଜକୁ ଫେମସ୍ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଇଣ୍ଟରନେଟରେ ଅଧିକାଂଶ ଯୁବପିଢ଼ି ରିଲ୍ ଏବଂ ଭିଡିଓ ମାଧ୍ୟମରେ…

ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିବେ “ଟୁର୍ ଅଫ୍ ଡ୍ୟୁଟି’, ସେନାରେ ସାମିଲ ହେବା ପାଇଁ ଯୁବକଙ୍କ ପାଇଁ ସରଳ ହେବ ରାସ୍ତା

ନୁଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଭାରତ ସରକାର ଏବେ ସେନାରେ ଭର୍ତ୍ତି ପାଇଁ ନୂଆ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକ୍ରିିୟାର ନାମ ହେଉଛି "ଟୁର୍ ଅଫ୍ ଡ୍ୟୁଟି'। ଏହି ପ୍ରକ୍ରିୟାରେ ଯୁବକଙ୍କୁ ଚାରି ବର୍ଷ…

ଗୃହ ମନ୍ତ୍ରଣାଳୟ ଅଫିସରେ ଲାଗିଲା ନିଆଁ: କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଗୃହ ମନ୍ତ୍ରଣାଳୟ ଅଫିସରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ନର୍ଥ ବ୍ଲକରେ ଥିବା ଗୃହ ମନ୍ତ୍ରଣାଳୟର ଅଫିସରେ ବିଳମ୍ବିତ…