Browsing Category

Top Stories

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ଇଲେଭେନ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ବୁମରାହ ଏବଂ ଶାମୀଙ୍କ ଭଳି ଖେଳାଳିମାନଙ୍କୁ ଏହି ସିରିଜରେ…

୭୬ ହଜାର କୋଟି ଟଙ୍କାର ସ୍ୱଦେଶୀ ହତିଆର କିଣିବା ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ୭୬ ହଜାର କୋଟିରୁ ଅଧିକ ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ…

ଅଗ୍ନି-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ: ୪ ହଜାର କିମି ଦୂରରୁ କରିପାରିବ ଲକ୍ଷ୍ୟଭେଦ

ବାଲେଶ୍ୱର: ନ୍ୟୁକିୟର କ୍ଷମତା ସମ୍ପନ୍ନ ଅଗ୍ନି-୪ ବାଲିଷ୍ଟିକ୍ ମିଜାଇଲର ସଫଳ ପରୀକ୍ଷଣ । ସୋମବାର ସନ୍ଧ୍ୟା ୭:୩୦ ରେ ବାଲେଶ୍ୱର ଅବଦୁଲ କଲାମ ଦ୍ୱିପରୁ ଏହି ମିଜାଇଲର ପରୀକ୍ଷଣ ହୋଇଥିଲା । ଆଉ ଏହି ମିଜାଇଲର ସଫଳ…

ଜନସାଧାରଣ BJPକୁ ଡରୁଛନ୍ତି, କିନ୍ତୁ BJP ଆମ୍ ଆଦମୀ ପାର୍ଟିକୁ ଭୟ କରୁଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ଏବେଠାରୁ କସରତ ଆରମ୍ଭ କରିଦେଲେଣି । ଗୋଟିଏ ପଟେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ରହିଥିବା ବେଳେ ଅନ୍ୟପଟେ ବିରୋଧୀ କଂଗ୍ରେସ,…

ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ରେଲୱେର ଉପହାର, Aadhaar Card ଓ ଟିକେଟ୍ ବୁକିଂକୁ ନେଇ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ଅନଲାଇନ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହାଫଳରେ ଯାତ୍ରୀମାନେ ଗୋଟିଏ ଆକାଉଣ୍ଟରେ ଅଧିକ…

ପନ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୬ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଉତ୍ତରାଖଣ୍ଡ ଘଟଣାକୁ ଠିକଭାବରେ ଭୁଲି ନାହାନ୍ତି ମଧ୍ୟପ୍ରଦେଶ ପନ୍ନା ଅଞ୍ଚଳର ବାସିନ୍ଦା । ଏବେ ଆଉ ଏକ ଦୁଃଖଦ ଘଟଣା ପୁଣି ସାମନାକୁ ଆସିଛି । ପନ୍ନା ଅଞ୍ଚଳର ଏକ ବୋଲେରୋ ଏବଂ ଅଲ୍ଟୋ କାର ମଧ୍ୟରେ…

ଭାରତରେ ଲଞ୍ଚ ହେବ ଇଲେକ୍ଟିକ୍ ଟ୍ରାକ୍ଟର ଏବଂ ଟ୍ରକ୍, ନିତିନ ଗଡକରୀଙ୍କ ଘୋଷଣା

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି ଯେ ସ୍କୁଟର ଏବଂ କାର ପରେ ଭାରତରେ ଏବେ ଖୁବଶୀଘ୍ର ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ…

ବର୍ଷରେ ହେବ ୨ଟି IPL! ଖେଳାଯିବ ୯୪ଟି ମ୍ୟାଚ: ଜାଣନ୍ତୁ ନୂଆ ପ୍ଲାନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଶେଷ ହୋଇ ସାରିଛି । ତେବେ ଏହି ଲିଗକୁ ନେଇ ଲୋକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । କେବଳ ଭାରତ ନୁହେଁ, ସାରା ବିଶ୍ୱରେ IPLକୁ ଲୋକେ ଖୁବ ପସନ୍ଦ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏବେବି ୪ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ତବଲାକଟା ଛକରେ ଟ୍ୟାଙ୍କର-ଅଟୋ ମଧ୍ୟରେ ଧକ୍କା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୪ ଜଣ ଗୁରୁତର ମଧ୍ୟ…

ବାରବାଟୀ T-20: ଭାରତ-ଦକ୍ଷିଣ ଆଫିକା ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି । ମ୍ୟାଚ…