Browsing Category

Top Stories

ଆମେରିକୀୟ ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁଶାଇଲେ ଭିନ୍ନ ଦଣ୍ଡ, ବାଣ୍ଟିବାକୁ ହେବ ୨୦୦ ସାନିଟାଇଜର

ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ଏକ ଭିନ୍ନ ଦଣ୍ଡ ଶୁଣାଇଛନ୍ତି । ଦିଲ୍ଲୀରୁ ଚିକାଗୋ ଯାତ୍ରା କରୁଥିବା ଏହି ଆମେରିକୀୟ ବ୍ୟକ୍ତିଙ୍କୁ ପୋଲିସ ଏୟାରପୋର୍ଟରୁ ଗିରଫ କରିଥିଲା ।…

ପୋଲିସ କର୍ମଚାରୀ ସାବଧାନ: ଖାକି ନ ପିନ୍ଧିଲେ, ନାମ ଫଳକ ନ ପିନ୍ଧିଲେ, ଡ୍ୟୁଟିରେ ବେଲ୍ଟ ଖୋଲିଲେ, ସାର୍ଟ ବୋତାମ ଖୋଲିଲେ କଡ଼ା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଥାନାମାନଙ୍କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମନମୁଖୀ ଶାସନ ଆଉ ଚଳିବ ନାହିଁ । ଏଣିକି ଥାନାରେ ଡ୍ୟୁଟି କରିବା ସମୟରେ ପୋଷାକ ଉପରେ ସଞ୍ଜମତା ରକ୍ଷା କରିବେ ପୋଲିସ କର୍ମଚାରୀ ।…

ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍

ନୂଆଦିଲ୍ଲୀ: ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଏହି ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ବିରାଟ କୋହଲି ଓ ରୋହିତ…

ଗୋଟିଏ ସଂସ୍ଥା ଅଧୀନରେ ରହିବ ଅଗ୍ନିଶମ ଓ ଜରୁରୀକାଳୀନ ସେବା: ସଂଶୋଧନ ହେବ ଓଡ଼ିଶା ଅଗ୍ନିଶମ ସେବା ଆଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଅଗ୍ନିଶମ ସେବା ଆଇନରେ ସଂଶୋଧନ ହେବ । ଗୋଟିଏ ସଂସ୍ଥା ଅଧୀନରେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ରହିବ । ଏନେଇ ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇସାରିଛନ୍ତି । ଏହାକୁ…

ସେକ୍ସ ସମୟରେ ବିନା ଅନୁମତିରେ କଣ୍ଡୋମ୍ କାଢ଼ିବା ଅପରାଧ: କାନାଡା ସୁପ୍ରିମକୋର୍ଟ

କାନାଡା ସୁପ୍ରିମକୋର୍ଟ କଣ୍ଡୋମକୁ ନେଇ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ସେକ୍ସ ସମୟରେ ପାର୍ଟନରଙ୍କ ବିନା ଅନୁମତିରେ କଣ୍ଡୋମ୍ କାଢ଼ିବା ଏକ ଅପରାଧ ଏବଂ ଏଥିପାଇଁ ମାମଲା ରୁଜୁ ହୋଇାପାରେ । ୨୦୧୭ର…

ଛୋଟ ପିଲାକୁ ଘେରିଗଲେ ୪ଟି ଭୟଙ୍କର କୁକୁର: ସେ ଡରିଲାନି, ନିଜର ଦମ୍ ଦେଖାଇଲା

ନୂଆଦିଲ୍ଲୀ: ଅନେକ ସମୟରେ ଛୋଟ ପିଲାଙ୍କର କିଛି ସାହସିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ୪ଟି କୁକୁର ଏକ ନିରୀହ ବାଳକଙ୍କୁ ଚାରିପଟୁ ଘେରି ଯାଇଥିଲେ ହେଁ…

କମନୱେଲଥ୍ ଗେମ୍ସରେ ପଦକ ବିଜୟ ଜାରି: ଗୁରୁରାଜା ପୂଜାରୀ ଜିତିଲେ ବ୍ରୋଞ୍ଜ୍ ପଦକ

ନୂଆଦିଲ୍ଲୀ: ୱେଟଲିଫ୍ଟର ଗୁରୁରାଜା ପୂଜାରୀ ବର୍ମିଂହାମ କମନୱେଲଥ ଗେଗ୍ସ ୨୦୨୨ ରେ ଭାରତକୁ ଦ୍ୱିତୀୟ ମେଡାଲ ଆଣିଦେଇଛନ୍ତି । ପୂଜାରୀ ୬୧ କେଜି ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ହାତେଇଛନ୍ତି । ସେ ମୋଟ୍ ୨୬୯ କେଜି ଓଜନ …

EPFO ଖାତାଧାରୀଙ୍କ ପାଇଁ ଖୁସି ଖବର: ଗ୍ରାହକଙ୍କ ଜମାର ୨୦ ପ୍ରତିଶତ ଶେୟାର ନିବେଶ ହେବ ନାହିଁ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଶେୟାର ନିବେଶ ସୀମା ବୃଦ୍ଧି ନେଇ କୌଣସି ବିଚାର କରାଯାଇ ନାହିଁ । କର୍ମଚାରୀଙ୍କ ପ୍ରତିନିଧିଙ୍କ ତରଫରୁ ଏନେଇ ବିଚାର ବିମର୍ଶ କରିବାକୁ ଦାବି…

ମୋତେ ବାହାହେବୁ, ଆଉ ଜଣଙ୍କ ସହ ମଜା ନେବୁ: ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ ସ୍ୱାମୀ

ନୂଆଦିଲ୍ଲୀ: ଅନେକ ସମୟରେ ଦାମ୍ପତ୍ୟ କଳହ ପଦାରେ ପଡ଼ିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ସନ୍ଦେହରେ ଜଣେ ମହିଳାଙ୍କ ଉପରେ…

ବିନା କାରଣରେ ମାରୁଥିଲେ ମାଡ଼, ଏମିତି ପାନେ ଦେଲା ଗଧ, ଜୀବନସାରା ମନେ ରହିବ

ପଶୁମାନେ କଥା କହିପାରନ୍ତି ନାହିଁ, ସେମାନଙ୍କୁ ବିନା କାରଣରେ କେବେବି ମାରପିଟ୍ କରିବା କଥା ନୁହେଁ । ମଣିଷ ପରି ସେମାନଙ୍କୁ ମଧ୍ୟ କଷ୍ଟ ହୁଏ, ସେମାନେ ମଧ୍ୟ ଆମଠାରୁ ସ୍ନେହ ଚାହିଥାନ୍ତି । ସୋସିଆଲ ମିଡିଆରେ ଆପଣ ଏଭଳି…