Browsing Category

Top Stories

ଘର ଭିତରେ ଲାଗିଲା ନିଆଁ, ୭ ଶିଶୁଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ: ଆମେରିକାର ଫିଲାଡେଫ୍ଲିଆ ସହରର ଏକ ଆପାର୍ଟମେଣ୍ଟରେ ବୁଧବାର ଦିନ ଭୀଷଣ ଅଗ୍ନିକଣ୍ଡେ ଘଟିଯାଇଛି । ନିଆଁ ଲାଗିବା ଫଳରେ ୭ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିଶମ ଅଧିକାରୀ ମାନେ ଏନେଇ…

ମାୟାନଗରୀରେ ଗତ ୩ ଦିନ ମଧ୍ୟରେ ୨୩୦ ଡାକ୍ତର କୋଭିଡ୍ ପଜିଟିଭ୍

ମୁମ୍ବାଇ: କୋଭିଡ୍ ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ମୁମ୍ବାଇରେ ସ୍ଥିତି ଏବେ ଗମ୍ଭୀର ହୋଇପଡ଼ିଛି । ସର୍ବାଧିକ ଓମିକ୍ରନ୍…

ଫେବ୍ରୁଆରି ୩ ସୁଦ୍ଧା ଚରମକୁ ଛୁଇଁପାରେ କୋଭିଡର ୩ୟ ଲହର

ନୂଆଦିଲ୍ଲୀ: ଭାରତରେ ଆଗାମୀ ଦିନ ଗୁଡ଼ିକରେ କୋଭିଡ୍‌-୧୯ ମାମଲା ପ୍ରବଳ ଭାବେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ବିଶେଷଜ୍ଞମାନଙ୍କ ମତରେ ଏହି ଲହର ମଧ୍ୟ ଅଳ୍ପ କାଳ ସ୍ଥାୟୀ ରହିବ । ହେଲେ…

କୋଭାକ୍ସିନ୍ ନେବା ପରେ ନିଅନ୍ତୁ ନାହିଁ ପାରାସିଟାମଲ୍ କିମ୍ବା ପେନ୍ କିଲର୍: ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଟିକା, ମେଡିସିନ୍ ଆଦି ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ୍ କହିଛି ଯେ, କୋଭାକ୍ସିନ୍…

ସୁରତ ପ୍ରିଣ୍ଟିଂ ମିଲରେ ଗ୍ୟାସ୍ ଲିକ୍, ଶ୍ୱାସରୁଦ୍ଧ ହୋଇ ୪ ମୃତ; ୨୫ ଆହତ

ସୁରତ: ଗୁଜରାଟର ସୁରତରେ ଗୁରୁବାର ଦିନ ସକାଳେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଠାରେ ଥିବା ଏକ ପ୍ରିଣ୍ଟିଂ ମିଲ୍ ରେ ନିଆଁ ଲାଗିବା ଫଳରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ…

ରାଶିଫଳ(ଗୁରୁବାର,୦୬ ଜାନୁଆରୀ,୨୦୨୨)

ମେଷ - କର୍ମ ଏବଂ ଅର୍ଥ ଚିନ୍ତା ଦୁର ହେବ, ବ୍ୟବସାୟ, କଳକାରଖନା କର୍ମଜୀବି, ଓୌଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ, ଭାଗ୍ୟ ସହାୟ ହେବେ, ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ, ଧାର୍ମିକ ଭାବନା ବୃଦ୍ଧି ହେବ,…

ଆଇସିୟୁରେ ମହିଳାଙ୍କୁ ଅସଦାଚରଣ: ବହେ ଛେଚିଲେ ଡାକ୍ତର, କ୍ଷମା ମାଗିଲେ ପରିବାର

ନୂଆଦିଲ୍ଳୀ: ଡାକ୍ତରଙ୍କୁ ଇଶ୍ୱରଙ୍କ ଦ୍ୱିତୀୟ ଅବତାର ବୋଲି କୁହାଯାଏ । ତେବେ ଜଣେ ମହିଳା ଡାକ୍ତରଙ୍କୁ ଅସଦାଚରଣ କରି ବହେ ଛେଚା ଖାଇଛନ୍ତି ରୋଗୀର ସାଙ୍ଗ । ଏପରିକି ପରିବାର ଲୋକ କ୍ଷମା ମାଗିବା ଯାଏଁ ମଧ୍ୟ କଥା ଯାଇଛି…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ପୋଷ୍ଟ ଅଫିସରେ କରିପାରିବେ ଟ୍ରେନ ଟିକେଟ୍ ବୁକିଂ

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର କାରଣ ଆଇଆରସିଟିସି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ଏହି ଯୋଜନା ଅନୁସାରେ ଏବେ ଆପଣ ନିକଟସ୍ଥ ପୋଷ୍ଟ ଅଫସରୁ ରେଳ ଟିକେଟ ବୁକ କରିପାରିବେ । ଏହି ସୁବିଧା ଦ୍ୱାରା…

ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୯ ଲକ୍ଷ ନୂଆ ଭୋଟର ହେଲେ ସାମିଲ୍

ଭୁବନେଶ୍ୱର: ୨୦୨୨ ମସିହା ପାଇଁ ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର ତାଲିକାରେ ୯ ଲକ୍ଷ ୫୦ ହଜାର ୭୮୯ ନୂଆ ଭୋଟର ସାମିଲ ହୋଇଥିବାବେଳେ ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍ ପଡ଼ିଛନ୍ତି ।…

ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ: ଡିସେମ୍ବର ୧୫ରେ ହୋଇଥିଲେ କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଓମିକ୍ରନରେ ଆକ୍ରାନ୍ତଙ୍କ ମୃତ୍ୟୁ । ଓମିକ୍ରନ ଆକ୍ରାନ୍ତ ମୃତ ରାଜସ୍ଥାନର ସୂଚନା । ପ୍ରଥମ ଓମିକ୍ରନ ମୃତ୍ୟୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା । ସୂଚନା ଅନୁଯାୟୀ,…