Browsing Category

Top Stories

ଲଖୀମପୁର ହିଂସାକାଣ୍ଡ: ଆସନ୍ତା କାଲି ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ ହୋଇଥିବା ହିଂସାକାଣ୍ଡ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଯାଉଛି । ଗୁରୁବାର ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନ୍ନା ଏହି ମାମଲାର ବିଚାର କରିବେ ବୋଲି…

୧୫ କୋଟି G-Mail ବ୍ୟବହାରକାରୀଙ୍କ ଆକାଉଣ୍ଟରେ ରହିବ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନ

ନୂଆଦିଲ୍ଲୀ: ଗୁଗଲ ଏହାର ୟୁଜର୍ସଙ୍କ ଆକାଉଣ୍ଟରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । କମ୍ପାନୀ କହିଛି ଯେ ସେ ଏହାର ୧୫ କୋଟି ବ୍ୟବହାରକାରୀଙ୍କ ଆକାଉଣ୍ଟରେ ‘ଟୁ ଫ୍ୟାକ୍ଟର’ ଅଥେନ୍ଟିକେସନକୁ ଆକ୍ଟିଭ କରିବାକୁଯାଉଛି ।…

ଆରସିବି ସମ୍ମୁଖରେ ୧୪୨ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇପିଏଲର ଚଳିତ ସଂସ୍କରଣର ୫୨ ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୧୪୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ସନରାଇଜର୍ସ ପକ୍ଷରୁ ଜାସନ ରୟ ସର୍ବାଧିକ ୪୪ ରନ ସଂଗ୍ରହ କରିଥିବା ବେଳେ…

ପେଜରୁ ମିଳିଥାଏ ଏହି ସମସ୍ତ ଉପକାରିତା

ନୂଆଦିଲ୍ଲୀ:ଓଡିଶାର ପ୍ରଧାନ ଖାଦ୍ୟ ହେଉଛି ଭାତ । ସମସ୍ତେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି । ପ୍ରାୟତଃ ପ୍ରତ୍ୟେକ ଘରେ ପ୍ରତିଦିନ ଭାତ ପ୍ରସ୍ତୁତ ହୋଇଥାଏ । ସାଧାରଣତଃ ଭାତ ପ୍ରସ୍ତୁତ ହୋଇସାରିଲା ପରେ ଏଥିରୁ…

ବ୍ୟବସାୟୀଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ

କଟକ ଯୋବ୍ରା ଦୁର୍ଗା ମଣ୍ଡପ ଛକରେ ଜଣେ ବ୍ୟବସାୟୀଙ୍କୁ ଛୁରିମାଡ଼ । ଆକ୍ରମଣରେ ବ୍ୟବସାୟୀଙ୍କ ବେକରେ ଗୁରୁତର ଆଘାତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ…

ଜବତ ହେଲା ୮୪ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ

କୋରାପୁଟ: ପାରୁଆ ଥାନା ରାଙ୍କିଣିଗୁଡ଼ାରେ ଅବକାରୀ ସ୍କାଡର ଚଢ଼ଉ । ଚଢଉରେ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବାବେଳେ ଖସିପଳାଇଛନ୍ତି ମାଫିଆ । ତେବେ ଜବତ ଗଞ୍ଜେଇର ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବାନେଇ ସୂଚନା ।

‘Honda’ର ଦଶହରା ଅଫର; ଏହି ସବୁ କାର ଉପରେ ମିଳୁଛି ବଡ଼ ରିହାତି

ନୂଆଦିଲ୍ଲୀ: ନବରାତ୍ରିକୁ ଦୃଷ୍ଟିରେ ରଖି ହୋଣ୍ଡା କାର୍ସ ଇଣ୍ଡିଆ ବୁଧବାର ଘୋଷଣା କରିଛି ଯେ ଏହାର ସମଗ୍ର ମଡେଲ୍ ଉପରେ ୫୩,୫୦୦ ଟଙ୍କା ପର୍ଯ୍ୟନ୍ତ ଅଫର ପ୍ରଦାନ କରୁଛି। ଗ୍ରାହକ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଅଫରର ଲାଭ…

କଟକ ରାସ୍ତା ପାଲଟିଲା ଜଳପ୍ରପାତ; ରାସ୍ତା ଉପରେ ଆଣ୍ଠୁଏ ପାଣି

କଟକ (ଓଡ଼ିଶା ଭାସ୍କର): ରାସ୍ତା ମଝିରେ କିଛି ନଥିବା ବେଳେ ହଠାତ ଉଠିଲା ପୁରୁଷେ ଉଚ୍ଚର ପାଣି । ଏମିତି ଏକ ଘଟଣା ଘଟିଛି ସିଲଭର ସିଟି କଟକରରେ । କଟକ ରାଜାବଗିଚା ଅଞ୍ଚଳରେ ଏମିତି ଘଟଣା ଘଟିବା ସହିତ ଲୋକ ମଧ୍ୟ ଆଚମ୍ବିତ…

ବିଦ୍ୟତ୍ ଆଘାତରେ ଗୋଟିଏ ପରିବାରର ୩ ମୃତ

ଜଗତସିଂହପୁର: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣ ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଥାନା ବଣିତୋ ଗ୍ରାମରେ । ବିଦ୍ୟୁତ ଆଘାତରେ ବାପା , ମାଆ, ଝିଅ ମୃତ । ରକ୍ଷା କରିବାକୁ ଆସିଥିବା…

ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା: ସିଲ୍ ହେଲା ବେକେରୀ

କଟକରେ ବେକେରୀକୁ ଯାଉଥିବା ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା । ସାଆନ୍ତସାହିର ବିକ୍ରମ ବେକେରୀକୁ ସିଲ୍ କରି ସାମଗ୍ରୀ ଜବତ କଲା ସିଏମସି । ପଚା ଅଣ୍ଡା କେକ୍ ରେ ମିଶୁଥବା ଖବର ମିଳିବା ପରେ ନିଆଗଲା…