Browsing Category

Top Stories

ହୃଦରୋଗରୁ ଦୂରେଇ ରହିବାକୁ ପ୍ରତିଦିନ କରନ୍ତୁ ଏହି କାମ, ସର୍ବଦା ରହିବେ ଫିଟ୍

ନୂଆଦିଲ୍ଲୀ: ହୃଦୟ ଜନିତ ରୋଗ ବିଗତ ଦିନ ମାନଙ୍କରେ ବୃଦ୍ଧମାନଙ୍କୁ ଅଧିକ ହେଉଥିଲା । କିନ୍ତୁ ଏବେ ଏହା ଯୁବକ-ଯୁବତୀ ମାନଙ୍କୁ ବି ନିଜର ଶିକାର କରୁଛି । ଫଳରେ ଖୁବ୍ କମ୍ ବୟସରୁ ଲୋକମାନଙ୍କ ଠାରେ ହୃଦରୋଗ ଦେଖିବାକୁ…

ନୂଆ SIM କାର୍ଡ କିଣିବା ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜାଣନ୍ତୁ କେଉଁ ଗ୍ରାହକମାନଙ୍କୁ ମିଳିବନି ସିମ୍ ?

ନୂଆଦିଲ୍ଲୀ: ଗ୍ରହକଙ୍କ ସୁବିଧା ପାଇଁ ନୂଆ ସିମ୍ କାର୍ଡ ନେବାର ନିୟମରେ ପରିବର୍ତ୍ତନ କରିଛି ଟେଲିକମ୍ ବିଭାଗ । ଏହା ଅଧିନରେ ଏବେ ନୂଆ ସିମ୍ ନେବା ସହିତ ପ୍ରିପେଡକୁ ପୋଷ୍ଟପେଡରେ ବା ପୋଷ୍ଟପେଡକୁ ପ୍ରିପେଡରେ…

ଆପଣଙ୍କ ସ୍ମାର୍ଟଫୋନରେ ଭାଇରସ୍ ଅଛି ନା ନାହିଁ, ଜାଣନ୍ତୁ ଏହି ଉପାୟରେ

ନୂଆଦିଲ୍ଲୀ: ସମୟ ସହିତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ର ଚାହିଦା ବଢ଼ିବାରେ ଲାଗିଛି । ଏବେ ଖୁବ୍ କମ୍ ଲୋକ ହିଁ ଥିବେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବ । କିନ୍ତୁ ଆଗାମୀ ସମୟରେ ଏହି ସମସ୍ୟା ବି ଦୂର ହୋଇଯିବ ।…

ଆଜି ରାଜ୍ୟରୁ କରୋନାରେ ୫ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଉ କରୋନାକୁ ଡର ନାହିଁ, ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଦେହରେ ରହିଛି ଆଣ୍ଟିବଡି: RMRC Report

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ବିପକ୍ଷରେ ଲଢ଼ିବା ପାଇଁ ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ରହିଛି । ଏହାଛଡ଼ା ୯୩ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ମଧ୍ୟ…

ହାଜତ ମୃତ୍ୟୁ ଘଟଣା: ୫ ପୋଲିସଙ୍କୁ କାର୍ଯ୍ୟରୁ ହଟାଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ ଜିଲ୍ଲା ଟାଉନ ଥାନା ହାଜତ ମୃତ୍ୟୁ ମାମଲାରେ ୫ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏସପି ଏହି କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି…

ରାଜ୍ୟରୁ ଚିହ୍ନଟ ହେଲେ ୪୪୪ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପ୍ରଫେସର ଶୂନ୍ୟ ହୋଇଯିବ ଉତ୍କଳ ବିଶ୍ୱବିଦ୍ୟାଳୟ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସର୍ବପୂରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି । ଆସନ୍ତା ବର୍ଷ ଜୁନ ମଧ୍ୟରେ ୭ ଜଣ ପ୍ରଫେସର ଅବସର ଗ୍ରହଣ କରିବେ । ବିଶ୍ୱବିଦ୍ୟାଳୟର…

ଖୁସି ଖବର: ୧୫ ହଜାରରୁ କମ୍ ଦରମା ପାଉଥିବା ଶ୍ରମିକଙ୍କୁ ମିଳିବ ଆୟୁଷ୍କାନ ଭାରତ ଯୋଜନାର ଲାଭ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ୧୫ ହଜାରରୁ କମ୍ ଦରମା ପାଉଥିବା ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଆସିଛି ଖୁସି ଖବର । ଆପଣ ନିଜକୁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରିପାରିବେ । ଏଥିରେ କୌଣସି ଦୁର୍ଘଟଣା ଓ ଅସୁସ୍ଥତା ସମୟରେ…

ଚାଲିଗଲା ‘ଗୁଲାବ୍’ ବର୍ତ୍ତିଗଲା ଓଡ଼ିଶା: ଏବେ ଅସଲ ରୂପ ଦେଖାଇପାରେ ଛତିଶଗଡ଼ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ୍’କୁ ନେଇ ଆଶ୍ୱସ୍ତି ମିଳିଛି । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟ କ୍ଷତି ହୋଇଛି । କିଛି ସ୍ଥାନରେ ପାହାଡ଼…