Browsing Category

Top Stories

ତାସଖେଳରୁ ହେଲା ବିଭତ୍ସ ହତ୍ୟା , ନାବାଳକ ର ଶିଳପୁଆ ମାଡ ରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ , 3/1 : ତାସ ଖେଳ କାଳ ହୋଇଛି । ତାସ ଖେଳ ବେଳେ ଜଣେ ନାବାଳକ ର ଶିଳପୁଆ ମାଡ ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ । ତାସ ଖେଳ…

ଏସବିଆଇ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର: ଘରେ ବସି ପାଇପାରିବେ ଏହିସବୁ ସୁବିଧା

ନୂଆଦିଲ୍ଲୀ, ୩ା୧: ଆପଣ ଏସବିଆଇର ଗ୍ରାହକ ଅଟନ୍ତି କି, ଯଦି ହଁ ତେବେ ଆପଣ ଘରେ ବସି ବ୍ୟାଙ୍କ ତରଫରୁ ବହୁତ ସୁବିଧା ସୁଯୋଗ ହାସଲ କରିପାରିବେ । ଏସବିଆଇ ତରଫରୁ ଗ୍ରାହକମାନଙ୍କୁ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ…

ସ୍କୁଲ ଖୋଲିବା ପରେ ହଷ୍ଟେଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଜାଣନ୍ତୁ କଣ ରହିଛି ଗାଇଡଲାଇନ

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ତେବେ ବର୍ତ୍ତମାନ ହଷ୍ଟେଲ ଖୋଲିବା ନେଇ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି ।…

ଦେଶରେ ଦିନକରେ ୨୧୭ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୧୭୭ ଜଣ ଆକ୍ରାନ୍ତ ହୋଇଥିବା…

ମାହାଙ୍ଗାରେ ଡବଲ ମର୍ଡର: ୧୨ ଜଣଙ୍କ ନାମରେ ମାମଲା ରୁଜୁ

ମାହାଙ୍ଗା, ୩ା୧ (ଓଡିଶା ଭାସ୍କର): ମାହାଙ୍ଗାରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟଙ୍କୁ କିଛି ଦୁର୍ବୃତ୍ତ ହତ୍ୟା…

୮ ରୁ ରାଜ୍ୟ ରେ ଖୋଲିବ ସ୍କୁଲ , ଶନିବାର ଓ ରବିବାର ପଢ଼ାଯିବ ପାଠ , ଆଉ କଣ ରହିଛି ନିୟମ ଜାଣନ୍ତୁ

ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଚାଲିଥିବା ଛକାପଞ୍ଛା ର ଅନ୍ତ ଘଟିଛି । ଚଳିତ ମାସ ଅର୍ଥାତ୍ ଜାନୁଆରୀ ୮ରୁ ସ୍କୁଲ ଖୋଲିବାକୁ ଯାଉଛି । ଜାନୁଆରୀ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ପାଠପଢା ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀ…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୮୩, ଆକ୍ରାନ୍ତ ୧୯୨

ଭୁବନେଶ୍ୱର, ୩ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ଦିନକ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

କରୋନା ଟିକାକୁ ଅନୁମତି ପରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ, ୩ା୧: କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟିକା…

ଡିସିଜିଆଇର ଘୋଷଣା: କୋଭିସିଲ୍ଡ ଓ କୋଭାକ୍ସିନକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ, ୩ା୧ (ଓଡିଶା ଭାସ୍କର): କରୋନା ଟିକାକରଣକୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏକ ବଡ଼ ଘୋଷଣା କରିଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି…

ହଟିଲା ପ୍ରତୀକ୍ଷାର ଅନ୍ତ: ଆଜିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସର୍ବସାଧାରଣ

ପୁରୀ, ୩ା୧ (ଓଡିଶା ଭାସ୍କର): ଆଜିଠାରୁ ସର୍ବସାଧାରଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ । ପୁରୀ ଜିଲ୍ଲା ତଥା ରାଜ୍ୟ ବାହାରର ଭକ୍ତମାନେ ଏହି ସୁଯୋଗ ନେଇ ପାରିବେ । ତେବେ ମନ୍ଦିରକୁ ଦର୍ଶନ ପାଇଁ କୋଭିଡ…