Browsing Category
Top Stories
ଦାମ୍ପତ୍ୟ ଜୀବନକୁ ଏମିତି କରନ୍ତୁ ଦୀର୍ଘସ୍ଥାୟୀ
ସମ୍ପର୍କ ହେଉଛି ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ସମ୍ପର୍କ ଯେତେ ଦୃଢ ହେବ, ପରସ୍ପରଙ୍କ ମଧ୍ୟରେ ଥିବା ବିଶ୍ୱାସ ବଢିବ । ଯଦଓ ଦମ୍ପତିଙ୍କ ମଧ୍ୟରେ ବନ୍ଧୁତା ଅପେକ୍ଷା ଅଧିକ ଦାୟିତ୍ୱ ରହିଥାଏ ତଥାପି ସମ୍ପର୍କରେ…
ଆଜି ହାତ କାଟିଲେ , ଆଖି ବୁଜିଲେ ହେଲେ ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଏବେ ହଜାରେ ଅସମାହିତ ପ୍ରଶ୍ନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସ କଟକ ଏସସିବିରେ ପ୍ରାଣ ହରାଇଛନ୍ତି । ଏପରି ସ୍ଥିତିରେ ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ଏହାକୁ ନେଇ…
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ; ଫେରିଲେ ଅଶ୍ୱିନ, ବାଦ ପଡ଼ିଲେ କୁଲଚା ଓ ଧୱନ
ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ୧୬ ଜଣିଆ ଦଳ ଘୋଷଣା କରିଥିବା ବେଳେ ଦୁଇ ବର୍ଷ ପରେ ଦଳକୁ…
ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ପ୍ରସଙ୍ଗ; SCBରେ ପ୍ରାଣ ହରାଇଲେ ଯୁବକ
କଟକ (ଓଡ଼ିଶା ଭାସ୍କର): ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁଜଙ୍ଗ ଯୁବକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଯୁବକ ଜଣଙ୍କ ଚିକିତ୍ସାରେ ଅବହେଳା ତଥା ସରକାରଙ୍କ ଉଦାସୀନତା ଅଭିଯୋଗରେ କୀଟନାଶକ…
ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବିତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିଲମ୍ବନ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାନ୍ତଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…
ଜଗାଦର୍ଶନ ପାଇଁ କୋହଳ ହେଲା କଟକଣା; ଏହି ସମୟରେ କରି ପାରିବେ ଦର୍ଶନ
ପୁରୀ (ଓଡ଼ିଶା ଭାସ୍କର): ଏଣିକି ଜଗା ଦର୍ଶନ ପାଇଁ କୋହଳ ହେଲା କଟକଣା ।ସକାଳ ୭ଟା ରୁ ରାତି ୯ଟା ପର୍ୟ୍ୟନ୍ତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିଥିବା ବେଳେ ଶନିବାର ମଧ୍ୟ ମିଳିପାରିବ ଦର୍ଶନ ।…
ଜେଲରେ ଭୟାବହ ଅଗ୍ନିକାଣ୍ଡ; ଜୀଅନ୍ତା ଜଳିଗଲେ ୪୧ କଏଦୀ
ନୂଆଦିଲ୍ଳୀ: ଜେଲର ଚାରିକାନ୍ଥ ମଧ୍ୟରେ ବନ୍ଦ ଥିବା ୪୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଥିବା ଏକ ଜେଲରେ ନିଆଁ ଲାଗିଯିବାରୁ ୪୧ ଜଣ କଏଦୀଙ୍କ ପ୍ରାଣହାନି ଘଟିଛି । ଏହା ସହିତ…
ଆପଣଙ୍କ ମୁଣ୍ଡରେ ରହିଛି ଏତିକି ଟଙ୍କାର ଋଣ; ବଢିଲା ରାଜ୍ୟର ଋଣ ଭାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ମାନିଛନ୍ତି ।…
ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା
କେନ୍ଦୁଝର :ଏବିଭିପି କେନ୍ଦୁଝର ନଗର ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ PDP ବା ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୂତନ…
#SaveTushar ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର; ୭୨ ପ୍ରତିଶତ ଫୁସଫୁସ ଖରାପ, ଚିକିତ୍ସାରେ ଖର୍ଚ୍ଚ ହେବ ୭-୧୦ ଲକ୍ଷ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୟସ ମାତ୍ର୧୩ ବର୍ଷ, ମାତ୍ର ଏଭଳି କୋମଳମତି ବୟସରେ ହସ୍ପିଟାଲ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛି ତୁଷାର ରଞ୍ଜନ ସା । ଘେଁସ ଶିଶୁମନ୍ଦିରରେ ୮ମ ଶ୍ରେଣୀ ରେ ପାଠ ପଢୁଥବା ତୁଷାର ରଞ୍ଜନଙ୍କ…