Browsing Category
Top Stories
ଜ୍ୟୋତିଷ, ଓକିଲ, ଫିଟନେଶ ଟ୍ରେନରଙ୍କଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ବୁକିଂ….. ସବୁ କାମର ଦାୟିତ୍ୱ ନେବେ ଏହି ଫୁଡ୍ ଡେଲିଭରି ଆପ୍
ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି କ୍ଷେତ୍ରରେ ଦୁଇ ବାଦଶାହା ହେଲେ ଜମାଟୋ ଓ ସ୍ୱିଗୀ । ନର୍ଥ ଇଣ୍ଡିଆନ୍, ସାଉଥ ଇଣ୍ଡିଆନ୍, କଣ୍ଟିନେଣ୍ଟାଲ, ପିଜା-ବର୍ଗର, କେକ୍, ମିଠା ଅବା ଆଇସକ୍ରିମ୍ ଏମିତି ଅନେକ ମନପସନ୍ଦର…
ଟକ୍ସିକ୍ ହୋଇଯାଇଛି ‘X’ ପ୍ଲାଟଫର୍ମ…ଏମିତି କିଛି କହି ବିଦାୟ ନେଲା ବ୍ରିଟେନର ଏହି ଖବରକାଗଜ
ନୂଆଦିଲ୍ଲୀ: ନିକଟରେ ଟ୍ରମ୍ପ କ୍ୟାବିନେଟରେ ସାମିଲ ହୋଇଥିବା ଟେକ୍ ଆରବପତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ର ମାଲିକ ଏଲନ୍ ମସ୍କ । ବର୍ତ୍ତମାନ ତାଙ୍କ ପାଇଁ ଭଲ ଦିନ ନା ଖରାପ ଦିନ ଆରମ୍ଭ ହୋଇଛି କହିବା କଷ୍ଟକର ।…
ଖୁସି ଖବର, ଡିସେମ୍ବର ୮ ତାରିଖରୁ କୃଷକଙ୍କୁ ମିଳିବ ୮୦୦ ଟଙ୍କା: ପଠାଇବେ ରାଜ୍ୟ ସରକାର
ଭୁବନେଶ୍ୱର: ଓଡ଼ିଶାର କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆସନ୍ତା ଡିସେମ୍ବର ୮ ତାରିଖରୁ ଚାଷୀଙ୍କୁ ଇନପୁଟ ସବସିଡି ଯୋଗାଇ ଦିଆଯିବ ବୋଲି ସେ ଘୋଷଣା…
ଯାହା ପାଇଁ ଦିନେ ଜୀବନ ଦେବାକୁ Ready ଥାନ୍ତି, ବିବାହ ପରେ କାହିଁକି କରନ୍ତି Fight?
ଓଡିଶା ଭାସ୍କର- ଲଭ ମ୍ୟାରେଜ ବା ପ୍ରେମ ବିବାହରେ ଅଧିକ ଝଗଡା ହୁଏ ଓ ଅଧିକ ଛାଡପତ୍ର ଘଟଣା ଦେଖିବାକୁ ମିଳେ ବୋଲି ଲୋକଙ୍କ ଭିତରେ ଏକ ଧାରଣା ରହିଛି । ଏହାକୁ ନେଇ ଅନେକ ଚର୍ଚ୍ଚା, ଆଲୋଚନା ମଧ୍ୟ ହୋଇଛି । ତେବେ…
Baba Siddique ହତ୍ୟାକାଣ୍ଡରେ ନୂଆ ଖୁଲାସା: ସୁଟରର କଥା ଶୁଣି ମୁମ୍ବାଇ ପୋଲିସ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ୬୬ ବର୍ଷୀୟ ବାବା ସିଦ୍ଦିକିଙ୍କୁ ୧୨ ଅକ୍ଟୋବର ରାତି ୯ଟାରେ ମୁମ୍ବାଇର ବାନ୍ଦ୍ରାରେ ଗୁଳିକରି ହତ୍ୟା କରାଯାଇଥିଲା। ତାଙ୍କ ଛାତିକୁ ୨ଟି ଗୁଳି ଲାଗିଥିଲା ଏବଂ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି…
ବାହା ବେଦୀରେ ବର ମାତାଲ୍… ନିଜ ବାହାଘରରେ ମାଲ୍ ପିଇ ଆସିଲେ ତୋତାରାମ: ତା’ ପରେ ହେଲା ହଙ୍ଗାମା
ଓଡ଼ିଶା ଭାସ୍କର: ଜୀବନରେ ବାହାଘର ଦିନ ସମସ୍ତଙ୍କ ପାଇଁ ଏକ ଅଭୁଲା ଦିନ ହୋଇ ରହିଥାଏ । ତେଣୁ ଏହି ଦିନକୁ ଆହୁରି ସ୍ମରଣୀୟ କରିବାକୁ ବିଭିନ୍ନ ପ୍ରକାର ନିଆରା କାମ କରିଥାନ୍ତି । ବାହାଘରକୁ ସ୍ପେସାଲ କରିବା ପାଇଁ କିଏ…
Breaking-ବିଜେପି ବିଧାୟକଙ୍କ ଅଗ୍ରୀମ ବେଲ ଆବେଦନ ଖାରଜ, ଲୋକଙ୍କ ପାଇଁ ଉଦାହରଣ ହେବାକୁ କହିଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ- ବିଜେପିର ଆଗଧାଡିର ନେତା ତଥା ବିଧାୟକଙ୍କୁ ସୁପ୍ରିମ ଝଟକା । ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ । ମହିଳା ଆଇଆଇସିଙ୍କୁ ମାଡ ମାରିବା ଅଭିଯୋଗରେ ଜୟନାରାୟଣଙ୍କ ନାଁରେ ହୋଇଥିଲା ମାମଲା । ଗତ…
ଟ୍ରମ୍ପଙ୍କ ଡର…. ଗର୍ଭ ନିରୋଧକ ପିଲ୍ ପାଇଁ ଔଷଧ ଦୋକାନରେ ଭିଡ଼, କ’ଣ ପାଇଁ ମହିଳାମାନେ ଏପରି କରିବାକୁ ହେଉଛନ୍ତି ବାଧ୍ୟ?
ୱାଶିଂଟନ୍: ନିକଟରେ ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ବହୁ ସଂଖ୍ୟକ ଭୋଟରେ ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି ମଧ୍ୟ । ଟ୍ରମ୍ପ ରାଷ୍ଟ୍ରପତି ହେବା ନେଇ ତାଙ୍କ ବିପକ୍ଷ ଖୁସି ନ ହେବା ସ୍ୱଭାବିକ କଥା । କିନ୍ତୁ ଦେଶର…
ପ୍ରଥମେ ୧୪ ନୁହେଁ ୨୦ ନଭେମ୍ବରରେ ପାଳନ କରାଯାଉଥିଲା ‘ଶିଶୁ ଦିବସ’, ଜାଣନ୍ତୁ ଏହାର ମହତ୍ତ୍ୱ
ଓଡ଼ିଶା ଭାସ୍କର: ପ୍ରତିବର୍ଷ ଭଳି ଆଜି ଅର୍ଥାତ ନଭେମ୍ବର ୧୪ ତାରିଖରେ ସାରା ଦେଶ ପାଳି ଆସୁଛି ‘ଶିଶୁ ଦିବସ’। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଜି ଶିଶୁ ଦିବସ ପାଳନ କରାଯାଉଛି। ପଣ୍ଡିତ ଜବାହାରଲାଲ ନେହରୁ ଭାରତୀୟ…
(Breaking) ଚଳିତ ବାଲିଯାତ୍ରାରେ ହେବ ଦେଶ- ବିଦେଶର ମିଳନ, ବିଦେଶୀ କଳାକାର କରିବେ ନୃତ୍ୟ ପରିବେଷଣ
ଭୁବନେଶ୍ୱର- ଚଳିତ ବାଲିଯାତ୍ରା ଦେବ ନିଆରା ସ୍ୱାଦ । ଦେଶୀ ସବ ବିଦେଶୀ କଳାକାରଙ୍କ ପ୍ରଦର୍ଶନ ମନମୋହିବ ଲୋକଙ୍କର । ଏଥିପାଇଁ ମୋହନ ସରକାର ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଚଳିତ ଥର ଲୋକ ଗହଳିକୁ ଦୃଷ୍ଟିରେ ରଖି…