Browsing Category
Top Stories
ଏହିଭଳି ଭାବରେ ଖାଆନ୍ତୁ ଜିରା, ପାନ ମଧୁରୀ, ହଳଦୀ ପାଉଡର; ବଢ଼ାନ୍ତୁ ଇମ୍ୟୁନିଟି ଶକ୍ତିି
ନୂଆଦିଲ୍ଲୀ: କରୋନା ମହାମାରୀର ଭୟାଭବତା କମିନାହିଁ । ଏପରି ପରିସ୍ଥିତିରେ ହାତ ଧୋଇବା, ମାସ୍କ ପିନ୍ଧିବା ଭଳି କୋଭିଡ ନିୟମ ମାନିବା ଜରୁରୀ । ଏହା ସହ ନିଜେ ମଧ୍ୟ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ । କୋଭିଡ…
ପତାକା ଉଡ଼ାଇବା ବେଳେ ଆପଣ କରୁନାହାନ୍ତି ତ ଏହାର ଅପମାନ, ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୫ ତମ ସ୍ୱାଧାନତା ଦିବସ । ତେଣୁ ସୁରକ୍ଷା ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି । ଦେଶର ଲାଲକିଲ୍ଲାରେ ତିରଙ୍ଗା ପତାକା ଉଡିବା ଅନ୍ୟାନ୍ୟ ସରକାରୀ…
ଭାରତୀୟ ପାଣିପାଗ ବିଭାଗ ଜାରି କଲା ବର୍ଷା ସତର୍କ ସୂଚନା; ସମୁଦ୍ର ପ୍ରବେଶ ଉପରେ କଟକଣା
ଭୁବନେଶ୍ୱର (ଓଡିଶା ଭାସ୍କର): ଆସନ୍ତା ୧୭ ତାରିଖ ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୂଚନା ଅନୁସାରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା…
ଭାରତୀୟ ଜର୍ସିରେ ପଡିଆରେ ପଶିଲେ ଦର୍ଶକ; ହସି ହସି ଗଡ଼ିଗଲେ ସିରାଜ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏକ ଅଭାବନୀୟ ଘଟଣା ଘଟିଛି । ଭାରତୀୟ ଦଳର ଫିଲ୍ଡିଂ ସମୟରେ ଜଣେ ଦର୍ଶକ ଭାରତୀୟ ଦଳର ଜର୍ସି ପିନ୍ଧି ପଡିଆ ମଧ୍ୟକୁ ପଶି ଆସିଥିଲେ । ଲଞ୍ଚ…
ଗୋଟିଏ ଯୁଦ୍ଧରେ ମୁହାଁମୁହିଁ ହୋଇଥିଲେ ଦୁଇ ଭାଇ, ଜାଣନ୍ତୁ ଏହା ପଛର ଇତିହାସ
ନୂଆଦିଲ୍ଲୀ: ଯୁଦ୍ଧରେ ଦୁଇ ଭାଇ ଗୋଟିଏ ପକ୍ଷରୁ ଲଢ଼ିବା କଥା ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କେବେ ଦୁଇ ଭାଇ ପ୍ରତିପକ୍ଷ ଭାବେ ଲଢ଼ିବା କଥା ଶୁଣିଛନ୍ତି କି? ଏହା ପୁଣି କୋଉ ବିଦେଶର ଘଟଣା ନୁହେଁ । ଆଉ ଏହି କାହାଣୀ…
ଶିକ୍ଷା ବଞ୍ଚାଅ-ଓଡ଼ିଶା ବଞ୍ଚାଅ; ଶ୍ରେଣୀ ଗୃହ ଶିକ୍ଷାଦାନ ଆରମ୍ଭ ଦାବି
ଭୁବନେଶ୍ୱର(ଓଡ଼ିଶା ଭାସ୍କର):କରୋନା ମହାମାରୀ ଆଳରେ ଗତ ୨୦୨୦ମାର୍ଚ୍ଚ ମାସଠାରୁ ସମଗ୍ର ଦେଶରେ ଶିକ୍ଷା ଵ୍ୟଵସ୍ଥାକୁ ସମ୍ପୁର୍ଣ୍ଣ ଧ୍ଵଂସ ସ୍ତୁପରେ ପରିଣତ କରାଯାଇଥିଵା ଵେଳେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ତୁରନ୍ତ…
ପଦକ ବିଜେତା ଆଥଲେଟଙ୍କୁ ଆପ୍ୟାୟିତ କଲେ ରାମନାଥ କୋବିନ୍ଦ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅଲିମ୍ପିକ୍ସ ପଦକ ବିଜେତା ଆଥଲେଟଙ୍କୁ ଆପ୍ୟାୟିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନର ହାଇଟିରେ ଏହି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ ଓ…
ବୈଜ୍ଞାନିକ ଓ ମହିଳା ଦଳକୁ ରାଷ୍ଟ୍ରପତିଙ୍କ ପ୍ରଶଂସା; ଜାଣନ୍ତୁ କଣ କହିଲେ
ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ପରାଧିନତାରୁ…
ପଶ୍ଚିମ ହାଇତିରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଶନିବାର ୱେଷ୍ଟର୍ଣ୍ଣ ହାଇତିରେ ୭.୦ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ପେଟିଟି ଟ୍ରୋଉ ଡେ ନିପ୍ସ ଠାରୁ ୮ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି । ଯାହାର ଗଭୀରତା ୧୦ କିମି ପର୍ଯ୍ୟନ୍ତ…
whatsapp ଡେଲିଭରୀ ସ୍କାମ୍; ମିନିଟରେ ଖାଲି ହୋଇଯିବା ଆକାଉଣ୍ଟ
ନୂଆଦିଲ୍ଳୀ: ଦିନକୁ ଦିନ ଅନଲାଇନ ସ୍କାମ ବଢିବାରେ ଲାଗିଥିବା ବେଳେ ଏବେ ଆଉ ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ହ୍ୱାଟ୍ସଆପ୍ ଡେଲିଭରୀ ସ୍କାମ ନାମକ ଏହି ନୂତନ ସ୍କାମ ସାମ୍ନାକୁ ଆସିଛି । ହ୍ୱାଟ୍ସଆପରେ ଆସୁଥିବା ଏହି…