fbpx
Browsing Category

Top Stories

ପୋଲିସ କର୍ମଚାରୀଙ୍କୁ କରୋନା, ଥାନା ସିଲ୍

ମାଲକାନଗିରି, ୧୨ା୬(ଓଡ଼ିଶା ଭାସ୍କର): ମାଲକାନଗିରିରେ ପୋଲିସ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ତେଣୁ ମୋଟୁ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଥିସହିତ…

ରାଜ୍ୟରେ କମିଛି ସଡ଼କ ଦୁର୍ଘଟଣା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁପରେ ସଡ଼ ଦୁର୍ଘଟଣା କମିଛି । ଦୁର୍ଘଟଣା ଜନିତ ମୃତ୍ୟୁହାର ସହ ଆହତଙ୍କ ସଂଖ୍ୟା ମଧ୍ୟ କମିଛି । ସଡ଼କ ଦୁର୍ଘଟଣା ହ୍ରାସ ନେଇ ପରିବହନ ମନ୍ତ୍ରୀ…

ବର୍ଷାରେ ଫିକା ପଡ଼ିବ କି ରଜ !

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ଦକ୍ଷିଣ ଓଡ଼ିଶାରେ ମୌସୁମୀ ଛୁଇଁବା ସହ ବର୍ଷା ହୋଇଛି । ଏହାସହ ରାଜ୍ୟର…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୫ବର୍ଷିୟ ପୁରୁଷ । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି…

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି । ସଙ୍ଗରୋଧ କେନ୍ଦ୍ରରୁ ୧୦୭ ଓ ସ୍ଥାନୀୟ ଅଞ୍ଚଳରୁ…

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର, ୧୨ା୬(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ସ୍ଥିତ ଡମଣା ଭୋଇସାହି ଅଞ୍ଚଳରେ ପିଟିପିଟି ଯୁବକଙ୍କୁ ହତ୍ୟା…

ଦେଶରେ ୨୪ଘଣ୍ଟାରେ ୩୯୬ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୨ା୬: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୫୩୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮,୪୯୮ ରେ ପହଞ୍ଚିଛି ।…

ରଜ ପାଇଁ ନାଇଟ୍ କର୍ଫ୍ୟୁ କୋହଳ

ଭୁବନେଶ୍ବର, ୧୨/୬(ଓଡ଼ିଶା ଭାସ୍କର): ଆଉ ଦୁଇ ଦିନ ପରେ ଓଡ଼ିଆଙ୍କ ରଜ ପର୍ବ । ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆଜି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି ।ଆଜି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି…