Browsing Category

Top Stories

ବସକୁ ସାଢେ ୫ ଲକ୍ଷର ଫାଇନ୍

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ଗାଡି ଚାଳକ ସାବଧାନ୍ । କାରଣ ଏବେ ଗାଡି କାଗଜପତ୍ର ଚେକିଂ ଏବେ ଜୋରଦାର ହୋଇଛି । ଏହାରି ମଧ୍ୟରେ ଆଜି ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଫାଇନ ପଡିଛି ।…

ରାଜ୍ୟର ୧୭ଟି ଜିଲ୍ଲାକୁ ବର୍ଷା ସତର୍କ!

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ରାଜ୍ୟର ୧୭ଟି ଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି । ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ସେହି ୧୭…

ଦିନକରେ ୬୩,୫୦୯ ପଜିଟିଭ୍, ୭୩୦ ମୃତ

ନୂଆଦିଲ୍ଲୀ,୧୪ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ୫୮୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୫୦୯ ନୂଆ…

ପ୍ରକାଶ ପାଇଲା NEST ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୩/୧୨: ଆଜି ପ୍ରକାଶ ପଇଛି NEST ପରୀକ୍ଷା ଫଳ । ମହାରାଷ୍ଟ୍ରର ଅଥର୍ବ ଡାଭିଲ ଦେଶରେ ଟପ୍ପର ହୋଇଛନ୍ତି ।ବିକାଶ ଅଗ୍ରୱାଲ ଓଡ଼ିଶାର ଟପ୍ପର ହୋଇଛନ୍ତି । ୨୦ତମ ରାଙ୍କରେ ଅଛନ୍ତି ବିକାଶ ଅଗ୍ରୱାଲ ।…

ଖୁସି ଖବର: ରାଜ୍ୟରେ ଆଜି ୨୭୯୬ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୧୩ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ବର୍ଷାରେ ଧୋଇଗଲା ରାସ୍ତା, ଯୋଗାଯୋଗ ବାଧାପ୍ରାପ୍ତ

ଗଞ୍ଜାମ,୧୩ ।୧୦(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଧୋଇଯାଇଛି ରାସ୍ତା । ପାହାଡ଼ରୁ ପାଣି ଆସି ଧୋଇଯାଇଛି ବୁରାତାଲ ଓ ପୁରିଆ ସାହି ରାସ୍ତା । ଫଳରେ ପାତ୍ରପୁର ବ୍ଲକର ଗଙ୍ଗାପୁର ଓ…

ଏହି ରାଜ୍ୟରେ ଅକ୍ଟୋବର ୧୫ରୁ ଖୋଲିଯିବ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ, ଜାଣନ୍ତୁ କେଉଁଟି ?

ୟୁପି,୧୩ ।୧୦: ୧୫ ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର  ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାରି ମଧ୍ୟରେ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ…