Browsing Category
Top Stories
ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛି ‘ପ୍ରଫୁଲ ଯୋଜନା’
ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ମେ' ମାସ ୫ ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫନୀ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫନୀ କ୍ଷତିଗ୍ରସ୍ତ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା…
ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ
ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ପିଏଲଜିଏ ସପ୍ତାହ ଆସନ୍ତା ୮ ତାରିଖ ଯାଏଁ ଚାଲିବ । ଏନେଇ ମାଓପ୍ରବଣ ଅଞ୍ଚଳମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା…
ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ASI ନିଲମ୍ବିତ, ୩ ଗିରଫ
ରାଇରଙ୍ଗପୁର,୧ ।୧୨(ଓଡିଶା ଭାସ୍କର): ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ASIଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ASI…
ଓଡିଶା ରଣଜୀ ଦଳ ଘୋଷିତ
ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ୨୦୧୯-୨୦ ରଣଜୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ ହୋଇଛି । ୧୬ ଜଣିଆ ଦଳର ସେନାପତି ରହିବେ ଶୁଭ୍ରାଂଶୁ ସେନାପତି । ଏହି ମ୍ୟାଚରେ ବସନ୍ତ ମହାନ୍ତି, ବିପ୍ଲବ ସାମନ୍ତରାୟ ଓ…
କୋଣାର୍କରେ ବାଲୁକା କଳା ମହୋତ୍ସବ ଉଦଘାଟିତ
ପୁରୀ,୧ା୧୨(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବର ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…
କୋହଳ ହେବ କାର୍ଯ୍ୟକାଳ ! ୯ ମାସ ନୁହେଁ, ୨୦୨୪ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ ରହିପାରନ୍ତି ଗାଙ୍ଗୁଲି
ନୂଆଦିଲ୍ଲୀ,୧ ।୧୨: ବିସିସିଆଇ କାର୍ଯ୍ୟନିର୍ବାହୀଙ୍କ ପାଇଁ କୋହଳ ହେବ ପଦବୀ ସମୟ ସୀମା । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଅନୁମୋଦନ ପାଇଁ…
ଚାଲାଣ କାଟିବାରୁ ବାଇକ୍ ସହ ଏପରି କଲେ ଯୁବକ, ଯାହାକୁ ଦେଖି ପୋଲିସର ଉଡିଲା ହୋସ୍, ଦେଖନ୍ତୁ ଭିଡିଓ..
ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଛି । ନିୟମ ମାନୁନଥିବା ଚାଳକଙ୍କ ପାଇଁ ଚାଲାଣ କାଟୁଛନ୍ତି ପୋଲିସ । ସେହିପରି ପୋଲିସ ଜଣେ ଯୁବକଙ୍କ ବାଇକର ଚାଲାଣ କାଟିବାରୁ ସେ ରାଗି ବାଇକ୍ ସହ କିଛି…
ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା, ନିଲମ୍ବନ ହେଲେ ଏସଆଇ
ମୟୂରଭଞ୍ଜ,୧ା୧୨(ଓଡ଼ିଶା ଭାସ୍କର): ମୟୂରଭଞ୍ଜରେ ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ଏସପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।…
ମହଙ୍ଗା ହେଲା ଭୋଡାଫୋନର ଟାରିଫ୍ ପ୍ଲାନ୍
ନୂଆଦିଲ୍ଲୀ,୧ ।୧୨: ଆଜିଠାରୁ ଆଇଡିଆ-ଭୋଡାଫୋନ୍ ନିଜ ସେବାର ଦର ବଢାଇଦେଇଛି । ଖବର ମୁତାବକ, କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ୍ ୪୯ ଟଙ୍କା ହେବ । ଗ୍ରାହକମାନଙ୍କୁ ଭୋଡାଫୋନର ୪୯ ଟଙ୍କାର ପ୍ଲାନରେ ୩୮ ଟଙ୍କାର ଟକଟାଇମ୍…
ତୁର୍କୀ ଓ ଇଜିପ୍ଟରୁ ଆସୁଛି ପିଆଜ
ନୂଆଦିଲ୍ଲୀ,୧ ।୧୨: ସାରା ଦେଶରେ ପିଆଜ ଦର ଘୁ ଘୁ ହୋଇ ବଢିବାରେ ଲାଗିଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାହାର ଦେଶରୁ ପିଆଜ ମଗାଉଛନ୍ତି ସରକାର । ତୁର୍କି ଓ ଇଜିପ୍ଟରୁ ୧୭ ହଜାର ୯୦ ମେଟ୍ରିକ ଟନ୍ ପିଆଜ ଆସୁଛି…